Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୫ଟି ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର, ବିକାଶ ଯୋଜନା ପ୍ରସ୍ତୁତ
ଖର୍ଚ୍ଚ ହେବ ୧୮ କୋଟି ଟଙ୍କା, ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ ହେବ ।
ବ୍ରହ୍ମପୁର : ୫ଟି ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର। ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ!-->!-->!-->…
ଭାରତ ର ଏକ ନମ୍ବର ମାନ୍ୟତା ପାଇଥିବା ଆସ୍କା ଥାନା-ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ବିଫଳ,ସାଧରଣ ଜନତାଙ୍କ ଅବସ୍ଥା…
ସାମ୍ବାଦିକ ଙ୍କ ଘର ଆଗରେ ଅସାମାଜିକ ଯୁବକଙ୍କ ମଦର ଆସର...
ବ୍ରହ୍ମପୁର:୭-୭ ଭାରତ ସରକାର ଆସ୍କା ଥାନା କୁ ଏକନମ୍ବର ଥାନା ଭାବେ ପୁରସ୍କୃତ କରିଛନ୍ତି।ଯେଉଁ ଥାନାରେ ସାମ୍ବାଦିକ ସୁରକ୍ଷା ନାହାନ୍ତି ସେଠାରେ ସାଧରଣ ଜନତା ଙ୍କ ଅବସ୍ଥା କଣଥିବ ବୋଲି ସାଧରଣ ରେ ଆଲୋଚନା ହେଉଛି।ଗତ ବୁଧବାର!-->!-->!-->…
ଚଢିଆ ଲତାରେ ପୋତି ହୋଇପଡ଼ୁଛି କାଳିଆମ୍ବା ନାଳ, ପ୍ରଶାସନର ନିଘା ନାହିଁ ; ଅଳ୍ପ ବର୍ଷାରେ ଗୋବରା ଗ୍ରାମ ଭିତରେ ପଶୁଛି…
ବେଲଗୁଣ୍ଠା : 06/07, ବେଲଗୁଣ୍ଠା ବ୍ଳକ୍ ରାଜନୈତିକ ମାନଚିତ୍ରର ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ଗୋବରା ଗ୍ରାମପଂଚାୟତ ସାମାନ୍ୟ ବର୍ଷା ହେଲେ ତାର ଭୌଗୋଳିକ ଅବସ୍ଥିତି ବଦଳିଯାଉଛି l ଏହାର କାରଣ ହେଉଛି ଏହି ପଂଚାୟତ ଦେଇ ବହୁଥିବା କାଳିଆମ୍ବା ନାଳରେ ଥିବା ଚଢିଆ ଲତା l ଅଳ୍ପ ବର୍ଷା!-->!-->!-->…
11 kv ବିଦ୍ୟୁତ୍ କାମ କରୁଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ମୃତ…
ସଜାଡ଼ିବା ବେଳେ କେହି ଆକସ୍ମିକ ବିଦ୍ୟୁତ୍ ଚାର୍ଜ କରିବା ହେଲା କାଳ...!
ପ୍ରତ୍ଯେକ ବୃକ୍ଷରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ: ବିଧାୟିକା କୁସୁମ…
ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ମେଗା ସଚେତନତା ବୈଠକ ଓ ଶ୍ରମଦାନ• ଶ୍ରମଦାନ କରି ବୃକ୍ଷରୋପଣ କଲେ କଟ୍ରା-ବୁଡାବାହାଲ ଗ୍ରାମବାସୀ
• ଉଜ୍ଜଳପୁର ବନାଞ୍ଚଳରେ ଆରମ୍ଭ କରାଯିବ “ସ୍ମରଣୀୟ ବୃକ୍ଷରୋପଣ ଅଭିଜାନ”ସୁନ୍ଦରଗଡ - ୦୬/୦୭/୨୦୨୩ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା,!-->!-->!-->!-->!-->…
ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚିବ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ର ଜାତୀୟ ସେବାଯୋଜନା ଓ ବନ ବିଭାଗର ମିଳିତ ଉଦ୍ୟମରେ କଲେଜ ପରିସରରେ 74ତମ ବନ ମହୋତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ସ୍ବେଛାସେବୀ ମାନେ ଉପାଦେଏ ବୃକ୍ଷ ରୋପଣ କରିଥିଲେ l!-->!-->!-->…
ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ କୃଷି କ୍ରାନ୍ତିର ଶୁଭାରମ୍ଭ
ଫୁଲବାଣୀ :ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଏକ କୃଷି କ୍ରାନ୍ତି ର ଶୁଭାରମ୍ଭ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିସିପଡା ଗ୍ରାମ ପଞ୍ଚାୟତର ଡୁମୁରିଗୁଡା ଗ୍ରାମରେହୋଇଥିଲା । ଏହିପରି କାର୍ଯ୍ୟକ୍ରମ ଜିଲ୍ଲାର ବାର ଗୋଟି ବ୍ଲକରେ ଏହି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ସକଳି!-->…
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ,: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଔଷଧିୟ ଏବଂ ଛାଇ ଦେଉଥିବା ବୃକ୍ଷ ରୋପଣ!-->!-->!-->…
ସମ୍ବର୍ଦ୍ଧିତ ହେଲେ ଯୁକ୍ତ ୨ କଳା ରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ।
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି +୨ କଳା ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଗଲା।!-->!-->!-->…
ଟାୟାର ଜାଳି ରାସ୍ତା ଅବରୋଧ କରି ଗ୍ରାମବାସୀଙ୍କ ପ୍ରତିବାଦ
ହିଞ୍ଜିଳିକାଟୁ ୬।୭ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ପଞ୍ଚାୟତ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପଛ ଭାଗ ଜମିକୁ ମେଦିରି ସମ୍ପ୍ରଦାୟର ୧୫ ପରିବାର କୁ ପ୍ରଶାସନ ପ୍ରଦାନ ପରେ ରେ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଥିଲେ ବୁରୁପଡା ଗ୍ରାମବାସୀ । ଏନେଇ ଗ୍ରାମର ଶତାଧିକ!-->…