Browsing Category

ଆଞ୍ଚଳିକ

ରକ୍ତଦାନ କରି ନୂତନ ଜୀବନ ପ୍ରଦାନ କଲେ ଡ୍ରାଇଭର ମହାସଂଘର ଦୁଇ ଯୁବକ…

ଉମରକୋଟ ( ୨୮/୦୯) : ରକ୍ତ ଦାନ କରି ଦୁଇ ଯୁବକ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ଗୋପବନ୍ଧୁଙ୍କ ବାଣୀରେ ଅଛି "ମୋ ଜୀବନ ପଛେ ନର୍କେ ଯାଉ ହେଲେ ଜଗତ ଉଦ୍ଧାର ହେଉ " କବିଙ୍କ ଏହି ବାଣୀ ପାଥେୟ କରି ମହାନତାର ପରିଚୟ ଦେଲେ ଉମରକୋଟ ବ୍ଲକର ବଡ଼କୁମାରୀ ପଞ୍ଚାୟତର ବଡ଼କୁମାରୀ ଗ୍ରାମର

ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା-୨୦୨୩-୨୪ ଉଦଯାପିତ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୩-୨୪ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଣୀ ଅମିତା ପଟ୍ଟନାୟକଙ୍କ

ଆର୍ଯ୍ୟପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ପୂର୍ବରୁ ଥିବା ପଞ୍ଚାୟତ କାର୍ଯ୍ୟାଳୟ କୁ ପୁନଃଉଦ୍ଧାର କରାଯାଇ ନୂତନ ଧରଣ ରେ ହୋଇଥିବା ଏହି କାର୍ଯ୍ୟାଳୟ କୁ ସରପଞ୍ଚ ତତ୍ରୋଲଚନ ବେହେରା ରିବନ କାଟି ଉଦଘାଟନ

ସାଇବର ଅପରାଧ ରୋକିବା ନିମନ୍ତେ ଜିଲ୍ଲାରେ ଅକ୍ଟୋବର ୨ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବୁଲିବ ସଚେତନତା ରଥ

ଛତ୍ରପୁର : ଆର୍ଥିକ , ମହିଳା ଓ ଶିଶୁ ମାନଙ୍କ ଉପରେ ଯୌନ ଜନିତ ସହ ବିଭିନ୍ନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସାଇବର

ହତ୍ୟାମାମଲାରେ ତିନିଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସର୍କିଟ କୋର୍ଟ ରେ ଗୁରୁବାର ଦିନ ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜଜ ମନୋରଞ୍ଜନ ଦାସ ଏକ ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | ଘଟଣା ରୁ ପ୍ରକାଶ ଯେ 30/4/2017 ହିଞ୍ଜିଳିକାଟୁ

ମାଲକାନଗିରି ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

ବାଲିମେଳା (୨୮/୦୯) : ସାଇବର କ୍ରାଇମ ରୁ ମୁକ୍ତ ହେବ ଓଡିଶା। ପ୍ରସ୍ତୁତ ହେଉଛି ନୂତନ ରଣନୀତି । ଅନଲାଇନ ସିଷ୍ଟମ ଠାରୁ ବ୍ୟାଙ୍କ ଏବଂ ମୋବାଇଲ ଆପ ମାଧ୍ୟମରେ ଆଉ ସାଇବର ଠକଙ୍କ ଜାଲରେ ପଡିବେ ନାହିଁ ଓଡିଶା ବାସୀ । ଯାହାର ପରିକଳ୍ପନା କରି ସାଇବର କ୍ରାଇମ କୁ ରୋକିବା ଲାଗି ଓଡିଶା ପୋଲିସ

କ୍ରାଇମବ୍ରାଞ୍ଚ ଦ୍ଵାରା ଓଡ଼ିଶାରେ ସାଇବର ସୁରକ୍ଷା ଅଭିଯାନ- ୨୦୨୩…

ଫୁଲବାଣୀ : ସାଇବର ଅପରାଧ ଏବେ ଖୁବ୍ ଦୃତ ଗତିରେ ବଢ଼ିଚାରେ ଲାଗିଛି । ସମାଜରେ ବିଶେଷ କରି ବରିଷ୍ଠ ନାଗରିକ, ମହିଳା, ଯୁବଗୋଷ୍ଠୀ ତଥା ଛାତ୍ର ସମାଜ ମଧ୍ୟରେ ଏହି ସାଇବର ଅପରାଧ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର ଓ ସୁରକ୍ଷା ଅଭ୍ୟାସ ଉପରେ

ଜାତୀୟ ମୁକବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟର ୪ ର୍ଥ ଦିନରେ ୩ଟି ଷ୍ଟାଡିୟମରେ ୭ଟି ମ୍ୟାଚ…

ଭୁବନେଶ୍ବର(୨୮/୦୯/୨୩) : ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ

ଫୁଲବାଣୀ ଠାରେ ମହମ୍ମଦ ଜୟନ୍ତୀ ପାଳିତ

ଫୁଲବାଣୀ : ଆଜି ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଫୁଲବାଣୀ ଜାମିଆ ମସଜିଦ ଓ ନୁରାନି ୟୁଥ କ୍ଲବ ତରଫରୁ ସଭାପତି ଅବଦୁଲ ରାଜାକ ଖାଁ ଙ୍କ ସଭାପତିତ୍ୱରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଏକ ଶୋଭାଯାତ୍ରା ମେନରୋଡ଼

ଘୋରଇ ଫାଇନାନ୍ସ କମ୍ପାନୀର ମଟର ସାଇକଲ ପୋଡ଼ିଦେଲେ ଅଜଣା ଦୁବୁର୍ତ୍ତ…

ଟିକିରି ୨୮/୯/୨୩- ରାୟଗଡ ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ,ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ ଟି ମଟର ସାଇକଲକୁ ରାତିରେ ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି । ରାତି ରେ କର୍ମଚାରୀ ମାନେ ସୋଇଥିବା ବେଳେ ଗେଟ ବାହାର ପଟୁ ଗେଡା