Browsing Category

ଆଞ୍ଚଳିକ

ଏଭର୍ ଗ୍ରୀନ କାରଖାନାରେ ବିଶାଳ ରକ୍ତଦାନ ଶିବିର: ୧୦୨ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: କମିସନରେଟ ପୋଲିସ, ଭାରତୀୟ ରେଡକ୍ରସ୍ ଆଞ୍ଚଳିକ ଶାଖା, ମଧୁକୁଞ୍ଜ ଏବଂ ଇଣ୍ଡିଆନ୍ ସ୍କାଉଟ ଗାଇଡ୍ ଫେଲୋସିପର ମିଳିତ ଆନୁକୂଲ୍ୟରେ 'ଏଭର୍ ଗ୍ରୀନ' କାରଖାନା ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ମାନବିକତା ରକ୍ଷା ଉଦ୍ଦେଶ୍ୟରେ…

ଆସିକା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଗିରିଜା ନନ୍ଦନ ପଟ୍ଟନାୟକ ଦାୟିତ୍ୱ ନେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନ ସହର ରୂପେ ପରିଚିତ ଆସିକା।ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଜଣେ ଦକ୍ଷ ପୋଲିସ ଅଫିସର ଗିରିଜା ନନ୍ଦନ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଆସିକା ଏସ୍ଡ଼ିପିଓ ଭାବେ ସେ ସ୍ୱଳ୍ପ ସମୟ ପାଇଁ ଦାୟିତ୍ୱରେ ଥିଲେ। ଆଜି ନୂତନ…

ବେଆଇନ କ୍ରସର ବିରୁଦ୍ଧରେ ଉପ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର !

ବ୍ରହ୍ମପୁର (୧୩/୦୫/୨୦୨୬) ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଂଚାୟତର ଡ଼ଙ୍କାରୀ ମୌଜାରେ ଥିବା ମା ତାରିଣୀ ପଥର କ୍ରସରର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଜି ସ୍ଥାନୀୟ ୫ଟି ଗ୍ରାମର ଗ୍ରାମବାସୀମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।…

ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଆଗକୁ ଆସିଲା ଉତ୍କଳ ସମ୍ବାଦିକ ସଂଘ

ମାଲକାନଗିରି, ୧୩।୫ : ସମାଜ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସମାଜ ସେବା ମୂଳକ କାର୍ଯ୍ୟ କରିବା ସାମ୍ବାଦିକଙ୍କ ଦାୟିତ୍ୱ। ଏହି ଉକ୍ତି କୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଆଜି ଏହି ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାର ଜଣେ ଗରିବ ଓ ମେଧାବୀ…

ଲ୍ୟାମ୍ପସ ଓ ଆରଏମସି ଗୋଦାମ ଗୃହ ସ୍ଥାନାନ୍ତରକୁ ଚାନ୍ଦିଲି ବାସୀଙ୍କ ତୀବ୍ର ବିରୋଧ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

କୋରାପୁଟ/କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତ କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଆର.ଏମ.ସି (RMC) ଏବଂ ଲ୍ୟାମ୍ପସ (LAMPS) ଗୋଦାମ ଗୃହର ସ୍ଥାନାନ୍ତରକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଚାନ୍ଦିଲି…

ଆସିକା ଏକ ଫାର୍ମ ହାଉସ ରେ ପ୍ରେମ ଜନିତ ଆତ୍ମହତ୍ୟା ନେଇ ଗୁଜବ……!ପ୍ରଶାସନ ମୁହଁ ଖୋଲିବାକୁ ନେଇ ନାରାଜ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜ୍ରକୋଟ ସ୍ଥିତ ଏକ ଫାର୍ମ ହାଉସରେ ଜଣେ ଯୁବକ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ଗୁଜବ ଆସିକା ରେ ଜୋର ଦାର ଚର୍ଚ୍ଚା ହେଉଛି। ଗତ କାଲି ସନ୍ଧ୍ୟାରେ ଜଣେ ଯୁବକ ଉକ୍ତ ଫାର୍ମ ହାଉସ ରେ ଆତ୍ମହତ୍ୟା ଉଦ୍ୟମ କରି ଆସିକା ସରକାରୀ ଚିକିତ୍ସାଳୟ କୁ…

ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି | ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ…

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆଜି ଦୁଇ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ ଘଟଣା ସମଗ୍ର ଶିକ୍ଷା ମହଲକୁ ଶୋକାକୁଳ କରିଦେଇଛି। ଆଜି ସକାଳେ ରଣପୁର ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ଦେହାନ୍ତ ଘଟିଥିଲା। ତାଙ୍କୁ ରଣପୁର…

୮ ମାସ ପରେ ଜନଶୁଣାଣି ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ସଂଶୋଧନ : ମାଲକାନଗିରିରୁ ଉଠିଥିବା ଅଭିଯୋଗର ଫଳ ମିଳିଲା

ମାଲକାନଗିରି : ଓଡ଼ିଶା ସରକାରଙ୍କ ଜନଶୁଣାଣି ଅଭିଯୋଗ ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ନାମ ଉଲ୍ଲେଖ ନଥିବା ସମସ୍ୟା ନେଇ ଦାଖଲ ହୋଇଥିବା ଅଭିଯୋଗର ପ୍ରାୟ ୮ ମାସ ପରେ ସମାଧାନ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ରାମ କୃଷ୍ଣ ଚୌଧୁରୀଙ୍କ…

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

ବାଲିଗୁଡା, ତା ୧୨/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ…