Browsing Category

ଆଞ୍ଚଳିକ

ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକକଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଚିକିଟୀ : ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଚିକିଟୀ ପେଣ୍ଠ ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ଠାରେ ପାତ୍ରପୁର ଓ ଚିକିଟୀ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ପରିଚୟ ପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି । ଆଜିର ବ୍ଲକ ସ୍ତରୀୟ ଶିବିରରେ ଶିକ୍ଷା ସହାୟତା ବାବଦକୁ ୯୭ ଜଣ

ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳିତ

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଚିକିଟୀର ବିଶିଷ୍ଟ ଲୋକନାୟକ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ଠାରେ ପତାକା ଉତ୍ତ୍ୱଳନ କରାଯାଇଥିଲା।ଏହି ଅବସରରେ କାର୍ଯ୍ୟାଳୟ ଠାରେ ସଭା ଆୟୋଜନ

କନ୍ଧମାଳ ଜିଲ୍ଲାର ସମସ୍ତ ଉଦ୍ୟାନ କୃଷି ଅଧିକାରୀ ସମୂହ ଛୁଟି ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଫୁଲବାଣୀ : ଓଡ଼ିଶା ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ୨୦୧୨ ମସିହା ରେ କରା ଯାଇଥିଲା। ପରବର୍ତ୍ତୀ ସମୟ ରେ ବର୍ଦ୍ଧିତ କାର୍ଯ୍ୟଭାର କୁ ଦୃଷ୍ଟି ରେ ରଖି ୨୦୧୮ ମସିହା ଶେଷ ସୁଦ୍ଧା ପୁନର୍ବିନ୍ୟାସ କରିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର 5T କାର୍ଯ୍ୟକ୍ରମରେ

ବଜ୍ରପାତରେ ନଅ ଗାଈଗୋରୁ ମୃତ : ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି…

ବେଲଗୁଣ୍ଠା (୩୧/୦୮) : ଆଜି ଅପରାହ୍ଣରେ ବଜ୍ରପାତରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ଶିରୀକୋଈ ଗ୍ରାମର ଜୟ ଗୌଡ଼ଙ୍କ ନଅଟି ଗାଈଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଖବର ମିଳିଛି I ଖବରରୁ ଜଣାପଡିଛି ଆଜି ଜୟ ପ୍ରତିଦିନ ଭଳି ଗାଈ ଚରାଇବା ପାଇଁ ବଞ୍ଜର ଅଞ୍ଚଳକୁ ଯାଇଥିଲେ

ଫିରିଙ୍ଗିଆ ଓ ଗୋଛାପଡ଼ା ରାସ୍ତାରେ ମାଓ ପୋଷ୍ଟର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ମାଓ ଅଧୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀପଡ଼ା, ଦରଘ ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ

ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର : ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତି ର ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ଜନ୍ମଦିନ ଅବସରରେ “ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ଯୁବକ ବର୍ଗ ତଥା ଛାତ୍ର ଛାତ୍ରୀ

ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ପାଳିଲା ସ୍ୱାୟତ୍ତ ଶାସନ ଦିବସ

ହିଞ୍ଜିଳିକାଟୁ (୩୧/୮) ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳନ ମହାଆଡମ୍ବର ସହକାରେ ପାଳନ କରିଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ସହ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟ

ଚଉଦ ଦିନ ହେବ ପିଇଓଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ବେଲଗୁଣ୍ଠା : ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାର ପଞ୍ଚାୟତ ନୀର୍ବାହୀ ଅଧିକାରୀ ମାନେ ନିଜର ଦୁଇ ଦଫା ଦାବି ପୂରଣ ପାଇଁ ସମୂହ ଛୁଟିରେ ଯିବା ସହିତ ନିଜ ନିଜର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚଉଦ ଦିନ ଧରି

ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ୧୫୬ ତମ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ…

ବହୁ ନଗ୍ନ ସତ୍ଯ ଲୁଚାଇ ବ୍ରହ୍ମପୁର ମହାନଗର ପାଳନ କରିଛି ସ୍ୱାୟତ୍ତ ଶାସନ ଦିବସ… ବ୍ରହ୍ମପୁର : ବହୁ ନଗ୍ନ ସତ୍ଯ ଲୁଚାଇ ବ୍ରହ୍ମପୁର ମହାନଗର ପାଳିତ କରୁଛି ସ୍ୱାୟତ୍ତ ଶାସନ ଦିବସ ଓ ପ୍ରତିଷ୍ଠା ଦିବସ -୨୦୨୩ l ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା

କନ୍ଧମାଳ ଜ଼ିଲ୍ଲା ଲେଖକ ସାମୁଖ୍ୟ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ…

ଫୁଲବାଣୀ : ଫୁଲବାଣୀ ଜ଼ିଲ୍ଲା ଲେଖକ ସାମୁଖ୍ୟ ତରଫରୁ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସଵ ରବୀନ୍ଦ୍ର ନାଥ ମିଶ୍ରଙ୍କ ସ୍ୱଭାପତିତ୍ୱରେ ପାଳିତ ହୋଇ ଯାଇଛି ।ଏହି ଉଦ୍ଧେଶ୍ୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ।ଆଲୋଚନାରେ ଅବସର ପ୍ରାପ୍ତ ଅଧ୍ୟାପକ ପୂର୍ନେନ୍ଦୁ