Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲୋକ କଳାକାରଙ୍କୁ ପ୍ରଦାନ କରାଗଲା ଅଣସଙ୍ଗଠିତ ଶ୍ରମିକ ପରିଚୟ ପତ୍ର…
ମାଲକାନଗିରି (୨୫/୦୯) : ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ବିଶିଷ୍ଟ କୋୟା ଲୋକ କଳାକାର, ଶ୍ରୀମତୀ ଶାନ୍ତି କାୱାସୀଙ୍କୁ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଅଣ ସଂଗଠିତ ଶ୍ରମିକ ସୁରକ୍ଷା କଲ୍ୟାଣ ବୋର୍ଡରେ ନୂତନ ଭାବେ କଳାକାର ଏବଂ ତତ୍ ସମ୍ବନ୍ଧୀୟ!-->…
ସମୟ ଅବଧି ସତ୍ତ୍ଵେ ସରି ପାରିଲାନି ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ପୁନରୁଦ୍ଧାର ଓ ଆଧୁନିକରଣ କାର୍ଯ୍ୟ…
କର୍ତ୍ତୃପକ୍ଷ ପାଲଟିଛନ୍ତି ଧୃତରାଷ୍ଟ୍ର, ବିଦ୍ୟୁତ୍ ଉପଭୋକ୍ତା ଜଳକା
ମାଲକାନଗିରି/ବାଲିମେଳା: ଆଦିବାସୀ ଅଧ୍ୟୁଷିତ, ମାଓ ଉପଦ୍ରୁତ, ଆନ୍ଧ୍ର ଓଡ଼ିଶା ଉପାନ୍ତ ତଥା ସୀମାନ୍ତ ଜିଲ୍ଲା ସମେତ ମାଲକାନଗିରି ଜିଲ୍ଲାର ଅନ୍ୟତମ ଏବଂ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ଜଳବିଦ୍ୟୁତ କେନ୍ଦ୍ର!-->!-->!-->…
ଗଠନ ହେଲା ଯାତ୍ରା ବ୍ଲକ କମିଟି, ନଗ୍ନ ଅଶ୍ଳୀଳତାକୁ ବିରୋଧ…
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଯାତ୍ରା କମିଟି ସଂଘର ବୈଠକ ବାରଗାଁ ସ୍ଥିତ ମା' ମାଟିଆ ମଙ୍ଗଳା ଙ୍କ ପୀଠରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜନଗର ବ୍ଲକ ସଂଘ ପାଇଁ!-->…
କଂଗ୍ରେସ ଦଳର “ଘର ଘର ହାତ-ଘର ଘର କଂଗ୍ରେସ” କାର୍ଯ୍ୟକ୍ରମ…
ଦାରିଙ୍ଗବାଡି, ୨୫/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ତଥା ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଳିକ କଂଗ୍ରେସ ଦଳର ଘର ଘର ହାତ-ଘର ଘର କଂଗ୍ରେସ କାର୍ଯ୍ୟକ୍ରମ କୁ ଆଗେଇ ନେବା ଉଦେଶ୍ୟରେ ଗଦାପୁର ଓ ସରାମୁଳି ଗ୍ରାମ ପଞ୍ଚାୟତର!-->…
ଉଲିପଦରରେ ମହିଳା ସଙ୍ଘର ଦେଶି ମଦ ବିରୋଧୀ ଆନ୍ଦୋଳନ ତେଜିଲା
ଦାରିଙ୍ଗବାଡି, ୨୫/୦୯ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ଗ୍ରାମର ମହିଳା ସଙ୍ଘ ତରଫରୁ ଦେଶୀ ମହୁଲି ମଦ ରନ୍ଧା ଓ ବିକ୍ରିକୁ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଉଲିପଦର ଅଙ୍ଗନୱାଡି କେନ୍ଦ୍ର ପରିସରରେ ଝିଞ୍ଜିରିଗୁଡା, ମୁଣ୍ଡମା,!-->…
ଦୁର୍ଘଟଣାରେ ଜଳିଗଲା ଟିଭିଏସ ଏକ୍ସିଲ…
ହିଞ୍ଜିଳିକାଟୁ, ତା ୨୫/୯(): ସୋମବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନମ୍ବର ଜାତୀୟ ରାଜପଥର ବିଦ୍ୟୁତ୍ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବାଇକ୍ ସହ ଏକ ମୋପେଡର ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ଟିଭିଏସ ଏକ୍ସଏଲ (ଓଡି୦୭ଜି ୫୭୩୩)ରେ!-->!-->!-->…
ଟଙ୍କା ଲୁଟିବାରେ ମାହିର ନିମାପଡା NAC…
ନିମାପଡା -: ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବାଟମଣା କରୁଛନ୍ତି NAC ର କର୍ମ କତା ମାନେ କଁଅଁଳ କଥା କହି ନିମାପଡା ବାସିନ୍ଦା ମାନଙ୍କୁ ଭୁଆଁ ବୁଲାଉଛନ୍ତି ଆଉ ନିଜେ ମାଲା ମାଲ ହଉଛନ୍ତି, ଯାହା କହୁଛନ୍ତି କାମରେ ସମ୍ପୂର୍ଣ ଓଲଟା, ରାଜ୍ୟ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜକୋଷ ରୁ ଦେଉଥିବା ବେଳେ!-->…
ବିଶ୍ୱ ନଦୀ ଦିବସ : ମହାନଦୀ ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ…
ଭୁବନେଶ୍ୱର, ସେପ୍ଟେମ୍ବର 24, ବିଶ୍ୱ ନଦୀ ଦିବସ ଅବସରରେ, ମହାନଦୀ ବଞ୍ଚାଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଜାତୀୟ ଅଭାସି ଆଲୋଚନା ରେ ଭାଗନେଇ ନଦୀ ସୁରକ୍ଷା ଓ ପୁର୍ନଜୀବିତ କାର୍ଯ୍ୟକ୍ରମ ସାଙ୍ଗରେ ସାମିଲ ବ୍ୟକ୍ତି ଓ ସଂଗଠନ ମାନେ ଅନେକ ନଦୀ ମୃତପ୍ରାୟ ହେଉଥିବାରୁ!-->!-->!-->…
ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଭିଭାବକ ବୈଠକ…
ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ କାର୍ଯ୍ୟକ୍ରମର ଉଦେଶ୍ୟ ମୂଳକ ,ଶିଶୁ ମନ୍ଦିରର!-->…
ପାରିବାରିକ ଗଣ୍ଡଗୋଳକୁ ନେଇ ମହିଳାଙ୍କ ମୃତ୍ୟୁ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହ ରୁ ବିଷ ପିଇ ଜଣେ ମହିଳା ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସାନୁ ହରିଜନ ବୟସ ୨୧ , ସ୍ବାମୀ ଥବିର ହରିଜନ।!-->…