Browsing Category

ଦେଶ

ପ୍ରବଳ ବର୍ଷାରେ ବୁଡିଗଲା UAE, ରାସ୍ତା ଜଳମଗ୍ନ, ବିମାନ ଚଳାଚଳ ବାଧାପ୍ରାପ୍ତ

ଦୁବାଇ : ମରୁଭୂମିରେ ବନ୍ୟା । ବନ୍ଯାରେ ବୁଡିଗଲା UAE । ଆଜି ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟ ଜଳମଗ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏମିତିକି ଲୋକମାନଙ୍କୁ…

ସରିଲା ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ…

ପାଣି ଟାଙ୍କି ଭୁଶୁଡ଼ି, ୩ ଶ୍ରମିକ ମୃତ, ଅନେକ ଗୁରୁତର

ନାଗପୁର : ମହାରାଷ୍ଟ୍ର ନାଗପୁରରେ ବୁଟିବୋରି ଏମଆଇଡିସିରେ ଅୱାଡା କମ୍ପାନୀରେ ପାଣିଟାଙ୍କି ଭୁଶୁଡିବାରୁ ଅଘଟଣ । ଏଥିରେ ୩ ଜଣ ଶ୍ରମକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଅୱାଡା କମ୍ପାନୀରେ ସୋଲାର ପ୍ୟାନେଲ ନିର୍ମାଣ କାମ ଚାଲୁ ରହିଥିବା ସମୟରେ ଏହି…

ରଣକ୍ଷେତ୍ର ପାଲଟିଛି ବାଂଲାଦେଶ: ଜଣେ ମୃତ, ୪ ଆହତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ଢାକା : ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ବାଂଲାଦେଶରେ ପୁଣି ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ବାଂଲାଦେଶରେ ଶରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ହିଂସା ଉପୁଜିଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ…

ସାଉଦି ଆରବରୁ ତଡ଼ା ଖାଇଲେ ୫୦ ହଜାରରୁ ଅଧିକ ପାକିସ୍ତାନୀ ଭିକାରୀ

ସାଉଦି ଆରବ : ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ସାଉଦି ଆରବ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବେ ପାକିସ୍ତାନରୁ ଅଧିକାଂଶ ଭିକାରୀ ସେଠାକୁ ଯାଇ ଭିକ୍ଷାବୃତ୍ତି କରୁଛନ୍ତି । ତେଣୁ ସାଉଦି ଆରବ ପକ୍ଷରୁ ୫୬ ହଜାର ପାକିସ୍ତାନୀ ଭିକାରୀଙ୍କୁ ବିତାଡିତ କରିଛି । ସାଉଦି ଆରବରେ ମକ୍କା…

ଘନ କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ବାଧାପ୍ରାପ୍ତ, ବିମାନ ଚଳାଚଳ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ଥିବା ଆଶଙ୍କା ରହିଛି । ଦିଲ୍ଲୀ…

ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ VB-G RAM G ବିଲ୍ ଗୃହୀତ

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍ । ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଭିତର ଲୋକସଭାରେ ପାସ୍…

ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ, ଏୟାର ଇଣ୍ଡିଆର ଟ୍ରାଭେଲ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଦିଲ୍ଲୀ ସମେତ ଉତ୍ତର ଓ ପୂର୍ବ ଭାରତରେ ଘନ କୁହୁଡ଼ି ଲାଗି ରହୁଛି । ବିଭିନ୍ନ ବିମାନବନ୍ଦରରେ ଦୃଶ୍ୟମାନ ଦୂର ହ୍ରାସ ଯୋଗୁ ବିମାନ ଚଳାଚଳ ପ୍ରଭାବିତ…

ଜଷ୍ଟିସ ସଙ୍ଗମ ସାହୁଙ୍କୁ ପଦୋନ୍ନତି ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିଅମ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିଅମ। ଗୁରୁବାର ଅନୁଷ୍ଠିତ କଲେଜିଅମ ବୈଠକରେ ଏହି ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ…

ଓମାନରେ ସର୍ବୋଚ୍ଚ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ଓମାନ ମଧ୍ୟରେ ଏକ ବାଣିଜ୍ୟିକ ରାଜିନାମା…