Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?
ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍!-->…
ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା ପୂର୍ବତନ ପେଣ୍ଟାଗନ ଅଧିକାରୀ: ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ…
ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।
!-->!-->!-->…
BLAକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କଲା ଆମେରିକା
BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ BLAକୁ ଆତଙ୍କବାଦୀ ସଂଗଠନ ଭାବେ ଅନ୍ତଭୂକ୍ତ କରିଛି!-->…
ଗାଜା-ଇସ୍ରାଏଲ ଯୁଦ୍ଧରେ ୫ ସାମ୍ବାଦିକ ମୃତ, IDF କହିଛି ସାମ୍ବାଦିକ ନୁହେଁ ବରଂ ଆତଙ୍କୀ
ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲୀ ଆକ୍ରମଣରେ ଆଲ!-->…
ରୁଷରେ ଭୂମିକମ୍ପ, ତୀବ୍ରତା ୬.୦
ନୂଆଦିଲ୍ରୁଲୀ: ଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । USGS ଭୂମିକମ୍ପ କହିଛି, ଗତକାଲି ରାତିରେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଏକ ଭୂମିକମ୍ପ!-->…
ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ-ପୁଟିନଙ୍କ ବୈଠକ: ସମର୍ଥନ କଲା ଭାରତ
ନୂଆଦିଲ୍ଲୀ: ଭାରତ ଶନିବାର ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ସ୍ୱାଗତ କରିଛି। ଏହି ବୈଠକ ଅଗଷ୍ଟ ୧୫ରେ ଆଲାସ୍କାରେ ହେବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସମର୍ଥନ କରି!-->…
କେନିଆରେ ଉଇକିମାନିଆ ୨୦୨୫, ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିଙ୍କ ଯୋଗଦାନ
ନୂଆଦିଲ୍ଲୀ: ଉଇକିପିଡ଼ିଆର ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ!-->…
ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ପଡିଲା ଭାରି, ପାକିସ୍ତାନ ଦୁଇ ମାସରେ ୧୨୭ କୋଟି କ୍ଷତି ସହିଲା
ଭାରତ ସହିତ ଉତ୍ତେଜନା ବୃଦ୍ଧି କଲା ପାକିସ୍ତାନ । ଏହା ପରେ ପାକିସ୍ତାନ ତାର ଏୟାରସ୍ପେସ୍ ବନ୍ଦ କରିବାର ନିଷ୍ପତ୍ତି ନେବା ଦ୍ୱାରା ନିଜ ପାଇଁ ବହୁତ କ୍ଷତି ହୋଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଭାରତୀୟ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ଦୁଇ!-->…
ରୁଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଖୁବଶୀଘ୍ର ଘଟିପାରେ, ଦୁଇ ସୁପର ପାୱାର ଏକାଠି ହେବେ
ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ!-->…
ଖୁବଶୀଘ୍ର ରାଷ୍ଟ୍ରପତି ପୁଟିନ୍ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ – ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ
ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ!-->…