Browsing Category

ଆଞ୍ଚଳିକ

ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ଏବଂ ବନ ବିଭାଗ ଦ୍ବାରା ସାପ କାମୁଡ଼ା ଏବଂ ପ୍ରତିକାର ପାଇଁ ସଚେତନତା…

ଫୁଲବାଣୀ :କିଛି ଦିନ ‌ହେବ ସାରା ରାଜ୍ୟରେ ବର୍ଷା ଝଡ଼ି ଲାଗି ରହିଛି ‌। ବର୍ଷାର ବିତ୍ପାତ ପାଇଁ ସାପ ଗୋଧି ଭଳି ସରୀସୃପ ଉପାୟ ନ ପାଇ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। କିଛି ଦିନ ପୂର୍ବରୁ ଖବରକାଗଜ ରେ ସାପ କାମୁଡାରେ ବହୁ ଲୋକ ମୃତ୍ୟୁବରଣ କରିଥିବା ଖବର ପ୍ରକାଶିତ ହେଇଛି।

ସ୍ଵାଭିମାନ ଅଞ୍ଚଳର ବଡପଦର ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର

ମାଲକାନଗିରି (୦୧/୦୮) : ରାଜ୍ୟର ଯୁବଗୋଷ୍ଠୀଙ୍କୁ ସଶକ୍ତ ଏବଂ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ସେହି ପରୀପ୍ରେକ୍ଷୀରେ ଆଜି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ମାଲକାନଗିରି ବିଏସଏଫ ଶାଖାର ମିଳିତ ଆନୁକୁଲ୍ୟରେ

ଉଦଘାଟିତ ହେଲା ଟିକିରି ଉଚ୍ଚବିଦ୍ୟାଳୟରୁ ରୂପାନ୍ତରିତ ହୋଇଥିବା +୨ ମହାବିଦ୍ୟାଳୟ

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରୂପାନ୍ତରିଣ ହେଇ ଯୁକ୍ତ ଦୁଇ କଳା ବିଭାଗ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ

କୁକୁଡା ଖାଇବାକୁ ଆସିଥିବା ବିଶାଳ ଅଜଗର ଉଦ୍ଧାର

ମାଲକାନଗିରି,(୧।୮) : ମାଲକାନଗିରି ଜିଲ୍ଲା ଏମ୍ଭି ୨ ଗ୍ରାମରୁ ଆଜି ଏକ ବିଶାଳ କାୟ ଅଜଗର କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମ୍ଭି ୨ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ବିଶାଳ କାୟ ଅଜଗର ଖାଦ୍ୟ

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ

ଲଙ୍ଗଳଦେଇରୁ ୬୦୦ କିଲୋ ଗଞ୍ଜେଇ ଜବତ , ପିକଅପ ସହ ଜଣକୁ ଗିରଫ କଲା ଗୁଇନ୍ଦା ପୋଲିସ ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ମିଳିଛି ବଡ଼ ସଫଳତା । ମଙ୍ଗଳବାର ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ଏକ

ନିଘୋଡ଼ ନିଦରେ ଯୋଗାଣ ବିଭାଗବ୍ରହ୍ମପୁର (୧/୮) : ଦରବୃଦ୍ଧି ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିୟନ୍ତ୍ରଣ ବାହାରେ। ସାରା ଦେଶରେ ଟମାଟୋ ଦରବୃଦ୍ଧି ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାର ସୁଯୋଗ ନେଇ ବିଭିନ୍ନ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଗତ କିଛିଦିନ ହେଲା ଚାଉଳ ଦର କୁଇଣ୍ଟାଲ

କୁଆଁରମୁଣ୍ଡା ତହସିଲ କାର୍ଯ୍ଯାଳୟ ତରଫରୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ…

କୁଆଁରମୁଣ୍ଡା- କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କାରିଛପଲ ପଞ୍ଚାୟତ(ଗ୍ରାମ)ରେ କୁଆଁରମୁଣ୍ଡା ତହସିଲଦାର ଶ୍ରୀ ରାଜେଶ କୁମାର ସାହୁଙ୍କ ଉପସ୍ଥିତ ରେ ଯୋଗ୍ଯ ବିବେଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସର୍ବ ମୋଟ 85 ଗୋଟି ଜମି ପଟ୍ଟା ହିତାଧିକାରୀଙ୍କୁ

ନିର୍ମାଣଧିନ ଘରର କାନ୍ଥ ପଡ଼ି ବାପ ମୃତ ପୁଅ ଗୁରୁତର…

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ତେଲେଙ୍ଗାପଦର ପଞ୍ଚାୟତ ର ଆଙ୍କୁଲପଦର ଗ୍ରାମର ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ର କାମ କରୁଥିବା ସମୟରେ ପାଖ ଘର କାନ୍ଥ ପଡ଼ି ବାପ ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା

କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘର ମିଳିତ ଅଧିବେଶନ

ବାଲିଗୁଡା,: ଜୁଲାଇ ୨୬ ତାରିଖ ଦିନ ଭୁବନେଶ୍ୱର ଠାରେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ଅନୁଷ୍ଠିତ ବୈଠକ ରେ ନିଷ୍ପତି କୁ କାର୍ଯ୍ୟକାରୀ କରିବା ସହ ସମର୍ଥନ ଜଣାଇବା ପାଇଁ ଟିକାବାଲି ସଙ୍ଘ ର ସହଯୋଗ ରେ କଳିଙ୍ଗା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘ

ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲା ବିଜେପି..

ମାଲକାନଗିରି କୁଡୁମୁଲୁଗୁମ୍ମା ତା - ୩୧/୦୭/୨୩ ରିଖ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଲେ ଖଇରପୁଟ ମଣ୍ଡଳ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା। ଖଇରପୁଟ ବ୍ଲକ ଠାରେ ଆଜି ବୁଥ ସାଂସଦ କୁ ନେଇ ଖଇରପୁଟ ବ୍ଲକ କାର୍ଯ୍ୟଳୟରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା କିନ୍ତୁ ଡାକିବା ପରେ