Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ଝାରସୁଗୁଡାକୁ ବ୍ୟାପିଲା ଝାଡାବାନ୍ତି, ବାପ-ପୁଅ ମୃତ
ଝାରସୁଗୁଡା: ଜିଲ୍ଲାନ୍ଦ ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି!-->…
କଳିଙ୍ଗ ହସ୍ପିଟାଲରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ କେନ୍ଦ୍ର
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲରେ ମିଳିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ଖୋଲିବାକୁ ଯାଉଛି। ଯେଉଁଠାରେ ସମସ୍ତ ପ୍ରକାର କର୍କଟ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ନୂତନ ପରିଚାଳନା ଦାୟିତ୍ୱ ନେଇଥିବା!-->…
କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ଥାନୀୟ କିମ୍ସ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା । ଏଠାରେ ସାଧାରଣ ଓ ବିଏସକେଓ୍ବାଇ ରୋଗୀଙ୍କ ପାଇଁ!-->…
ଝାଡ଼ାବାନ୍ତିରେ ୧୩ ଜଣଙ୍କ ଜୀବନ ଯାଇଛି, ୬ଟି ଜିଲ୍ଲାରେ ୩୮୨ ଜଣ ଆକ୍ରାନ୍ତ; ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର ୨୯।୭: ଜଟୀଳ ହେଉଛି କାଶୀପୁରରେ ଝାଡ଼ାବାନ୍ତି ସମସ୍ୟା। ବର୍ତ୍ତମାନ ଯାଏ ଝାଡ଼ାବାନ୍ତିରେ ୧୩ ଜଣଙ୍କର ଜୀବନ ଯାଇଛି। ଏହାରିଭିତରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ!-->…
କ୍ୟାନ୍ସର ହୋଇନି, କେମୋ ଦେଇ ଅଙ୍ଗ କାଟିଦେଇଥିବା ଅଭିଯୋଗ
କଟକ ୨୯।୦୭ : କ୍ୟାନ୍ସର ହୋଇନି । କେମୋ ଦେଇ ଅଙ୍ଗ କାଟିଦେଲେ । ଏସସିଵିରେ କ୍ୟାନସର ପରୀକ୍ଷାର ଭୁଲ ରିପୋର୍ଟ ଆସିଥିବା ନେଇ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସରୀତ୍ ଦୀପ୍ ଶତପଥୀ ଏନେଇ ଏସସିଵି ମେଡିକାଲ ସୁପରିଣ୍ଟେଡେଣ୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ!-->!-->!-->…
ଆଜି ରାଜ୍ୟରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି!-->…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା
ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯,୧୩୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଭଦ୍ରକର ଜଣେ ୪୧ ବର୍ଷୀୟ!-->…
ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର
କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।
!-->!-->…
ଓଡ଼ିଶାରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ!-->…
ଓଡ଼ିଶାରେ ଆଉ ୧୦୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ବି ଦୈନିକ କରୋନା ସଂକ୍ରମିତ ସଂଖ୍ୟା ଏକ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮!-->…