Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କ୍ୟାରିଅର କାଉନସେଲିଂ ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ କ୍ୟାରିୟର କାଉ ନସେଲିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ଶିଳ୍ପ କେନ୍ଦ୍ର ଫୁଲବାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,!-->!-->!-->…
କାଳିଆପଡା ଘାଟିରେ ଓଲଟିଲା ଟିପ୍ପର ଡ୍ରାଇଭର ନିଖଜ…
କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା କାଳିଆପଡା ଘାଟିରେ ଆଜି ରାତି ୧୧ ଘଣ୍ଟିକା ସମୟରେ ଓଲଟିଲା ଫ୍ଲାୟାସ ବୋଝେଇ ଟିକ୍ପର ।ଦୃଘଟଣା ସମୟରେ ଗାଡି ଭିତରେ ୩ଜଣ ଥିଲେ।ସେଥିମଧ୍ୟରୁ ୨ଜଣ କୁ ଖବର ପାଇ ଟିକିରି ୧୦୮ କର୍ମର୍ଚାରି ବିନଦ ନାଏକ ଓ ଅନ୍ୟ ୨ଜଣ କର୍ମଚାରୀ ମିଶି!-->…
ପୋଲସରାରେ ଗୁଳିକାଣ୍ଡ : ବାପା ମୃତ ଝିଅ ଆହତ
ବ୍ରହ୍ମପୁର (୧୨/୭) : ପୋଲସରା ବ୍ଲକ ଛକରେ ଗୁଳିମାଡ ବାପା ମୃତ ହୋଇଥିବା ବେଳେ ଝିଅ ମଧ୍ୟ ଆହତ ହୋଇଛନ୍ତି।ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନାର ବିଜୟ କୁମାର ବେହେରାବବୋଲି ଜଣାପଡିଛି । ବିଜୟ ଙ୍କ ଝିଅ ପୋଲସରା ରେ ରୁହନ୍ତି । ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର!-->…
ଜିଲ୍ଲା ସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ : ଉନ୍ନୟନ କାର୍ଯ୍ୟ ନିମନ୍ତେ ସରକାରୀ ଜମି ହସ୍ତାନ୍ତର କାର୍ଯ୍ୟ…
ବ୍ରହ୍ମପୁର (୧୨.୦୭) : ଗଞ୍ଜାମ ଜିଲ୍ଲାପାଳ fcଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ!-->…
ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା କନ୍ଧମାଳ ଗସ୍ତ
ଫୁଲବାଣୀ : ଓଡ଼ିଶା ସରକାରଙ୍କର ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଗସ୍ତର ଦ୍ଵିତୀୟ ଦିନରେ ବାଲିଗୁଡ଼ା, କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଳକ କାର୍ଯ୍ୟାଳୟ ରେ ଥିବା ମୋ ସେବା କେନ୍ଦ୍ର, ଓୱାନ୍ କକ୍ଷ, ଭିସି ହଲ୍, ଆଧାର କେନ୍ଦ୍ର!-->…
ନକଲି ଗୁଟଖା କାରଖାନାର ପେଣ୍ଠସ୍ଥଳୀ ବ୍ରହ୍ମପୁର
ଅନେକ ଦିନର ନୀରବତା ପରେ ହୋଇଛି ଚଢ଼ାଉ
ବ୍ରହ୍ମପୁର : ନକଲି ଗୁଟଖା କାରଖାନା କୁ ଠାବ କରିବା ଲାଗି ପୁଣିଥରେ ପୋଲିସ ର ଆରମ୍ଭ ହେଲା ଧଡ ପଗଡ। ବ୍ରହ୍ମପୁର ବଡ଼ ବଜ଼ାର ଜେନା ସାହି ରେ ଆଖପାଖ ଅଞ୍ଚଳରୁ ଆତ୍ମ ଗୋପନ କରିଥିବା ଗୁଟଖା ମାଫିଆ ମାନେ ପୋଲିସ କୁ ଚକ୍ମମା ଦେଇ ଗ୍ରାମାଞ୍ଚଳ ରେ!-->!-->!-->…
ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ
ଛତ୍ରପୁର(୧୨/୦୭) : ଗଞ୍ଜାମ ଜିଲ୍ଲାରେ ମୋ ଘର ଯୋଜନାରେ ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବI କାର୍ଯ୍ୟକ୍ରମ ବୁଧବାର ଆରମ୍ଭ କରାଯାଇଅଛି | ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ!-->…
୬୬୨ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ଶୋଭାଯାତ୍ରା
ଫୁଲବାଣୀ : ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କନ୍ଧମାଳ ଶାଖା ନିଜର ୪ ଦଫା ଦାବି ପତ୍ର ନେଇ ଏକ ଶୋଭା ଯାତ୍ରାରେ ଯାଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୧୫୦ ଦିନ ହେଲା!-->…
ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ କଳା ବ୍ୟାଚ ପରିଧାନ…
ଦାରିଙ୍ଗବାଡ଼ି,(୧୨/୭) : ରାଜ୍ୟ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଦାବୀକୁ ଆଲୋଚନା କରିବା ପାଇଁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ରାଜ୍ୟ ନେତୃତ୍ଵଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇମଧ୍ୟ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ!-->…
ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳାବ୍ୟାଚ ଆଜି ତୃତୀୟ ଦିନରେ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ୍ତ ଥିବା ସବୁ ବର୍ଗର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ କଳା ବ୍ୟାଚ ପରିଧାନ ଆଜି ତୃତୀୟ ଦିନରେ ପହଞ୍ଚି ସାରିଛି | ଜିଲ୍ଲା ଠାରୁ ଆରମ୍ଭ କରି ଗୋଟିଏ ଉପଖଣ୍ଡ ଏବଂ 12 ଗୋଟି ବ୍ଲକରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର!-->…