Browsing Category

ଆଞ୍ଚଳିକ

ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା…

ମାଲକାନଗିରି : ଲୋକଙ୍କ ସୁବିଧା ବଦଳ ରେ ଯନ୍ତ୍ରଣା ଦେଉଛି ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ଏହି ଭଳି ଏକ ଘଟଣା ଦେଖିବାକୁ ମିକିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚୟାତ ଠାରୁ ସୁଦ୍ଧାକୋଣ୍ଡା ଦେଇ ଯାଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା l ରାଜ୍ୟ ସରକାର ଜନସାଧାରଣଙ୍କ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଦ୍ଧିଜୀବୀ ସମ୍ମିଳନୀ

ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ବୁଦ୍ଧିଜୀବି ସମ୍ମିଳନୀ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ

କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ଶିଶୁ ପୁତ୍ରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

ଛତ୍ରପୁର : ଗତ ଶୁକ୍ରବାର ଦିନ ଛତ୍ରପୁର ତହସିଲ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା, ଗ୍ରାମ ର କେନାଳ ରେ ବୁଡି ବଡ଼ ସାହିର ମନୋଜ ପ୍ରଧାନ ଙ୍କ ଶିଶୁ ପୁତ୍ର ଚନ୍ଦନ ପ୍ରଧାନ ଙ୍କ ( ୪ ) ମୃତ୍ୟୁ ଘଟିଥିଲା l ଚନ୍ଦନ ତାଙ୍କ ର କିଛି ସାଙ୍ଗ ଙ୍କ ସହ ମିଶିକି

ଆଗଳା ପାହାଡ଼ରୁ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ନିକଟ ଆଗଳା ପାହାଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ l ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନାକୁ ଖବର ଦେଲା ପରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍

ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା

ଫୁଲବାଣୀ : ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା, ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରୁହନ୍ତି ଦିବ୍ୟାଙ୍ଗ ରଞ୍ଜିତ ବେହେରା l ସରକାରଙ୍କ ବିଜୁ ଆବାସ ଯୋଜନା, ଇନ୍ଦିରାଆବାସ, ପ୍ରଧାନ

ସରପଞ୍ଚଙ୍କ ପ୍ରଚେଷ୍ଟାରୁ ୪ ଗ୍ରାମବାସୀ ଗାଁ ପାଖରେ ପିଡ଼ିଏସ ଚାଉଳ ପାଇଲେ

ଦାରିଙ୍ଗବାଡ଼ି (୨୪/୦୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପସ ମାଧ୍ୟମରେ ପିଡ଼ିଏସ ସାମଗ୍ରୀ ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ଗଦାପୁର, ତାଜୁଙ୍ଗି, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା ଓ ବ୍ରାହ୍ମଣୀଗାଁ ପଂଚାୟତ

ଫୁଲବାଣୀ ସଦରଥାନା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ସଦର ଥାନା ଆଇଆଇସି ସମୀର କୁମାର ରାଉତଙ୍କୁ ଗଞ୍ଜାମ ଜିଲ୍ଲା ବଦଳି ହୋଇଥିବାରୁ ଆଜି ସଦର ଥାନାର ସମସ୍ତ କର୍ମଚାରୀଙ୍କ ଆଲୋଚନା ପ୍ରକାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟିକୁ ସଦର ଥାନା ଏସ୍, ଆଇ,

ଫୁଲବାଣୀ ହାଟପଦା ଠାରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୁଲବାଣୀ : ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମ ଏସର ପ୍ରତିଷ୍ଠା ହୋଇଥିଲା। ଲୋକମାନ୍ୟ

ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ, ଗମନାଗମନ ସମୟରେ ବିପଦ ଆଶଙ୍କା…

ଦାରିଙ୍ଗବାଡି,୨୩/୭ : ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ ହୋଇ ବିପଦ ସୃଷ୍ଟି ହୋଇଛି । ଫଳରେ ଗମନାଗମନ ବିପଦ ଆଶଙ୍କାରେ ତଗାପାଙ୍ଗା, ସାଂଗୁଡ଼ିମାହା, କିଲାବାଡ଼ି, ଡଙ୍ଗାମାଲା, ସିଙ୍ଗରପାଦେର, ଜୀଡିଂମାଲା ଓ ମେଡ଼ିଆଗୁଟା ବାସୀ । ଗ୍ରୀନବାଡ଼ି ଗ୍ରାମ

ସରୋଜିନି ଦ୍ୟାନ ସାମନ୍ତରାଙ୍କ ଦ୍ୱାଦଶରେ ସ୍ମୃତି ଚାରଣ ସଭା

ପାତ୍ରପୁର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ପତ୍ନୀ ସରୋଜିନି ଦ୍ୟାନ ସାମନ୍ତରାଙ୍କ ଗତ ୧୨ ତାରିଖରେ ପରଲୋକ ଘଟିଥିବା ବେଳେ ରବିବାର ଦ୍ୱାଦଶ ଦିବସ ଅବସରରେ ପାତ୍ରପୁର ବ୍ଲକ୍ ବମକୋଇ ସ୍ଥିତ ନିଜ ବାସଭବନ ଠାରେ ଏକ ସ୍ମୃତି ଚାରଣା ସଭା ଅନୁଷ୍ଠିତ