Browsing Category

ଦେଶ

ଭାରତୀୟ ନୌସେନାରେ ସାମିଲ ହେଲା ‘ଭାଗିର’

ନୂଆଦିଲ୍ଲୀ : ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ । ଆଜି ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ‘ଭାଗିର’ ସାମିଲ ହୋଇଛି । ଏହି ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ଶୁଭାରମ୍ଭ କରିଛନ୍ତି। ଏହା ଭାରତୀୟ ନୌସେନାର ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଏହା…

ଯୋଦ୍ଧାଙ୍କୁ ସମ୍ମାନ: ୨୧ଟି ନାମହୀନ ବଡ଼ ଦ୍ୱୀପର ନାମକରଣ କଲେ ମୋଦି

ନୂଆଦିଲ୍ଲୀ : ଦେଶର ପ୍ରକୃତ ହିରୋ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପରମବୀର ଚକ୍ର ସମ୍ମାନରେ ସନ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ୱୀପର ନାମକରଣ କରିଛନ୍ତି। ମୋଦି…

ରାସ୍ତାରେ ଗାଡ଼ି ରଖି ରିଲ୍‌ ଶୁଟ କରିବା ପଡ଼ିଲା ମହଙ୍ଗା, ଯୁବତୀଙ୍କୁ ୧୭ ହଜାର ଫାଇନ୍‌…

ନୂଆଦିଲ୍ଲୀ : ସୋଶାଲ ମିଡିଆ ଯୁଗରେ ଇନଷ୍ଟାଗ୍ରାମରେ ଅନେକ ଯୁବକଯୁବତୀ ଅଜବଅଜବ ରିଲ୍ସ କରି ଭାଇରାଲ ହେବାକୁ ଚେଷ୍ଟା କରୁଛନ୍ତି। ପ୍ରତିଦିନ ଶହଶହ ରିଲ୍ସ ଇନଷ୍ଟାଠାରୁ ଆରମ୍ଭ କରି ବିଭିନ୍ନ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ ହେଉଛି। ତେବେ ଏପରି ରିଲ୍ସ ନିଶା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସେ…

ନ୍ୟାୟପାଳିକା ବନାମ କେନ୍ଦ୍ର ସରକାର: ତାଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଇବାକୁ ବାରଣ କଲେ ପୂର୍ବତନ ଜଷ୍ଟିସ…

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ଅଧିକ ଗୋଳିଆ ହେବାରେ ଲାଗିଛି। ସୋମବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଏସ ସୋଧି କେନ୍ଦ୍ର ଆଇନମନ୍ତ୍ରୀ କରେନ ରିଜିଜୁଙ୍କୁ…

ମନ୍ଦିରରେ ଉତ୍ସବ ବେଳେ ଲୋକଙ୍କ ଉପରେ ଖସି ପଡ଼ିଲା କ୍ରେନ, ଚାଲିଗଲା ୪ ଭକ୍ତଙ୍କ ଜୀବନ…

ଚେନ୍ନାଇ : ତାମିଲନାଡୁର ରାତିପେତରେ ଥିବା ଦ୍ରୌପତି ମନ୍ଦିରରେ ଘଟିଛି ଅଘଟଣ। ରବିବାର ସନ୍ଧ୍ୟାରେ ଏଠାରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରବଳ ଜନସମାଙ୍ଗମ ହୋଇଥିଲା। ଏତିକି ବେଳେ ଲୋକଙ୍କ ଉପରେ ଖସି ପଡ଼ିଛି ଗୋଟିଏ କ୍ରେନ। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଆଉ ୫ ଜଣ…

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ ହମଲାକୁ ନେଇ ଦିଗବିଜୟଙ୍କ ପ୍ରଶ୍ନ, ବର୍ଷିଲା ବିଜେପି…

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏଯାଏ କୌଣସି ପ୍ରମାଣ ଦେଇ ନଥିବା ସେ କହିବା ପରେ ବିବାଦ ସୃଷ୍ଟି ହୋଇଛି। ଏଥିସହ…

ରାଜ୍ୟପାଳ ପଦ ଛାଡ଼ିବେ ଭଗତ ସିଂହ କୋଶୟାରି…

ମୁମ୍ବାଇ : ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଅବ୍ୟାହତି ନେବେ ନେବେ ଭଗତ ସିଂହ କୋଶୟାରି। ସେ ନିଜେ ଏହି ସାମ୍ବାଧାନିକ ପଦ ଛାଡ଼ିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିକଟରେ ମୁମ୍ବାଇ ଆସିଥିବା ବେଳେ…

କର୍ଣ୍ଣାଟକରୁ ଗିରଫ ହେଲେ ରାଜାଘର ଲୋକ କହି ଦିଲ୍ଲୀ ହୋଟେଲ୍‌ର ୨୩ ଲକ୍ଷ ଟଙ୍କା ବିଲ୍‌ ନ ଦେଇ ପଳାଇଥିବା ବ୍ୟକ୍ତି

ନୂଆଦିଲ୍ଲୀ: ଆବୁଧାବି ରାଜ ପରିବାରର ଲୋକ ବୋଲି ପରିଚୟ ଦେଇ ଦିଲ୍ଲୀସ୍ଥିତ ଏକ ହୋଟେଲ୍‌ର ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ବିଲ୍‌ ପୈଠ ନ କରି ଖସି ପଳାଇଥିବା ବ୍ୟକ୍ତିଙ୍କୁ ଜାନୁଆରି ୧୯ ତାରିଖ ଦିନ କର୍ଣ୍ଣାଟକରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି…

ଧରମପୁରୀ ଜାଲିକାଟ୍ଟୁରେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅକୁ ଭୁସି ମାରିଦେଲା ଷଣ୍ଢ; ୬୮ ଅଂଶ ଗ୍ରହଣକାରୀ ଆହତ…

କୋଇମ୍ବାଟୁର୍‌: ଶନିବାର ଦିନ ତାଣ୍ଡାନ୍‌ଗାମ୍‌ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡ଼ାରେ ଷଣ୍ଢ ଭୁସି ଦେବାରୁ ଜଣେ ଷଣ୍ଢ ମାଲିକଙ୍କ ୧୪ ବର୍ଷିୟ ପୁଅର ମୃତ୍ୟୁ ଘଟିଛି। ଏହି କ୍ରୀଡ଼ାରେ ୬୮ଜଣ ଅଂଶ ଗ୍ରହଣକାରୀ ମଧ୍ୟ ଆହତ ହୋଇଛନ୍ତି।କ୍ରୀଡ଼ାର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ…

କନ୍ନଡ ଲେଖକଙ୍କ ବିବାଦୀୟ ବୟାନ : ସୀତାଙ୍କ ସହ ବସି ମଦ ପିଉଥିଲେ ଭଗବାନ ରାମ…

ବେଙ୍ଗାଲୁରୁ: ସୀତାଙ୍କ ସହ ବସି ମଦ ପିଉଥିବା ଭଗବାନ ରାମ ଅନ୍ୟ ପାଇଁ ଆଦର୍ଶ କେମିତି? କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ପ୍ରଭୁ ରାମଙ୍କୁ ନେଇ ଏଭଳି ଅପମାନିତ କରିବା ଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ କେ.ଏସ୍ ଭଗବାନ୍ ଏକ…