Browsing Category

ଆଞ୍ଚଳିକ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡାଘାଟିରେ ଟ୍ରାକ୍ଟର ଓଲଟି ଦୁଇ ଗୁରୁତର

ଦେବଦୂତ ସାଜିଲେ ବିଏସଏଫ ଯବାନ  ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା

ଲକ୍ଷ୍ମୀ ନୃସିଂହ କଳାମନ୍ଦିରରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୫/୯) : ନୃତ୍ୟାନୁଷ୍ଠାନ ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ମଙ୍ଗଳବାର ଗୁରୁପୂଜନ ଉତ୍ସବ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିସରରେ ଆନନ୍ଦ ଓ ଉଲ୍ଲାସ ର ସହିତ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ “ମୁଁ ବି ମିତା” ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ “ମୁଁ ବି ମିତା” ଅଭିଯାନ କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭିଶାଲ ସିଂହ, ଭା.ପ୍ର.ସେ. ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭଦ୍ଘାଟନ କରି ସଭାରେ

ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳନ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥ‌ିବା ସଭାଗୃହଠାରେ ସଂଘର ସଭାପତି ନବକିଶୋର ରଥଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ସଭାରେ ଫୁଲବାଣୀ ବିଇଡି କଲେଜର ଅଧ୍ୟକ୍ଷ ଆଶିଷ ପଟେଲ୍

ଉତ୍କଳ ବିଶ୍ବବିଦ୍ୟାଳୟରେ ଗୁରୁ ଦିବସ ପାଳିତ…

ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା ଅବଶ୍ୟମ୍ଭାବୀଭୁବନେଶ୍ବର: ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ

ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରି ବଜାର ବୁଲିଲେ

ଦାରିଙ୍ଗବାଡ଼ି (୫/୯) : ଆସନ୍ତା କାଲି ଜନ୍ମାଷ୍ଟମୀ ପର୍ବ ପାଳନ କରିବା ନେଇଁ ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବଜାରରେ ଫ୍ଲାଗ ମାର୍ଚ୍ଚ କରି ପୋଲିସ ଫୋର୍ସ ବୁଲି

ଜିଲ୍ଲାସ୍ତରୀୟ ଗୁରୁଦିବସ ୨୦୨୩ ପାଳିତ

ମାଲକାନଗିରି, (୦୫/୦୯) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ୨୦୨୩ ପାଳନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଶାଲ

ସୁନ୍ଦରଗଡ଼ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (୦୪/୦୯) : ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଆଦିର ଶୁଣାଣି

ଗାଜିଆବାଦରେ ଓକିଲଙ୍କୁ ନିର୍ମମ ହତ୍ୟା ଘଟଣାକୁ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା : ଜିଲ୍ଲାପାଳଙ୍କୁ…

ଫୁଲବାଣୀ: ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ଉତ୍ତର ପ୍ରଦେଶର ଗାଜିଆବାଦ୍ ଠାରେ,ନିଜ କାର୍ଯ୍ୟାଳୟରେ ମଧ୍ୟାନ୍ନ ଭୋଜନ କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ ମହାନ୍ତିଙ୍କ

ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ (୪/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଜୈନିକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ମୃତ ଯୁବକ ଜଣକ ହେଲେ ପୋଚିଲିମା ଗ୍ରାମର ଡି ରାଜେଶ (୨୪) । ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ୧୯/୨୩ ରେ ଏକ