Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ
ରାଜ୍ୟରେ ଆଉ ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ, ୨୨ ମୃତ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୦୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା!-->…
ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ କରିବାର ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର: କୋଭିଡ ସଂକ୍ରମଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଓ ହସ୍ପିଟାଲ ରେଟ ଦେଖିଲେ ରାଜ୍ୟ ଭଲ ସ୍ଥିତିରେ ରହିଛି। ଡେଞ୍ଜର ଜୋନରୁ ଖୁବ ଜଲଦି ଆମେ ବାହାରି ଯିବା। ଯେଉଁମାନେ ହସ୍ପିଟାଲକୁ!-->…
ବେଙ୍ଗାଲୁରୁରେ ମେଡିକାଲ କଲେଜ ପାଇଁ ଦାନ କଲେ ବାଗଚୀ ଦମ୍ପତି
ଭୁବନେଶ୍ବର : ପୁଣି ସମାଜ ସେବା ପାଇଁ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ । ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ!-->…
ଓଡ଼ିଶାରେ ଆଉ ୮୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୮୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୫୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍!-->…
ରାଜ୍ୟରେ ଧିରେ ଧିରେ କମିବ ଓମିକ୍ରନ୍ ଭ୍ୟାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର : କୋଭିଡ୍ ର ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ!-->…
ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତୃତୀୟ ଲହର ଅବଶ୍ୟ ଏବେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାରି ମଧ୍ୟରେ ଆଇଏଲଏସର ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି । ୨୪୧ ଟି ନମୁନାକୁ ନେଇ!-->!-->!-->…
ରାଜ୍ୟରେ ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ ଆରମ୍ଭ
ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଫାଇଲେରିଆ ନିରାକରଣ ଔଷଧ ବଣ୍ଟନ କରୁଛନ୍ତି। ୧୫ଟି ଜିଲ୍ଲାରେ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଉଥିବାବେଳେ ୫୫ ହଜାର ୫୪୪ ସ୍ୱେଚ୍ଛାସେବୀ ଏଥିରେ ନିୟୋଜିତ ଅଛନ୍ତି। ପ୍ରଥମ!-->…
ରାଜ୍ୟରେ ଆଉ ୧୪୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୧ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୪୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬୨ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୬୧୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…
ମୃତ୍ୟୁ ହାର କମିବାକୁ ଆଉ ୬ରୁ ୭ ସପ୍ତାହ ସମୟ ଲାଗିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ମହାମାରୀ ତୃତୀୟ ଲହରର ପ୍ରଭାବ ଜାରି ରହିଛି । ପିକ୍ ସମୟ ଅତିକ୍ରମ କରିବା ପରେ ଏବେ ଦୈନିକ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଛି । ମାତ୍ର ଏବେବି ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କୋଭିଡ୍ ସ୍ଥିତି ଓ!-->…
ଓଡ଼ିଶାରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୨ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୭୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯୭ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…