Browsing Category

ଆଞ୍ଚଳିକ

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ପୌରପାଳିକା ତରଫରୁ ଏକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ କବିତା ମହନ୍ତ ଯୋଗଦାନ କରି ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କାହୁଁ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ

ଭୁବନେଶ୍ୱର ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କନ୍ଧମାଳ ରେଲୱେ କ୍ରିୟାନୁଷ୍ଠାନ କମିଟିର ଦାବୀ ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ୱର ରେଲୱେ ଗେଷ୍ଟ ହାଉସଠାରେ ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗୋପାଲପୁର - ସମ୍ବଲପୁର ଭାୟା ଫୁଲବାଣୀ

ମାଥିଲି ଏବଂ ଖଇରପୁଟଠାରେ ସଂସାଧନ ସଭ୍ୟଙ୍କ ବ୍ଲକସ୍ତରୀୟ ପ୍ରଶିକ୍ଷଣ

ମାଲକାନଗିରି (୧୮/୦୯) : ଆଗାମୀ ଦିନରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ( ଆଇସି ) କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ବ୍ଲକ୍ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ମାଥିଲି ଏବଂ

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦାରିଙ୍ଗବାଡି, ୧୮/୦୯ : କନ୍ଧମାଳ ଜିଲାର ପୋଲିସ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ବେଛା କୃତ ରକ୍ତ ଦାନ ଶିବିର ଆସନ୍ତା ୨୨ ତାରିଖ ଶୁକ୍ରବାର କରିବାର ନିଷ୍ପତି ନେଇଛି। ଏହି ରକ୍ତଦାନ ଶିବିର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟରେ କରାଯିବ। ଏଣୁ ଥାନା

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଜବ ନୀତି : ଉନ୍ନୟନ ନାମରେ କୋଟି କୋଟି ଟଙ୍କାର ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ…

ବ୍ରହ୍ମପୁର ୧୮-୯ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୋଟି କୋଟି ଟଙ୍କାର ଦୁର୍ନୀତି ପାଇଁ ଟେଣ୍ଡେର ଫିକ୍ସିଂଙ୍ଗ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ୧୮ ଗୋଟି ୱାର୍ଡ ରେ ଥିବା କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ପାଇଁ

ବୁଢୀଆଣି ଜାଲ ସଦୃଶ୍ୟ ଉମରକୋଟ ସହରର ଟ୍ରାଫିକ ସମସ୍ୟା…

ଉମରକୋଟ : ସହରର ଉନ୍ନତି ପ୍ରକଳ୍ପେ ସରକାରଙ୍କ ଠାରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଛି ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ନେତା ମନ୍ତ୍ରୀମାନେ କହୁଛନ୍ତି, ସୂଚନା ପ୍ରକାରେ ଉମରକୋଟ ସହରରେ ସାଧାରଣ ଜନତା ଠାରୁ ବୁଦ୍ଧିଯିବି ମାନଙ୍କ ମଧ୍ୟରେ

ଝଲକୁଛି ରାଜନଗର ବିଶ୍ଵକର୍ମା ପୂଜା ମଣ୍ଡପ, ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଵିଧାୟକ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇରେ ନିର୍ମିତ ଵିଶ୍ବକର୍ମା ମେଢ ପରିଦର୍ଶନ କରି ଆଶୀର୍ବାଦ ନେଲେ ଶ୍ରୀଯୁକ୍ତ ବିଧାୟକ ଧୃଵ ସାହୁ.।ଏହି ପରିପ୍ରେକ୍ଷୀରେ ଜନଗହଳିରେ ଵିଧାୟକ ଶ୍ରୀଯୁକ୍ତ ସାହୁ ପଟ୍ଟାମୁଣ୍ଡାଇ ବିଶ୍ଵକର୍ମା ମେଢ ସବୁ ପରିକ୍ରମା କରିବା ପରେ ରାଜନଗର

ଜିଲ୍ଲା କୁମ୍ଭାର ସମାଜର ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଜିଲ୍ଲା କୁମ୍ଭକାର ସମାଜର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲା କୁମ୍ଭକାର୍ ସମାଜ କନ୍ଧମାଳ ତା -୨୨.୦୫.୧୯୬୪ ମସିହା ଠାରୁ ଅଣ ଆନୁଷ୍ଠାନିକ ଭାବରେ କାର୍ଯ୍ୟ କରି ତା -୧୬.୦୪.୧୮୯୩ ମସିହା ରେ ସରକାରୀ ସ୍ଥର ରେ

ରାଇକିଆ ବ୍ଳକରେ ସ୍ୱାତୀ ତରଫରୁ ଉନ୍ନତ କିସମର ମାଛ ଚାଷକୁ ପ୍ରୋତ୍ସାହନ

ଫୁଲବାଣୀ : ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୁଲ୍ୟରେ ରାଇକିଆ ଅନ୍ତର୍ଗତ ରଣବା ଗ୍ରାମ ପଞ୍ଚାୟତର ବଡଗ ଓ କୋନସୁର ଗ୍ରାମ ଠାରେ ଆଦିବାସୀ ମାନଙ୍କ ଜୀବନ ଜୀବିକାର ବିକାଶକୁ ଦୃଷ୍ଟି ରେ ରଖି ସ୍ୱାତୀ ଓ ଆତ୍ମା, କନ୍ଧମାଳ ଦ୍ବାରା ପରିଚାଳିତ ସମନ୍ବିତ କୃଷି ମାଧ୍ୟମରେ ଲଗାତର ଅଭିନବ