Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଟିପିଏସ୍ଓଡିଏଲ୍ ର ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ଫୁଲବାଣୀରେ ଉଦ୍ଘାଟିତ
ବ୍ରହ୍ମପୁର: ପରିଚାଳନା ଉତ୍କର୍ଷ ପ୍ରତି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଫୁଲବାଣୀରେ ଏକ ସ୍କାଡାଭିତ୍ତିକ ଏରିଆ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସେଂଟର (ଏପିଏସସିସି) ବା ଅଂଚଳ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ!-->…
ଫୁଲ କୁଣ୍ଡରେ ଫୁଟିଲା ବ୍ରହ୍ମକମଳ, ଜଗନ୍ନାଥଙ୍କୁ ସମର୍ପଣ କଲେ ନରସିଂହ
ହିଞ୍ଜିଳିକାଟୁ (୩।୮) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣାସାହି ଵାସିନ୍ଦା ନରସିଂହ ସାବତଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ। ଏହି ଖବର ଶୁଣିବା ପରେ ନରସିଂହ ଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l ମହାପ୍ରଭୁ ଜଗନାଥଙ୍କୁ ଅର୍ପଣ କରିବେ ବୋଲି ମନରେ ଆଶା ନେଇ ବ୍ରହ୍ମକମଳ ଗଛ ଲଗାଇଥିଲେ!-->…
ମହିଳାଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ (୩/୮) : ଗୁରୁବାର ଭୋରରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ବେବର୍ତ୍ତା ପୋଖରୀ ନିକଟରୁ ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ଥାନାସାହିର ବନବାସୀ ସାହୁ (୪୬) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୩ରେ ଏକ!-->…
ସାପ କାମୁଡ଼ାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର
ଫୁଲବାଣୀ : ସାପ କାମୁଡ଼ାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଚକାପଦ ବ୍ଲକର ଲାଇନ ପଡ଼ା ଗ୍ରାମରେ ଗତ ବିଲମ୍ବିତ ରାତିରେ ସ୍ଵାମୀ ବିମଳ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଗୋଟିଏ ସାପ ଆସି!-->…
ପଲିଥିନ ବନ୍ଦ କରିବାସହ ପ୍ରାଣୀ ଚିକିତ୍ସାଳୟରେ ଚରମ ଅବହେଳା ବିରୁଦ୍ଧରେ ବିକ୍ଷୋଭ
ବ୍ରହ୍ମପୁର ( 3/8) : ନିରୀହ ପଶୁ ପକ୍ଷୀଙ୍କ ଚିକିତ୍ସାରେ ଗୁରୁତର ଅବହେଳା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି l ସୂଚନା ଯୋଗ୍ୟ ଯେ, ସହରରେ ବିଭିନ୍ନ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡିରହୁଥିବା ଗାଈ,!-->…
ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ : ଶ୍ରମଜୀବୀ ପିଲାଙ୍କ ନିମନ୍ତେ ସ୍ବତନ୍ତ୍ର କେନ୍ଦ୍ରର ବ୍ୟବସ୍ଥା…
ଛତ୍ରପୁର (୦୨/୦୮) ଓଡିଶାରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପ୍ରଦର୍ଶନ କରି ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ କିଭଳି ଚାଲିଛି!-->…
ମାଥିଲି ସାଲିମି ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର
ମାଲକାନଗିରି(୦୨/୦୮) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧିନରେ ଜିଲ୍ଲା ପ୍ରଶାସନ ଏବଂ ବିଏସଏଫ ମାଲକାନଗିରିଙ୍କ ମିଳିତ ଆନୁକୂଲ୍ୟରେ ମାଥିଲି ବ୍ଲକର ସାଲିମି ଗ୍ରାମ ପଞ୍ଚାୟତ ଠାରେ ଯୁବକଯୁବତୀଙ୍କ ମଧ୍ୟରେ ନିଯୁକ୍ତି ଏବଂ ଦକ୍ଷତା ପ୍ରଶିକ୍ଷଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ!-->…
ଲଗାଣ ବର୍ଷା ଯୋଗୁ ନାହିଁ ନଥିବା ଦୁର୍ଦ୍ଦଶାରେ ଅଛନ୍ତି କୁଆଁରମୁଣ୍ଡା ବ୍ଳକ ଅଂଚଳ ବାସିନ୍ଦା
କୁଆଁରମୁଣ୍ଡା : ଗତକାଲି ଠାରୁ ଲଗାଣବର୍ଷା ଯୋଗୁଁ କୁଆଁରମୁଣ୍ଡା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ବାସିନ୍ଦାଙ୍କ ଦୁର୍ଦ୍ଦଶା କହିଲେ ନସରେ ।କେଉଁଠି ରାସ୍ତା ଧୋଇ ଯାଇଛି ତ ଆଉ କେଉଁଠି ଅସ୍ଥାୟୀ କଲଭର୍ଟ ଧୋଇ ଯାଇ ଗଭୀର ଘାଇ ସୃଷ୍ଟି ହୋଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି ।
!-->!-->!-->…
ଯୁବକଙ୍କ ନିଆରା ପ୍ରୟାସ : ଗ୍ରାମରେ କିଡନୀ ରୋଗୀ ହ୍ରାସ ପାଇଁ ନଳକୂପରେ ଲଗାଇଲେ ଫିଲଟର…
ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -79 ଅଞ୍ଚଳରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ତଥା ଗରିବ ଜନ ସାଧାରଣଙ୍କର ମୁଣ୍ଡ ବ୍ୟଥାର କାରଣ ସାଜିଛି l କିଡ଼ନୀ ରୋଗର ସମସ୍ୟା ପ୍ରାୟ ଉଣା ଅଧିକ ଜିଲ୍ଲାର ସବୁ ଅଞ୍ଚଳରେ ଦେଖା ଦେଉଅଛି । ବିଶେଷ କରି!-->…
ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଦୁଇ ଦୁନିଆ ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭୁବନେଶ୍ୱରରୁ ଆସିଥିବା ଜ୍ଞାନ ସାଧନ ବ୍ୟକ୍ତି ଶାନ୍ତନୁ କୁମାର ମହାନ୍ତି!-->…