Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍…
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଓ ହମାସ ଆତଙ୍କୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଗାଜାରେ ଥିବା ହମାସର…
ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ଗଲାଣି ୧୫ ଜଣଙ୍କ ଜୀବନ…
ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ…
ଗାଜାରେ ଅଟ୍ଟାଳିକା ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ ୩୦ ପାଲେଷ୍ଟିନୀୟ ମୃତ
ଗାଜା ସିଟି: ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପାଲେଷ୍ଟିନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍-ଶୁହାଦା…
ଭୂମିକମ୍ପରେ ଥରିଲା ମିଆଁମାର…
ନେପାଳ ପରେ ଥରିଲା ମିଆଁମାର୍। ଆଜି ସକାଳେ ଏଠି ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ…
ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟ ଲୋକେ ଭୟଭୀତ…
ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ…
ଚୀନ୍ LACରେ ତିଆରି କରିଛି ହେଲିପ୍ୟାଡ୍ ଓ ଅନେକ ରାସ୍ତା
ସୁଧୁରୁନି ଚୀନ୍। ବାରମ୍ବାର ଦେଖାଉଛି ନିଜ ଦାଦାଗିରି। ବାସ୍ତିବକ ନିୟନ୍ତ୍ରଣ ରେଖାରେ ଚଲାଇଛି ନିଜର ମନମାନି। ଏଲ୍ଏସିକୁ ଲାଗି ତିଆରି କରିଛି ଏକାଧିକ ସୁଦୃଢ଼ ରାସ୍ତା। କେବଳ ସେତିକି ନୁହେଁ ହେଲିପ୍ୟାଡ୍ ଓ ବିମାନ ବନ୍ଦର ମଧ୍ୟ ତିଆରି କରିଛି ଚୀନ୍। ଏନେଇ ଆମେରିକାର…
‘ନର୍କ ହୋଇଗଲାଣି ଜୀବନ’, ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ଜୀବନ ନର୍କ ହୋଇଗଲାଣି।। ଯୋଗଯୋଗ ପୂରା ବିଚ୍ଛିନ୍ନ ହୋଇସାରିଛି। ସେମାନେ ଜୀବିତ ଅଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳୁନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଆମେ ଏଠି ପଡି ରହିଛୁ। ଆମର ୨୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି। ତେଣୁ ତାଙ୍କ ତୁରନ୍ତ…
ଥରିଲା ନେପାଳ, ଦିଲ୍ଲୀରେ ଅନୁଭୂତ ହେଲା ଝଟକା…
ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା…
୧୦ ବର୍ଷ ପରେ ନିଜ ଜୀବନ ସାଥୀଙ୍କ ଠାରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି…
ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ ଜୀବନ କାଟୁଥିଲେ, ତାଙ୍କ ଠାରୁ ମେଲୋନି…
ଇସ୍ରାଏଲରେ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଡ୍ରଗ୍ସ ସେବନ କରି ନିଶାସକ୍ତ ଅବସ୍ଥାରେ ଥିଲେ: ରିପୋର୍ଟ
ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅତର୍କିତ ଆକ୍ରମଣ କରି ୧୪୦୦ରୁ ଅଧିକ ଇସ୍ରାଏଲବାସୀଙ୍କୁ ହତ୍ୟା କରିଥିବା ହମାସ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ସମୟରେ ନିଶାଗ୍ରସ୍ତ…