Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା
କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି!-->…
ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ ପୂର୍ଣ୍ଣ ସହଯୋଗ କରିବ ଭାରତ
କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବାପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ କଥା!-->…
ସାଉଦି ଆରବ-ପାକିସ୍ତାନ ‘ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତି, ଭାରତ ସହ ଯୁଦ୍ଧ ହେଲେ ସାଉଦି ପାକିସ୍ତାନକୁ ସାହାଯ୍ୟ…
ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ବପ୍ନ ଦେଖୁଛି। କାରଣ!-->…
ଚାବାହାର ବନ୍ଦରରେ ଆମେରିକା କଟକଣା; ଭାରତ ପାଇଁ ଅଡୁଆ ପରିସ୍ଥିତି
ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଚାବାହାର ବନ୍ଦର ଦେଇ ଭାରତ କେନ୍ଦ୍ର ଏସିଆ ଓ!-->…
ବ୍ରିଟେନରୁ ଫେରୁଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ । ଟ୍ରମ୍ପ ଚେକର୍ସରୁ ଲଣ୍ଡନର!-->…
ପାକିସ୍ତାନରେ କିଛି ଘଣ୍ଟା ମଧ୍ୟରେ ଘଟିଛି ଦୁଇଟି କାର ବୋମା ବିସ୍ଫୋରଣ, ୮ ମୃତ୍ୟୁ ଓ ୨୩ ଆହତ
ପାକିସ୍ତାନ: ପାକିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କିଛି ଘଣ୍ଟା ମଧ୍ୟରେ ଘଟିଲା ଦୁଇଟି କାର ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨ ଡଜନ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ବିସ୍ଫୋରଣ ବିଷୟରେ ସୂଚନା!-->…
ରୁଷରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା
ରୁଷ: ଶୁକ୍ରବାର ସକାଳେ ଅର୍ଥାତ୍ ଆଜି ରୁଷର ଦୂର ପୂର୍ବ ଅଞ୍ଚଳ କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୧୦ କିଲୋମିଟର!-->…
କାତାର ଉପରେ ଇସ୍ରାଏଲର ଆକ୍ରମଣ, ଜାତିସଂଘରେ ଭାରତର ନିନ୍ଦା
ଦିଲ୍ଲୀ: ଜାତିସଂଘରେ ଇସ୍ରାଏଲକୁ ନିନ୍ଦା କରିଛି ଭାରତ । କାତାର ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଭାରତ ଏହାକୁ ନିନ୍ଦା କରିଛି । ଭାରତ କହିଛି ଯେ କାତାର ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ଏହା ତା’ର ସାର୍ବଭୌମତ୍ବର ଉଲ୍ଲଙ୍ଘନ କରିଛି । ଜାତିସଂଘସ୍ଥିତ ଭାରତର ପ୍ରତିନିଧି!-->…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ
ଇଟାଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ!-->…
ରାହୁଲଙ୍କୁ ଆଫ୍ରିଦିଙ୍କ ପ୍ରଶଂସା : ବିଜେପିର ପ୍ରତିକ୍ରିୟା
ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍ର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମ୍ପର୍କିତ ଏକ ଟେଲିଭିଜନ୍ ବିତର୍କରେ ଭାଗ ନେଇ ଆଫ୍ରିଦି କହିଥିଲେ ଯେ ରାହୁଲ ଜଣେ ସକାରାତ୍ମକ!-->…