Browsing Category

ଦେଶ

ଦୁବାଇ ଏୟାର ସୋରେ ଦୁର୍ଘଟଣା: ଖସିପଡିଲା ତେଜସ, ପାଇଲଟ ମୃତ

ଦୁବାଇ : ଦୁବାଇରେ ଏୟାର ସୋ’ରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ମୃତ୍ୟୁ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, ତେଜସ୍ ଜେଟ୍ ହଠାତ୍ ତଳକୁ ଖସିପଡ଼ିବା ପରେ ବିସ୍ଫୋରଣ ହୋଇଛି…

ଅଟା ମେସିନରେ ବୋମା ତିଆରି କରୁଥିଲା ଆତଙ୍କୀ ମୁଜାମ୍ମିଲ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବଡ଼ ସୁରାକ ମିଳିଛି । ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା କଳ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ । ପୋଲିସ…

ମହମ୍ମଦ ସିଦ୍ଦିକିଙ୍କ ଘର ଉପରେ ବୁଲିବ ବୁଲଡୋଜର, ୩ ଦିନରେ ଖାଲି କରିବାକୁ ନୋଟିସ

ନୂଆଦିଲ୍ଲୀ : ଅଲ୍-ଫଲାହ ୟୁନିଭର୍ସିଟି ମାଲିକଙ୍କ ଘର ଉପରେ ବୁଲିବ ବୁଲଡୋଜର । ଭାଙ୍ଗିବ ମଧ୍ୟପ୍ରଦେଶରେ ଥିବା ପୈତୃକ ଘର । ଘର ଭାଙ୍ଗିବାକୁ ଜାରି ହେଲା ନୋଟିସ । ଆତଙ୍କବାଦ ଓ ଠକେଇ ତଦନ୍ତ ମଧ୍ୟରେ ଉଚ୍ଛେଦ ନୋଟିସ୍ ଜାରି ହୋଇଛି । ମଧ୍ୟପ୍ରଦେଶର ମହୋ କ୍ୟାଣ୍ଟନମେଣ୍ଟ ବୋର୍ଡ…

ଏସଆଇଆର ବନ୍ଦ କରିବା ଲାଗି ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ଏହି ପ୍ରକ୍ରିୟାକୁ "ବିପଜ୍ଜନକ" ବୋଲି କହିଛନ୍ତି ଏବଂ…

କାଶ୍ମୀର ଟାଇମ୍ସ ଅଫିସରେ ଚଢଉ: ବନ୍ଧୁକ ଓ ଗୁଳି ଜବତ କଲା ପୁଲିସ

ଜାମ୍ମୁ କାଶ୍ମୀର: ‌ଜାମ୍ମୁ-କାଶ୍ମୀର ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି(ଏସଆଇଏ) ଗୁରୁବାର ସକାଳେ ଜାମ୍ମୁସ୍ଥିତ କାଶ୍ମୀର ଟାଇମ୍ସ ଖବରକାଗଜ ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଛି। ଚଢଉରେ କାର୍ଯ୍ୟାଳୟରୁ ଏକେ ରାଇଫଲ୍ସ, ପିସ୍ତଲ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡର ପିନ୍ ଜବତ ହୋଇଛି। କାଶ୍ମୀର…

୫ ଶାବକ ଜନ୍ମ ଦେଲା ଚିତା ମୁଖୀ

ନୂଆଦିଲ୍ଲୀ:  ‌କୁନୋ ଜାତୀୟ ଉଦ୍ୟାନରୁ ଗୁରୁବାର ପୁଣି ଖୁସିଖବର ଆସିଛି। ଏଠାରେ ପ୍ରଥମ ଭାରତୀୟ ମାଈ ଚିତା ମୁଖୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଭାରତରେ ଜନ୍ମିତ ୩୩ ମାସର ଚିତା ମୁଖୀ ମା’ ହେବା ‘ଚିତା ପ୍ରକଳ୍ପ’ର ବଡ ଉପଲବ୍ଧି କୁହାଯାଉଛି। ଶାବକ ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ…

ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଛାତ୍ରଛାତ୍ରୀଙ୍କଠାରୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ

ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀମାନେ ହରିୟାଣାର ଅଲ ଫଲାହ ବିଶ୍ଵବିଦ୍ୟାଳୟରୁ ଅଧ୍ୟୟନ କରିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷା ଆଢୁଆଳ​‌ରେ ‘ହ୍ବାଇଟ୍ କଲାର ଟେରର ମଡ୍ୟୁଲ’ ଅର୍ଥାତ ଆତଙ୍କବାଦ ପାଇଁ…

ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ‌ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ ଇଂଲଣ୍ଡର ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ଦାୟର ହୋଇଛି। ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର ପୁରୁଣା ଅଭିଯୋଗର…

ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରୁ ୧୦ ନିଖୋଜ: ଇଡି

ନୂଆଦିଲ୍ଲୀ: ଦିଲ୍ଳୀ ବିସ୍ଫୋରଣ ଘଟଣାର ତଦନ୍ତ କରି ବଡ଼ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦାବି କରିଛି ଯେ ଅଲ୍‌-ଫଲାହ ଅଧ୍ୟକ୍ଷ ବିଦେଶ ପଳାଇବାକୁ ଚେଷ୍ଟା କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟରୁ ୧୦ ଜଣ ନିଖୋଜ ଅଛନ୍ତି । ଦିଲ୍ଲୀ ବିସ୍ଫୋରଣରେ ସମ୍ପୃକ୍ତ…

ଗ୍ରେଟର ନୋଏଡାରେ ୩ ମହଲା କୋଠା ଭୁଶୁଡି ଚାଲିଗଲା ୪ ଜୀବନ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତିନି ମହଲା କୋଠାର ସେଟରିଂ ହଟାଇବା ସମୟରେ ଚାରି ଜଣ…