Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବଙ୍ଗୋପସାଗରରେ ବୁଡ଼ି ଗଲା ଟ୍ରଲର, ୧୮ ମତ୍ସ୍ୟଜୀବୀ ନିଖୋଜ
କୋଲାକାତା: ବଙ୍ଗୋପସାଗରରେ ବୁଡ଼ି ଯାଇଛି ଗୋଟିଏ ମାଛ ଧରା ଟ୍ରଲର। ଏଥିରେ ୧୮ ଜଣ ମତ୍ସ୍ୟଜୀବୀ ରହିଥିଲେ। ଘଟଣା ପରେ ସମସ୍ତେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ହେଲେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା!-->…
୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଛାଡ଼ିଥିବା ପ୍ୟାନେଲରେ ବିଜେପିର ୫ ଜଣ!
ଗୋଧ୍ରା: ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ!-->…
୩,୭୦୦ ଫୁଟ ଉପରେ ଥିଲା ବିମାନ, ହଠାତ୍ ଶୋଇପଡ଼ିଲେ ଦୁଇ ପାଇଲଟ
ଇଥୋପିଆ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଲି ଘଟଣା ସାମ୍ନାକୁ ଆସିଛି। ଇଥୋପିଆ ଏୟାରଲାଇନ୍ସର ଗୋଟିଏ ବିମାନ ଭୂପୃଷ୍ଠରୁ ୩,୭୦୦ ଫୁଟ ଉପରେ ଥିବା ବେଳେ ଏହାର ଦୁଇ ଜଣ ଯାକ ପାଇଲଟ ହଠାତ୍ ଶୋଇପଡ଼ିଥିଲେ। ଏଥିଯୋଗୁ ଏହା ଯେଉଁ ସ୍ଥାନରେ ଲ୍ୟାଣ୍ଡ କରିବା କଥା ସେଠାରେ ନ କରି ଆଗକୁ ଚାଲି!-->…
ଦଳର ମୁଖିଆ ବାଛିବା ପାଇଁ କଂଗ୍ରେସ ଭିତରେ ନିର୍ବାଚନ ହେବ
ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳ ଅସ୍ଥାୟୀ ତଥା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଭରସାରେ ଚାଲିଛି। ହେଲେ ଏଯାଏ ଦଳ ତା’ର ସ୍ଥାୟୀ ମୁଖିଆଙ୍କୁ ଚୟନ କରିପାରୁନି। ରାହୁଲ!-->…
ଭୁଶୁଡିଲା ୪ ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ ଧରଣର ଅଘଟଣ। ଭୁଶୁଡିଲା ୪ ମହଲା କୋଠା। ମୁମ୍ବାଇର ବୋରିବଲି ସ୍ଥିତ ସାଇବାବା ନଗରରେ ଏହି ଦୁର୍ଘଟଣା ଘଟିଛି। ଏକ ୪ ମହଲା କୋଠା ହଠାତ୍ ଭୁଶୁଡି ପଡିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଲ୍ଡିଂର ଭଗ୍ନାବଶେଷ ତଳେ ଅନେକ ଲୋକ!-->…
ନ୍ୟୁୟର୍କ ଟାଇମ୍ସରେ ଦିଲ୍ଲୀ ମଡେଲକୁ ପ୍ରଶଂସା
ନୂଆଦିଲ୍ଲୀ: ଆମେରିକା ତଥା ବିଶ୍ୱର ଅନ୍ୟତମ ଅଗ୍ରଣୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ସରକାରଙ୍କ ସ୍କୁଲ ବ୍ୟବସ୍ଥାକୁ ପ୍ରଶଂସା କରି ରିପୋର୍ଟ ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବାର ଦିନକରେ ଆଜି ଦିଲ୍ଲୀ ଶିକ୍ଷା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ!-->…
ପୁଣି ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ
ନ୍ୟୁୟର୍କ: ପୁଣିଥରେ ଆମେରିକାର ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଟିକୁ ପାଦ ପାଖରୁ ସଂପୂର୍ଣ୍ଣ ଭାଙ୍ଗି ଦେବା ସହ ଏହାକୁ ତଳେ ଫୋପାଡ଼ି ଦେଇଛନ୍ତି।!-->…
‘ମେକ୍ ଇଣ୍ଡିଆ ନଂ ୧ ମିଶନ’ରେ ଯୋଡ଼ି ହେବାକୁ ଜାରି ହେଲା ନମ୍ବର
ନୂଆଦିଲ୍ଲୀ: ଭାରତକୁ ସାରା ବିଶ୍ୱରେ ନମ୍ବର ୱାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମେକ୍ ଇଣ୍ଡିଆ ନଂ ୧ ନାମକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ସେ ସମସ୍ତ ୧୩୦ କୋଟି ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ମିଶିଲା ପରେ ହିଁ!-->…
ମହିଳା ଯୌନ ଉଦ୍ଦୀପକ ପୋଷାକ ପିନ୍ଧିଥିଲେ କାଏମ ହେବ ନାହିଁ ଯୌନଉତ୍ପୀଡ଼ନ ଅଭିଯୋଗ: କେରଳ ଅଦାଲତ
ତିରୁବନନ୍ତପୁରମ୍: ମହିଳା ଯୌନଉଦ୍ଦୀପକ ପୋଷାକ ପିନ୍ଧିଥିଲେ ସେ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗୁ ହେବନାହିଁ ବୋଲି ବୁଧବାର ଦିନ କେରଳର ଏକ ଅଦାଲତ କହିଛନ୍ତି।ଉପରୋକ୍ତ କଥା କହି ଅଗଷ୍ଟ ୧୨ ତାରିଖ ଦିନ କୋଝିକୋଡ଼ ସେସନ୍ସ୍ କୋର୍ଟ ୭୪ ବର୍ଷିୟ ସାମାଜିକ କର୍ମୀ ସିଭିକ୍!-->…
ମୋ ଝିଅ ସବୁଥିରେ ପାସ୍ କରିଛି, ତା’ପାଖରେ ସାର୍ଟିଫିକେଟ୍ ଅଛି: ଅନୁବ୍ରତ ମଣ୍ଡଳ
କୋଲ୍କାତା: ମୋ ଝିଅ ସବୁଥିରେ ପାସ୍ କରିଛି; ତା’ପାଖରେ ସାର୍ଟିଫିକେଟ୍ ଅଛି ବୋଲି ଆଜି ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି କହିଛନ୍ତି। ଆଜି ଆଲିପୁର କମାଣ୍ଡ୍ ହସ୍ପିଟାଲ୍କୁ ନିଆଯିବା ବାଟରେ ଗୋଟାଏ ‘ଟିଭି ଚାନେଲ୍’କୁ ସେ କହିଛନ୍ତି, ଅଦାଲତ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ!-->…