Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ, ୨୦ରେ ଶପଥ ଗ୍ରହଣ ଉତ୍ସବ
ବିହାର : ବିହାରରେ ନୂଆ ସରକାର ଗଠନକୁ ନେଇ ହଲଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ!-->…
ସାଉଦି ଆରବରେ ବସରେ ଲାଗିଗଲା ନିଆଁ, ୪୨ ଭାରତୀୟ ମୃତ !
ସାଉଦି ଆରବ: ସାଉଦି ଆରବରେ ବଡ଼ ଅଘଟଣ । ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ଯୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତ ମୃତକ!-->…
୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ, ଇସ୍ରୋର ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ : ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ!-->…
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଅଭିନେତାଙ୍କୁ ବୋମା ଧମକ
ଚେନ୍ନାଇ: ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ଘରକୁ ବୋମା ଧମକ ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ମାତ୍ରେ ଆତଙ୍କ!-->…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି
କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ!-->…
ଗ୍ବାଲିୟରରେ ସଡ଼କ ଦୁର୍ଘଟଣା, ୫ ମୃତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ!-->…
ବାଙ୍ଗାଇ ଜଙ୍ଗଲରୁ ୩ କିଲୋ ଆଇଇଡି ଉଦ୍ଧାର
ଶ୍ରୀନଗର: ଜଙ୍ଗଲରେ ଲୁଚି ରହିଥିବା ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ରାଜୌରୀ ଜିଲ୍ଲାର ଥାନାମାଣ୍ଡି ଅଞ୍ଚଳର ବାଙ୍ଗାଇ ଜଙ୍ଗଲରୁ ୩ କିଲୋଗ୍ରାମର ଆଇଇଡି ମିଳିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।ଅଧିକାରୀମାନଙ୍କ କହିବାନୁଯାୟୀ ଘଟଣାଟି ରାଜୌରୀ ଜିଲ୍ଲାର ଥାନାମାଣ୍ଡି!-->…
୧୭ରେ ଜେଡିୟୁର ବିଧାୟକ ଦଳ ବୈଠକ
ବିହାର: ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ!-->…
ଦିଲ୍ଲୀ ବିସ୍ଫୋରଣ ମାମଲା: ଆଇ-୨୦ କାର ମାଲିକ ଗିରଫ କଲା ଏନଆଇଏ
ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି!-->…
ଖୋଲିଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ
ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା କରିଛନ୍ତି । ଗେଟ୍ ୨!-->…