Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷ ବର୍ଗ!-->!-->!-->…
କୃଷି ବିଜ୍ଞାନ କେନ୍ଦ୍ର ମାଲକାନଗିରି ଦ୍ୱାରା ଉଦ୍ୟାନ କୃଷି ଓ ମୃତ୍ତିକା ପରିଚାଳନା ତାଲିମ ଶିବିର
ମାଲକାନଗିରି,୧୨।୯ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷକ ଓ କୃଷିଜୀବି ମହିଳାମାନଙ୍କ ପାଇଁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମଭି ୯ ଗ୍ରାମରେ ଏକ ତାଲିମ କାର୍ଯ୍ୟକ୍ରମ ଓ ରୋଗ ପୋକ ପରିଚାଳନା ପାଇଁ ରାଶି ଫସଲରେ ଔଷଧ ପ୍ରୟୋଗ ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସଚେତନତା କର୍ମଶାଳା
“ଉଚିତ୍ ସମୟରେ ସଠିକ୍ ପରିଚାଳନା କରିପାରିଲେ ବିପର୍ଯ୍ୟୟର ମୁକାବିଲା ସମ୍ଭବ”
ଛତ୍ରପୁର (୧୨.୦୯) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସଡମା) ତରଫରୁ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ!-->!-->!-->…
ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଉମରକୋଟ(୧୨/୦୯) : ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସାରା ଚାଲିଛି ପୋଷଣ କାର୍ଯ୍ୟକ୍ରମ | ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗର୍ଭବତୀ ମା, ପ୍ରସୂତି ମା, କୁମାରୀ, ବାଳକବାଳିକା ମାନଙ୍କୁ ନେଇ ପୁଷ୍ଟି କର ଖାଦ୍ୟ ବିଷୟରେ ସଚେତନ କରିବା କାର୍ଯ୍ୟକ୍ରମ ହେଉଛି | ଜଣାଯାଇଛି!-->…
ଦେଶର ସର୍ବନାଶ ଘଟାଇଥିବା ମୋଦି ସରକାରକୁ ପରାସ୍ତ କରି ଗଣତନ୍ତ୍ର ଓ ସଂବିଧାନକୁ ରକ୍ଷା କରିବାକୁ ଆହ୍ବାନ…
ବ୍ରହ୍ମପୁର, (୧୨/୯) : ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ପ୍ରକାଶମ୍ ହଲ୍ ସମ୍ମୁଖରେ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ!-->…
ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 26818କୁ ବୃଦ୍ଧି…
ରାଜନଗର: ,12.09.023:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧,୨୩, ୮୬୭କୁ ବୃଦ୍ଧି ପାଇଛି। ଗତ ବର୍ଷଠାରୁ!-->…
ବର୍ଷାରେ ଧୋଇଗଲା ଦାରିଙ୍ଗ ବାଡ଼ି ତହସିଲ ଅଫିସ ନିକଟ ମୁଖ୍ୟ ରାସ୍ତା…
5T ବ୍ୟବସ୍ଥା ରେ 5T ରାସ୍ତା କାମ...!
୩ ଦଫା ଦାବୀ ନେଇ ଧାରଣାରେ ବସିଲେ ଶିକ୍ଷକ ସଂଘ…
ନିମାପଡା : ପ୍ରାଥମିକ ଶିକ୍ଷକ ୟୁନିଅନ ନିମାପଡ଼ା ବ୍ଲକ ଶାଖା ତରଫରୁ ୩ ଦଫା ଦାବୀ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣାରେ ବସି ରହିବେ ଏବଂ ସରକାର ଦାବୀ ଗୁଡିକୁ ମାନିବାକୁ ବାଧ୍ୟ ହେବେ ବୋଲି!-->!-->!-->…
ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ…
ଫୁଲବାଣୀ - ସୋମବାର ସନ୍ଧ୍ୟାରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ!-->…
ଜୀବିତ ଲୋକକୁ ମୃତ ଘୋଷଣା କରି ଖାଉଟି କାର୍ଡରୁ କାଟିଲେ ନାମ…
ଭୁତ ନାଁରେ ଅନେକ କାର୍ଡ ସରକାରୀ ଟଙ୍କା ହଡପ ର ବାଟ...!
ଫୁଲବାଣୀ :- ଅଜବ ସରକାରୀ କାର୍ଯ୍ୟ ଜୀବିତ ଥାଇ ମୃତ ଦର୍ଶାଉଛି ସରକାରୀ ରେକର୍ଡ। ଶରୀର ଜୀବିତ ମାତ୍ର କାଗଜ କଲମରେ ମୃତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ୧୯ ନମ୍ୱର ୱାର୍ଡ!-->!-->!-->…