Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେଲେ ରାଉରକେଲା ବାସୀ
୧୯ଟି ସ୍ଥାନରେ ଅନୁଷ୍ଠିତ ହେଲା ସଫେଇ କାର୍ଯ୍ୟକ୍ରମ
ରାଉରକେଲା (୦୧/୧୦) : ଇଣ୍ଡିଆନ ସ୍ଵଚ୍ଛତା ଲିଗର 'ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ବୁଲ ଟିମ ପକ୍ଷରୁ ସାମୁହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା!-->!-->!-->…
ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ଶ୍ୟାମ ସୁନ୍ଦର ବିଦ୍ୟାପୀଠରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଗୌରହରି ଟହଲ୍ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଶିକ୍ଷକ ଶ୍ରୀ ରାଧାଚରଣ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି!-->…
ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ…
ସୁନ୍ଦରଗଡ଼( ୦୧/୧୦) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସାମାଜିକ ସୁରକ୍ଷା!-->…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ…
ମାଲକାନଗିରି, (୦୧/୧୦) : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଆଜି ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ!-->!-->!-->…
ଜିଲ୍ଲା ସ୍ତରୀୟ ୧୫୪ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା
ଛତ୍ରପୁର(୦୧.୧୦) : ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୪ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଛତ୍ରପୁର ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।!-->!-->!-->…
ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ…
୧୬୭ ଥର ରକ୍ତଦାନ ପାଇଁ ପ୍ରଶାନ୍ତ ବେହେରା ଓ ବିରଳ ରକ୍ତଦାନ ପାଇଁ ଭି ଲୋକନାଥ ରାଜୁ ସମ୍ବର୍ଦ୍ଧିତ
ଫୁଲବାଣୀ : ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀର ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରାଙ୍କୁ, ତାଙ୍କର ଦିର୍ଘ ୪୦ ବର୍ଷର!-->!-->!-->…
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ମହାସମାରୋହର ସହିତ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ!-->!-->!-->…
ରିଘାଗଡ ଜରାନିବାସରେ ଵରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଯୋଗଦେଲେ ବିଚାରପତି
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ବରପୁରୁ ପଞ୍ଚାୟତ ରିଘାଗଡ ଠାରେଥିବା ଜରାନିବାସରେ ଆଜି ବରିଷ୍ଠ ନାଗରିକ ଦିବସ ପାଳନହୋଇ ଯାଇଅଛି।କେନ୍ଦ୍ରାପଡା ଜିଲ୍ଲା ପ୍ରାଧିକରଣ ଏଵଂ ପଟ୍ଟାମୁଣ୍ଡାଇ ସିଭିଲ୍ କୋର୍ଟ ତାଲୁକା ଲିଗାଲ ସେବା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଡ୍ରେନକୁ ଓଲଟିଲା ଅଟୋ, ୩ ଆହତ…
ହିଞ୍ଜିଳିକାଟୁ (୧/୧୦) : ରବିବାର ଭୋରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ପରିବା ମାର୍କେଟ ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଡି ୭୪୮୭ ) ରାସ୍ତା ପାର୍ଶ୍ବ ନାଳ ଭିତରକୁ ଓଲଟି ପଡିଛି । ଦୁର୍ଘଟଣାରେ ଅଟୋ ଚାଳକ ସହ ୨ ଯାତ୍ରୀ ଆହତ ହୋଇଛନ୍ତି। ନିକଟରେ ଉପସ୍ଥିତ ଥିବା ହିଞ୍ଜିଳି!-->…
ଝାଡୁ ମାରି ସ୍ଵଚ୍ଛତା ବାର୍ତ୍ତା ବାଣ୍ଟିଲେ ମ୍ୟୁନିସିପାଲିଟି ଅଧ୍ୟକ୍ଷା, ଜନପ୍ରତିନିଧି ଓ ପ୍ରସାଶନିକ ଅଧିକାରୀ…
ହିଞ୍ଜିଳିକାଟୁ ୧/୧୦ : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ସ୍ଵଛତା ହିଁ ସେବା ଅଭିଯାନ ଆନୁକୁଲ୍ୟରେ ରବିବାର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସାମୁହିକ ଶ୍ରମଦାନ କରି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ!-->…