Browsing Category

ଆଞ୍ଚଳିକ

ଗୋରୁ ମକାଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା

ଗୋପାଳପୁର ବିଜେଡି ଦୁଇ ଫାଳ : ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼, ବର୍ତିଲେନି ସାମ୍ବାଦିକ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଖୋଲା ଚ୍ୟାଲେଞ୍ଜ କୁ ଭୟ କରି ଶେଷରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିବାରେ ସଫଳ ହେଲେ ବିରୋଧୀ। ବର୍ତ୍ତମାନ ଶାସକ ଦଳ ଏବେ ଗଞ୍ଜାମ ଜିଲ୍ଲାରେ ଦୁଇ ଭାଗରେ ବିଭକ୍ତ ହୋଇଥିବାର ଉଦାହରଣ ଆଜିର ଅଣ୍ଡା ମାଡ଼ ବୋଲି

ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ବେଳେ ଛାତ୍ରୀଙ୍କ ମୃତ୍ୟୁ…

ଝରୀଗାଁ : ଅନ୍ତିମ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ତାରାଯୋଡ଼ି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସୂଚନା ପ୍ରକାରେ ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ତାରାଯୋଡି ଗ୍ରାମର ଖଗପତି ହରିଜନଙ୍କ ଝିଅ

ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଫିରିଙ୍ଗିଆର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବୈଠକରେ ଉଦ୍‌ବେଗ

ଫୁଲବାଣୀ : ବନାନୀ କଳା ସଙ୍ଗମ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସଭାପତି ଡଃ ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆବାହକ ଅଶୋକ ପରିଡା ସଦସ୍ୟ ମାନଙ୍କୁ ସ୍ୱାଗତ କରି ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା

ଛତ୍ରପୁରକୁ ୫-ଟି ସଚିବଙ୍କ ଗସ୍ତ ନେଇ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ ଓ ଯାଜପୁର ବିଧାୟକ

ଛତ୍ରପୁର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆସନ୍ତା ୨୫ ଠାରୁ ୨୭ ତାରିଖ ତିନିଦିନ ଧରି ଗଂଜାମ ଜିଲ୍ଲା ଗସ୍ତରେ ଆସିବେ । ଏହି ପରିପ୍ରେକ୍ଷୀ ରେ ଆସନ୍ତା ୨୭ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲ୍ଲାର ସଦରମହକୁମା

ସପ୍ତମ ଦିନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆନ୍ଦୋଳନ

ଛତ୍ରପୁର : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ(ଓଡିଶା )ଡାକରାରେ ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ସଂଘର ଆନ୍ଦୋଳନ ଜାରି ରହିଛି l ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସିବାର ଆଜି ସପ୍ତମ ଦିନରେ ପହଁଚିଛି l ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ

ପାଣ୍ଡିୟାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ସାମ୍ୱାଦିକ ସମ୍ମିଳନୀ

ବ୍ରହ୍ମପୁର, ୨୪/୮ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ

ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୂପମା ମଲ୍ଲିକ ବିଜେଡ଼ିରେ ଯୋଗଦେଲେ…

ଫୁଲବାଣୀ : ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ବିଜେଡ଼ିରେ ଯୋଗଦାନ କରିଛନ୍ତି। ବୈଠକରେ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ

ନାଟକ ଏକାଡେମୀ ର ନାଟକ ” ଭିନ୍ନ ଏକ ଦେବଦାସୀ” ମଞ୍ଚସ୍ଥ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାଟକ ଏକାଡେମୀ ତରଫରୁ "ଭିନ୍ନ ଏକ ଦେବଦାସୀ" ନାଟକ ମଞ୍ଚସ୍ଥ ହୋଇଯାଇଛି। ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ଦର୍ଶକ ଆଦୃତି ମିଳିଥିଲା। ନାଟକ ଏକାଡେମୀ ସମ୍ପାଦକ ତଥା

ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଓକେସିଏଲ ପକ୍ଷରୁ ନଲେଜ ସେଣ୍ଟର ଉଦ୍ଘାଟନ

ବାଲିମେଳା(୨୪/୦୮) : ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଓକେସିଏଲ ପକ୍ଷରୁ ନଲେଜ ସେଣ୍ଟର ଉଦ୍ଘାଟନ କରାଯାଇଅଛି । ସୂଚନା ଅନୁଯାୟୀ ଆଜି ବାଲିମେଳା ମହାବିଦ୍ୟାଳୟରେ ଓ କେ ସି ଏଲ ପକ୍ଷରୁ କମ୍ପୁଟର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ନଲେଜ ସେଣ୍ଟର ର ଉଦ୍ଘାଟନ ହୋଇଯାଇଛି । ଏହି