Browsing Category

ଆଞ୍ଚଳିକ

ଗ୍ରାମପଞ୍ଚାୟତର ନିଜସ୍ବ ସମ୍ବଳ ବୃଦ୍ଧି ସମ୍ପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,(୨୦/୮) : ଦାରିଙ୍ଗବାଡ଼ି ବ୍ଳକ ସଭାଗୃହରେ ଗ୍ରାମ ପଞ୍ଚାୟତରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ପରିଷଦ, କନ୍ଧମାଳ,ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୋଜନରେ ଅନୁଷ୍ଠିତ ହୋଇଛି ।

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରାଶି ୨ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କର ବହୁ ଦିନର ଦାବିକୁ ସହାନୁଭୁତିର ସହ ବିଚାର କରି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ସାମ୍ବାଦିକ ଓ ତାଙ୍କ ପରିବାର ଚିକିତ୍ସା ନିମନ୍ତେ ବୃଦ୍ଧି କରିଥିବାରୁ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି

ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ,ବିଳମ୍ବିତ ରାତ୍ରିରେ ବାଇକ ପୋଡ଼ିଦେଲେ

କୁଆଁରମୁଣ୍ଡା: ଗତକାଲି ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଶିଶୁମନ୍ଦିର ନିକଟସ୍ଥ ଏକ କଂପାନୀର ଗେଷ୍ଟ ହାଉସରେ ରହୁଥିବା କର୍ମଚାରୀଙ୍କ ଦୁଇଟି ବାଇକ ଜାଳିଦେଇଛଂତି । ବାଇକ ଦୁଇଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । କିଏ ପୋଡିଛି କାହିଁକି ପୋଡିଛି ପୋଲିସ ଏହାର ଟେର୍ ପାଉନି ପ୍ରକାଶ

ମୋଟର ଦୁର୍ଘଟଣା ମାମଲାର ଅନୁସନ୍ଧାନ ଉପରେଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ

ବ୍ରହ୍ମପୁର : ମୋଟର ଦୁର୍ଘଟଣା ମାମଲାର ଅନୁସନ୍ଧାନ ଉପରେଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଆଇଜି ସାଉଥ୍ ରେଞ୍ଜ, ସତ୍ୟବ୍ରତ ଭୋଇ ଯୋଗଦେଇ ସମସ୍ତ ଦୁର୍ଘଟଣା ତଥ୍ୟର ସଠିକ୍ ଅନୁସନ୍ଧାନ

‘ମୁକ୍ତା’ ର କାର୍ଯ୍ୟକାରିତା ନେଇ ତାଲିମ ନେଲେ ଏସ‌ଏଚ୍‌ଜି ମହିଳା

ସୁନ୍ଦରଗଡ : ତୃଣମୂଳସ୍ତରରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)ର ସଫଳ କାର୍ଯ୍ୟକାରିତା ନିମନ୍ତେ ପୌରସଂସ୍ଥା ସହାୟତାରେ ଟେକ୍ନିକାଲ ସପୋର୍ଟ ୟୁନିଟ (ଟିଏସ୍‌ୟୁ) ମାଧ୍ୟମରେ ମିଶନ ଶକ୍ତି ଗୋଷ୍ଠୀ ସମୂହ ଓ ମୁକ୍ତା ସହିତ ଜଡ଼ିତ ପୌରସଂସ୍ଥାର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ

ଭୋଳାସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଭୋଳାସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁବାର ଦିନ ୪୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ୨ ହଳ ଲେଖା ପୋଷାକ ବଣ୍ଟନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ

କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳକୁ ବ୍ଲକ ପ୍ରଶାସନ ସିଲ କଲା

ଦାରିଙ୍ଗବାଡ଼ି, (୨୦/୦୭) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାପ ପଞ୍ଚାୟର କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳକୁ ବ୍ଲକ ପ୍ରଶାସନ ଗତକାଲି ସିଲ କରିଥିବା ବିଡିଓ ଗଦାଧର ପାତ୍ର ସୂଚନା ପ୍ରଦାନ କରି ଛନ୍ତି। କୁମ୍ଭାରୀପଦର ଗାଁ ପାଖ ପାହାଡରେ ଗତ ବର୍ଷ ଭୁସ୍ଖଳନ ହୋଇ

ଠିକାଦାର ଓ ବିଭାଗୀୟ ଅଫିସର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ ମାରିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା…

ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ ନିରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ କତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ...

ଭୁସ୍କଳନ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନାକାମାମୁଡ଼ି ପଂଚାୟତର ୧୯ରୁ ଉର୍ଦ୍ଧ ଗାଁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲ୍ଲା ର ଅଧିକାଂଶ ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଆଜି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁଡ଼ି ଗ୍ରାମପଞ୍ଚାୟତର ବାୟାପଡା ଘାଟି ରେ ଭୁସ୍କଳନ

ଫଲଗୁ ସାହିତ୍ୟ ସଂସଦ ର ଶ୍ରାବଣ ଆସର ଓଫଲଗୁ ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ

ବ୍ରହ୍ମପୁର -- ୧୯/୦୭/୨୦୨୩ ଓଡ଼ିଶାର ଅନ୍ୟତମ ସର୍ବ ପୁରାତନ ସାରସ୍ବତ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦ ର ଶ୍ରାବଣ ମାସ ସାହିତ୍ୟ ଆସର ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ