Browsing Category

ସ୍ୱାସ୍ଥ୍ୟ

ଆଉ ଏକ ଜୀବନ ନେଲା ସ୍କ୍ରବ୍ ଟାଇଫସ୍…

ଭୁବନେଶ୍ଵର: ସାରା ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ହେବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଏହି ରୋଗରେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ ୬ ଜଣଙ୍କର ଜୀବନ ହାନି ହେଲାଣି । ସେପଟେ ସୁନ୍ଦରଗଡ଼ରେ ଆଜି ପୁଣି ୧୧…

ଆଜି ପୁଣି ସୁନ୍ଦରଗଡ଼ରେ ୧୧ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍। ଆଜି ପୁଣି ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୮୦ । ଏନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗତକାଲି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ରୋଗକୁ…

କେରଳରେ ୨ ମୁଣ୍ଡ ନେଲାଣି ନିପା ଭାଇରସ୍…

କେରଳ : ଡରାଉଛି ନିପା ଭାଇରସ୍। କେରଳକୁ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍। କୋଜିକୋଡରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେଠାକୁ ଏକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି।  ଅଗଷ୍ଟ ୩୦ରେ ଜଣେ ବ୍ୟକ୍ତିଙ୍କର

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍: ସମ୍ବଲପୁରରୁ ଚିହ୍ନଟ ହେଲେ ଆଉ ୩ ଆକ୍ରାନ୍ତ…

ସମ୍ବଲପୁର: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରପ ଟାଇଫସ ଆତଙ୍କ । ଟ୍ରମ୍ବୀ କୁଲାଇଟ କୀଟ କାମୁଡିବ ଦ୍ୱାରା ଏହି ଜ୍ୱର ହୋଇଥାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ବିପଦର ବନ୍ଧୁ ସାଜିଛି ରାଳବ : ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି…

ହିଞ୍ଜିଳିକାଟୁ : ରକ୍ତଦାନ ଏବଂ ରାଳବ ଗ୍ରାମର ସମ୍ପର୍କର ନିବିଡ଼ତା ସମସ୍ତେ ଏଥିରୁ ବୁଝି ପାରିବେ ଯେ କେବଳ ଦୁଇ ବର୍ଷ ମଧ୍ୟରେ ଚାରୋଟି ସଫଳ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ରକ୍ତଦାନର ଜାଗରଣକୁ ପ୍ରତ୍ୟେକ ପ୍ରାଣରେ ସଞ୍ଚରିତ କରାଇସାରିଛନ୍ତି। ପ୍ରତିଟି କ୍ୟାମ୍ପରେ ୭୦ ୟୁନିଟରୁ ଅଧିକ

ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରମୁଖ ଭମିକା ନିଭାଇଛନ୍ତି ବାୟୁ ସ୍ବାସ୍ଥ୍ୟସେବା ବିଭାଗ…

ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଦିନ ଧରି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ୨୮ ତାରିଖ ଠାରୁ ଏହି ସେବା ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି। ଏଥିରେ ମାଲକାନଗିରି ଜିଲ୍ଲାର ବହୁ ରୋଗୀ ଚିକିତ୍ସିତ ହୋଇ ଉପକୃତ

୧୯ ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ୧୯ ବର୍ଷୀୟ ଯୁବକ ସୋହେଲ ଖାନଙ୍କ ପେଟରୁ ଏହି ଟ୍ୟୁମର ବାହାର କରିଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ । ସୋହେଲଙ୍କୁ ଜ୍ୱର ଲାଗି ରହିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ CT scan

ସୁନ୍ଦରଗଡ଼ ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କିତ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ

ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ସାମୁହିକ ଔଷଧ ସେବନ କରାଯିବ ସୁନ୍ଦରଗଡ଼, ୦୯:୦୮: ଜିଲ୍ଲା ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।ବୈଠକରେ

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍

୯ କିଲୋମିଟର ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କଲେ ଝୋରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…

ଉମରକୋଟ (୩୧/୦୭/୨୦୨୩) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବର୍ଷା ହେବା ପରେ ପରେ ବିଭିନ୍ନ ଦୁର୍ଗମ ଗ୍ରାମ ଗୁଡିକରେ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ଦୁର୍ଗମ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ