Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପିଡ଼ିଏସ ସାମଗ୍ରୀ ବିତରଣରେ ଅନିୟମିତତା ନେଇ ବ୍ଲକ ଅଫିସ ଘେରାଓ କଲେ ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବିଲାମାଲ ପଞ୍ଚାୟତରେ ୫ କେଜି ଚାଉଳ ବଦଳରେ ୩୫ କେଜି ଚାଉଳ, ଡୁପ୍ଲିକେଟ ଭତା କାର୍ଡ ବଦଳରେ ଅରିଜିନାଲ ଭତା କାର୍ଡ ପ୍ରଦାନ,ଦାବି ନେଇ ଆଜି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଓ କଲେ ବିଲାମାଲ ପଞ୍ଚାୟତ ବାସୀ । ଗରିବ ଖଟିଖିଆ ଙ୍କ ପେଟରେ!-->…
୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ…
ମାଲକାନଗିରି : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଡିଏନକେ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ!-->!-->!-->!-->!-->…
ମହାତ୍ମା ଗାନ୍ଧୀ ମାର୍ଗରେ କନ୍ଧମାଳରୁ ୨୦୦୦ ହଜାରରୁ ଉର୍ଦ୍ଧ୍ଵ ଆଉଟ ସୋର୍ସିଙ୍ଗ କର୍ମଚାରୀ
ଫୁଲବାଣୀ :ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ଡାକରା ରେ ଆଜି କନ୍ଧମାଳ ଜିଲ୍ଲାର 2000 ରୁ ଉର୍ଦ୍ଧ୍ବ କର୍ମଚାରୀ ଭୁବନେଶ୍ୱର ର ମହାତ୍ମା ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ଯେତେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ କରିଛନ୍ତି କାର୍ଯ୍ୟ!-->…
୯ କିଲୋମିଟର ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କଲେ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…
ଉମରକୋଟ (୩୧/୦୭/୨୦୨୩) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବର୍ଷା ହେବା ପରେ ପରେ ବିଭିନ୍ନ ଦୁର୍ଗମ ଗ୍ରାମ ଗୁଡିକରେ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଦୁର୍ଗମ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ!-->…
ଭୁସୁଡିଲା ନିର୍ମାଣଧିନ କଲଭର୍ଟ ୪ଶିଶୁ ସମେତ ୫ଜଣଙ୍କର ମୃତ୍ଯୁ…
ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡିବା ଫୋଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘୋଟିଛି।ଲଗାଣବର୍ଷା ହେଉଥିବାରୁ ବ୍ରିଜତଳେ ଏହି!-->…
ବ୍ରାହ୍ମଣ ପୁରୋହିତ ସମାଜର ସାଧାରଣ ବୈଠକ
ହିଞ୍ଜିଳିକାଟୁ (୩୦ା୭) : ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ଏକ ସାଧାରଣ ବୈଠକ ରବିବାର ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଗ୍ରାମ ପଞ୍ଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜ ସଭାପତି ଉମାବଲ୍ଲଭ ଦାଶଙ୍କ ତତ୍ତ୍ୱବଧାନରେ ଆୟୋଜିତ ବୈଠକରେ ପୁରୋହିତଙ୍କ ଉନ୍ନତି!-->…
ନିଆଁରେ ପୋଡି ହୋଇ
ସୁଦର୍ଶନ କଂହରଙ୍କ ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ କହଁର ନିଆଁରେ ପୋଡି ହୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ଅନୁଯାୟୀ, କଟ୍ରିଙ୍ଗିଆପଞ୍ଚାୟତର ଡାଗରସୁଗା ଗ୍ରାମର ସୁଦର୍ଶନ!-->!-->!-->…
ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ ଏମକେସିଜି କୁ ଶରୀର ଦାନ କଲେ ପରିବାର…
ପୂର୍ବରୁ ପତ୍ନୀଙ୍କର ବି କରାଯାଇଥିଲା ଶରୀରଦାନ
ବ୍ରହ୍ମପୁର-(30/07) ସ୍ଥାନୀୟ ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜୟଦୁର୍ଗା ନଗର ବ୍ରହ୍ମପୁରର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ସାହୁଙ୍କ ମରଶରୀରକୁ ତାଙ୍କ ଇଛା ପ୍ରକାରେ ଡାକ୍ତରୀ!-->!-->!-->!-->!-->…
କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଙ୍ଗର କ୍ଲବଘର ନିମନ୍ତେ ଆଲୋଚନା…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଂଘ ଓ ହ୍ୟୁମାନ ରାଇଟ୍ସ ମିଶନ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ତ୍ରିଦେବ ନଗର କଲ୍ୟାଣ ମଣ୍ଡପରେ ଜିଲ୍ଲା ମହାସଙ୍ଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ!-->!-->!-->…
ନିଃସର୍ତ୍ତ ରେ ଖବର ପ୍ରକାଶ ପରେ ଏକ ମାସ ପରେ ଆସିକା ବିଧାୟିକା ଙ୍କ ପାଦ ପଡିଲା ଡାକ୍ତର ଖାନାରେ…
ବ୍ରହ୍ମପୁର: ୩୦-୭ ନିର୍ବାଚିତ ପ୍ରତିନିଧି ଙ୍କ ଅଣ ଦେଖା ଯୋଗୁଁ ଆସ୍କା ସରକାରୀ ଚିକିତ୍ସାଳୟ ଭଗବାନ ଭରସା ବୋଲି ଗତ ଜୁନମାସ ୩୦ ତାରଖ ରେ ନିଷର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ର ଏକ ମାସ ପରେ ଆଜି ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ ଅଚାନକ ସରକାରୀ ଚିକିତ୍ସାଳୟ ରେ!-->!-->!-->…