Browsing Category

ଧର୍ମ ସଂସ୍କୃତି

ଅଟ୍ରିରେ ପ୍ରସିଦ୍ଧ ମକର ମେଳା ଆରମ୍ଭ…

ଖୋର୍ଦ୍ଧା : ଆଜି ମକର ସଂକ୍ରାନ୍ତିରେ ବେଗୁନିଆ ଅଟ୍ରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୋର ୩ଟାରୁ ମନ୍ଦିର ପହୁଡ ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟ୍ଟକେଶ୍ୱର

ଆଜି ମହାପ୍ରଭୁଙ୍କ ମକର ନୀତି…

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି ଅନୁଷ୍ଠିତ ହେବ। ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଅଧିବାସରେ ରଖାଯାଇଥିବା ଭୋଗକୁ ଭୋଗମଣ୍ଡପରୁ ନେଇ

ତ୍ରିଦେବ ନଗର ବସ୍ତିର ମାଁ ବ୍ରାହ୍ମଣୀ ଦେବିଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ପୁଜାର୍ଚ୍ଚନା ଅନୁଷ୍ଠିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୌରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ, ମକର ସଂକ୍ରାନ୍ତି ଉପଲକ୍ଷେ ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ଙ୍କୁ ନେଇ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘପକ୍ଷରୁ ମକର ମିଳନ ଉତ୍ସବ ଆୟୋଜିତ…

ମାଲକାନଗିରି: ସଦର ଲାଠିଆଗୁଡା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମାଲକାନଗିରି ନଗରର ବନ୍ଦେ ମାତରଂ ବ୍ୟବସାୟ ଯୁକ୍ତ ଶାଖା ତରଫରୁ ଆଜି ମକର ମିଳନ ଉତ୍ସବ ପାଳନ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ରାମ ରାୟ ଭତରା (କୃଷକ) ଲାଠୀଆଗୁଡ଼ା ଓ ମୁଖ୍ୟ ବକ୍ତା ଶ୍ରୀ ମହେଶ୍ୱର

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ…

ପୁରୀ :ଶନିବାର ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି ନୀତି। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯିବା ସହ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ। ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷଣ କରାଯିବ। ଏହା

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ପୀଠରେ ରେ ପୁଣି ୮୧ ବର୍ଷ ପରେ ମହା ଯଜ୍ଞ…

ଛତ୍ରପୁର , ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ଶ୍ରୀ ରାମଚଣ୍ଡୀ ମନ୍ଦିର ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତ ନୀଳାଦ୍ରି ପୁର ପାହାଡ଼ ଉପରେ ରହିଛି, ଏହି ପୀଠର ମାହାତ୍ମ୍ୟ ଯେ ରେ ସପ୍ତଶତୀ ଚଣ୍ଡୀ ରେ ବର୍ଣ୍ଣିତ ତ୍ରି ଶକ୍ତି ମହା କାଳୀ, ସରସ୍ଵତୀ ଓ ମହାଲକ୍ଷ୍ମୀ ରାମଚଣ୍ଡୀ ରୂପେ

ଆଜି ପାଳତି ହୋଇଛି ପବିତ୍ର ପୁଷ୍ୟାଭିଷେକ ନୀତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ…

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା

ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ…

ପୁରୀ : ପୌଷପୂର୍ଣ୍ଣିମା ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂତନ ମୁଦିରସ୍ତ। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ

ସିରିଡି ସାଇ ମନ୍ଦିରରେ ୧୨ତମ ବାର୍ଷିକ ଉତ୍ସବ ପାଳନ…

ମାଲକାନଗିରି,:୧୨ ବର୍ଷ ପୂର୍ବେ ଆଜିର ଦିନରେ ସିରିଡି ସାଇ ଭକ୍ତ ମାନଙ୍କ ଦ୍ଵାରା ସାଇ ମନ୍ଦିରର ଶୁଭ ପଡିବା ସହ ପାରମ୍ପାରିକ ଭାବେ ସିରିଡି ସାଇଙ୍କ ପୂଜା ଆରମ୍ଭ ହୋଇଥିଲା। ଆଜିର ଏହି ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ସକାଳ ୬ଘଟିକା ସମୟରେ ୧୦୦ ରୁ ଉର୍ଦ୍ଧ ମହିଳା କୁ ନେଇ ଏକ କଳସ ଶୋଭା

ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ…

ପୁରୀ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ କରାଯାଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା। ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ