Browsing Category

ଦେଶ

ଚାଇନା ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସିଛନ୍ତି…

ବେଜିଂ: ଚାଇନାର ଏକ ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସି ରହିଛନ୍ତି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସେମାନେ ଫସି ରହିଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼…

ଆଗ୍ରାରେ ଚାଇନା ଫେରନ୍ତା ଯୁବକ କରୋନା ଚିହ୍ନଟ…

ଆଗ୍ରା: ଚାଇନାରେ କରୋନା ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ଲକ୍ଷାଧିକ ରହୁଥିବା ବେଳେ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ସୁବିଧାର ଅଭାବ ଚିନ୍ତାର କାରଣ ପାଲଟିଛି। ବେଜିଂ ସହ ଚାଇନାର ଅନେକ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ଚିକିତ୍ସା…

୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ ସତ୍ୟେନ୍ଦ୍ର…

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲ୍‌ରେ ରହିଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଝଟକା। ଜେଲରେ ଥିବା ସତ୍ୟେନ୍ଦ୍ର ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ସେହିପରି ତାଙ୍କ…

ପାକିସ୍ତାନ ସପକ୍ଷରେ ନାରା ଦେଇ ୫ ଯୁବକ ଗିରଫ…

ପାଟନା: ଭାରତରେ ରହି ପାକିସ୍ତାନ ଜିନ୍ଦାବାଦ ନାରା ଦେବା ୫ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପାକିସ୍ତାନ ସପକ୍ଷରେ ନାରାବାଜୀ କରୁଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ବିହାରର ଆରା ଜିଲ୍ଲାରୁ ୫ ଜଣ ଯୁବକଙ୍କୁ ଗିରଫ କରିଛି। ପୂରା ଘଟଣା ଭୋଜପୁରର ଚାନ୍ଦି ଗାଁରେ ଘଟିଛି।ଏଠାରେ କିଛି ଯୁବକ…

ସରକାରୀ ପାଣ୍ଠିରୁ ବିଜେପି ନେତାଙ୍କ ଖାଇବା ପାଇଁ ଖର୍ଚ୍ଚ ହୋଇଛି ୪୦ କୋଟି..!

ଭୋପାଲ: ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଖାଇବା ବାବଦରେ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି। ୨୦୧୪ରୁ ୨୦୧୮ ମଧ୍ୟରେ ଲୋକଙ୍କ ଟଙ୍କାକୁ ବିଜେପି ନେତାଙ୍କ ଖାଇବା ଖର୍ଚ୍ଚରେ ବ୍ୟବହାର କରାଯାଇଛି ବୋଲି କଂଗ୍ରେସ ବିଧାୟକ ଜିତୁ ପଟୱାରି…

ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌…

ନୂଆଦିଲ୍ଲୀ: ସରକାର କୋଭିଡ୍‌ ସଂକ୍ରମଣ ରୋକିବା ନିମନ୍ତେ ପ୍ରସ୍ତୁତି ଚଳାଇଥିବା ବେଳେ ଚୀନ୍‌, ଜାପାନ, ଦକ୍ଷିଣ କ‌ୋରିଆ, ହଂକଂ ଓ ଥାଇଲାଣ୍ଡ୍‌ରୁ ଆସୁଥିବା ବ୍ୟକ୍ତିମାନଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ…

ଭେଣ୍ଟିଲେଟର ଓ ଅମ୍ଲଜାନ ସିଲିଣ୍ଡର ଗଚ୍ଛିତ ରଖନ୍ତୁ; ରାଜ୍ୟକୁ କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ନିୟମିତ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର ଦିନ ନୂଆ…

ନୂଆବର୍ଷ ପୂର୍ବରୁ ଆତ୍ମଶୁଦ୍ଧି କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ବିପ୍ୟାସନା ସାଧନା ପାଇଁ ଯାଇଛନ୍ତି | ଏହି ସୂଚନା ଅରବିନ୍ଦ କେଜ୍ରିୱାଲ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ କେଜ୍ରିୱାଲ ବିପ୍ୟାସନା ଧ୍ୟାନ କରିଛନ୍ତି। ତେବେ କେଜ୍ରିୱାଲ…

ବ୍ୟାଙ୍କ ଠକେଇ: ୩ଦିନିଆ ସିବିଆଇ କଷ୍ଟଡିକୁ ଗଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ…

ମୁମ୍ବାଇ: ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କଷ୍ଟଡିକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ…

ଘାଟିରୁ ଖସିଲା ଶ୍ରଦ୍ଧାଳୁଙ୍କ ଭ୍ୟାନ୍‌, ୮ ମୃତ…

ଚେନ୍ନାଇ: ଭୟଙ୍କର ସଡକ ଦୁର୍ଘଟଣା। ଠାକୁର ଦର୍ଶନ ହେଲା ଶେଷ ଦର୍ଶନ। ଏକା ସାଙ୍ଗେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ। କେରଳ-ତାମିଲନାଡୁ ସୀମାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋରୁ ତାମିଲନାଡୁ ଥେନି ଜିଲ୍ଲାର କୁମୁଲି ଘାଟିରେ ଏକ ଭ୍ୟାନ୍ ଦୁର୍ଘଟଣା…