Browsing Category

ସ୍ୱାସ୍ଥ୍ୟ

ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ

ସମ୍ବଲପୁର : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ତେବେ ତାଙ୍କୁ ଡାକ୍ତର ତୁରନ୍ତ

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବ‌ନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ

ବ୍ୟାପି ଚାଲୁଛି H3N2 ଭାଇରସ୍: ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା…

ଭୁବନେଶ୍ବର: ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା । ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ସର୍ଭେଲାନ୍ସକୁ ତ୍ୱରାନ୍ଵିତ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଜିଲ୍ଲାଗୁଡ଼ିକୁ ସତର୍କ

ପୁଣି ଜଣେ ଛାତ୍ର ମସ୍ତିଷ୍କ ଜ୍ୱରରେ ଆକ୍ରନ୍ତ; ପଜିଟିଭ୍‌ ସଂଖ୍ୟା ୮କୁ ବୃଦ୍ଧି…

ସୋର: ପୁଣି ଜଣେ ୧୨ ବର୍ଷୀୟ ଛାତ୍ର ଜାପାନିଜ ଏନସେଫାଲାଇଟସ ପଜିଟିଭି ଆକ୍ରାନ୍ତ। ପଜିଟିଭି ସଂଖ୍ୟା ୭ରୁ ବଢ଼ି ଏବେ ୮ରେ ପହଞ୍ଚିଛି। ପ୍ରଥମ ଥର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମ ବାହାରୁ ସାଦମପୁର ଗାଁରୁ ବାହାରିଲା ପଜିଟିଭି। ଛାତ୍ର ଜଣକ ରାଧାନାଥ ସ୍କୁଲର ଷଷ୍ଠ ଶ୍ରେଣୀର

ପୁରୁବାଈ କନ୍ୟାଶ୍ରମରେ ଅନ୍ତେବାସିନୀ ଅସୁସ୍ଥ ଘଟଣା : ଆଉ ୪ ବାଲେଶ୍ୱର ସ୍ଥାନାନ୍ତର…

ସୋର: ସୋର ପୌରପାଳିକା ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମରେ ୨୭ ଜଣ ଅନ୍ତେବାସିନୀ ଅସୁସ୍ଥ ଘଟଣାରେ ଗତ ରାତିରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏମାନଙ୍କ ଜ୍ବର କମୁନଥିବା ହେତୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ

ବରିଷ୍ଠ ବିଜେଡି ନେତା ରବି ନନ୍ଦ ଅସୁସ୍ଥ…

 ଭୁବନେଶ୍ୱର: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ

ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା…

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ।ଦୀର୍ଘ

ସୁନ୍ଦରଗଡ଼ରେ ଜାତୀୟ କୃମିନାଶକ ଦିବସ ପାଳିତ : ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ମାଗଣାରେ କୃମିନାଶକ ଔଷଧ ବଣ୍ଟନ

ସୁନ୍ଦରଗଡ଼, ୧୦ ଫେବ୍ରୁଆରି ୨୦୨୩: ପିଲାମାନଙ୍କଠାରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି

କାୟା ବଢ଼ାଉଛି କର୍କଟ: ଏମ୍‌କେସିଜିରେ ମାସକୁ ହଜାରେ ରୋଗୀ…

ବ୍ରହ୍ମପୁର : କର୍କଟ ରୋଗ ଲୋକଙ୍କ ମନରେ ଭୟର ବସା ବାନ୍ଧିଛି। ଏହାର ମୁକାବିଲା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଆବଶ୍ୟକ ସଚେତନତା ଅଭାବରୁ ରୋଗୀଙ୍କ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ

ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ