Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ – ୨୦୨୩ ଅନୁଷ୍ଠିତ
ଭୁବନେଶ୍ୱର(୨୪/୦୯) : ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସଭାଗୃହଠାରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ "ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ- ୨୦୨୩" ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନଙ୍କ!-->!-->!-->…
ବିପଦ ସଂକୁଳ ଭାବେ ବିଦ୍ୟୁତ ତାର ଝୁଲି ରହିଛି, ସାହାରା ସାଜିଛି ବାଉଁଶ ନଳ…
ଦାରିଙ୍ଗବାଡି, (୨୪/୦୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ବାସୁଦେଵପୁର ଠାରୁ ଋଷିମାଳ ମହାବିଦ୍ୟାଳୟ ଯାଏ ଯାଇଥିବା ଏଗାର କେଭି ବିଦ୍ୟୁତ ତାର ତଳକୁ ଝୁଲି ରହିଛି। ଯାହାରି ଫଳରେ ବାଉଁଶ ନଳ ସାହାଯ୍ୟରେ ଦୁଇ ଜାଗାରେ ଏଗାର କେଭି ବିଦ୍ୟୁତ ତାରକୁ ଟେକି!-->…
ସରକାରଙ୍କ ଗାଁ ଗାଁ କୁ ରାସ୍ତା ଯୋଜନା ଏକ ପ୍ରହସନ…
ନିମାପଡ଼ା ୨୪/୯- ନିମାପଡ଼ା ବ୍ଲକ୍ ବାମାନାଳ ପଞ୍ଚାୟତ୍ ଅଧୀନ ବାରୀମୁଣ୍ଡ ର ପୂର୍ବ ସାହି ଅବହେଳିତ ହୋଇ ପଡ଼ିଛି l ଗ୍ରାମରେ ୨୫ରୁ ୩୦ ପରିବାର ବାସ କରୁଥିବା ବେଳେ ସେଇ ରାସ୍ତା ହିଁ ତାଙ୍କର ସବୁକିଛି , ସେଇ ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଆସିବା କରନ୍ତି ,ଆଉ ବର୍ଷା ହେଲେ ରାସ୍ତା!-->…
ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ସଚେତନତା…
ହିଞ୍ଜିଳିକାଟୁ ୨୪!୯ ଡେଙ୍ଗୁ ରୋଗର ଦମନ ଓ ଏହାର ନିରାକରଣ ବିଷୟରେ ଗୋଷ୍ଠୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଖୁଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ପକ୍ଷରୁ ରବିବାର ହିଞ୍ଜିଳିକାଟୁ ମୁନିସିପାଲିଟି ୧୯,୧୬,୧୨,୧୦ ନଂ ୱାର୍ଡ ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।!-->…
ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ସ୍ୱଚ୍ଛତା ସଚେତନାରେ ଯୋଗ ଦେଲେ ସ୍କୁଲ ଛାତ୍ର ଛାତ୍ରୀ…
ଚିକିଟୀ--ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ଦିନକୁ ଦିନ ତାର ଜନମଙ୍ଗଳ ଅଭିଯାନ ବଜାଇ ରଖିଥିବା ବେଳେ ଆଜି ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ଆରମ୍ଭ କରିବା ପୂର୍ବରୁ ଏକ ସଚେତନା ରାଲି ଛାତ୍ର,ଛାତ୍ରୀ ମାନକୁ ଧରି ଆରମ୍ଭ କରିଥିଲେ। ଏହି ରାଲି ପରିଷଦର!-->…
ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ସ୍ୱଚ୍ଛତା ସଚେତନାରେ ଯୋଗ ଦେଲେ ସ୍କୁଲ ଛାତ୍ରଛାତ୍ରୀ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ଦିନକୁ ଦିନ ତାର ଜନମଙ୍ଗଳ ଅଭିଯାନ ବଜାଇ ରଖିଥିବା ବେଳେ ଆଜି ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ଆରମ୍ଭ କରିବା ପୂର୍ବରୁ ଏକ ସଚେତନା ରାଲି ଛାତ୍ର, ଛାତ୍ରୀ ମାନକୁ ଧରି ଆରମ୍ଭ କରିଥିଲେ। ଏହି ରାଲି ପରିଷଦର!-->…
ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ଆର୍ଥିକ ସାକ୍ଷରତା ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଆଜି ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିରିକ୍ତ!-->!-->!-->…
ନକଲି ବିଦେଶୀ ମଦ ବେପାରୀଙ୍କୁ କାବୁକଲା ଚିକିଟୀ ଅବକାରୀ ବିଭାଗ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଅବକାରୀ ଥାନା ଅଧିନସ୍ତ ଧାନଘର ନିକଟରୁ ନକଲି ବିଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଓଆଇସି ଦଣ୍ଡ ଶବର, ଏଏସଆଇ ଲଷ୍ମୀ ରେଡ୍ଡୀ ଓ ଡ଼ି ଏସ ପି ବିଜୟ କୁମାର ଧlରୁଆଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ର ଢ଼ଙ୍ଗରେ ବେପାରୀଙ୍କୁ କାବୁ କରିଥିଲେ।!-->…
ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର୍ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ଏକ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଦାବୀପତ୍ରରେ ଉଲ୍ଲେଖ ରହିଛି ପାଚିକା ମାନେ ଏହି!-->…
କୋଇକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…
କାଲିମେଳା : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲ୍ଲୀ ପଞ୍ଚାୟତ କୋଇକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଆଜି ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନନ୍ତପାଲ୍ଲୀ ଏସ ଏସ ଡ଼ି!-->…