Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା
ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ ବୋହୂ ତାଙ୍କ ପ୍ରେମିକଙ୍କ ସହ ମିଶି କୌଣସି ବାହାନାରେ ତାଙ୍କ!-->…
ମୌସୁମୀର ତାଣ୍ଡବ, ହିମାଚଳ ପ୍ରଦେଶରେ ମୃତ୍ୟୁ ସଂଖା ୨୫୭ ଛୁଇଁଲା
ସିମଲା : ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ!-->…
୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।
ଭାରତ!-->!-->!-->…
ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ
ଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହିଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ ପଦବୀ ବିବାଦକୁ ନେଇ ହୋଇଥିଲା ମାମଲା । ଏହି!-->…
ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍ସି
ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ!-->…
ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ: ତିନିଜଣଙ୍କୁ ଧରିଲା ସୁରକ୍ଷାବାହିନୀ
ଶ୍ରୀନଗର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ ସଫଳତା ହାସଲ କରିଛି। କୁପୱାଡ଼ାର ୱାଜାମା ହଣ୍ଡୱାଡ଼ାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମହମ୍ମଦ ଇକବାଲ ପଣ୍ଡିତ, ସଜ୍ଜାଦ!-->…
ଭୟଙ୍କର ପରିଣତି ଭୋଗିବ : ପାକିସ୍ତାନକୁ ଭାରତର ଚେତାବନୀ
ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦିଆଯାଉଥିବାରୁ ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ଭାରତ କହିଛି ।
ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ!-->!-->!-->…
AIIMS ରୁ ମୁହଁ ଫେରାଉଛନ୍ତି ଡାକ୍ତର; ୨ ବର୍ଷରେ ଛାଡ଼ିଲେଣି ୪୨୯ ଡାକ୍ତର
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ମେଡିକାଲ୍ AIIMS ଏବେ ସଂକଟରେ । ଡାକ୍ତରମାନେ ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଂସଦରେ ପ୍ରକାଶ ପାଇଥିବା ଏକ ତଥ୍ୟ ସାରା ଦେଶକୁ ବିଚଳିତ କରିଦେଇଛି । ତଥ୍ୟ ମୁତାବକ, ୨୦୨୨ରୁ ୨୪ ମଧ୍ୟରେ ଦେଶର ବିଭିନ୍ନ!-->…
‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି’ : ରାଷ୍ଟ୍ରପତି
ନୂଆଦିଲ୍ଲୀ : ୭୯ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହି ସମାରୋହ ଆମକୁ ଭାରତୀୟ ହେବାର ଗୌରବକୁ ସ୍ମରଣ କରାଏ ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି,!-->!-->!-->…
ଧରାଲି ପରେ ଜମ୍ମୁ କଶ୍ମୀର: କିସ୍ତୱାରରେ ବାଦଲଫଟା ବର୍ଷା, ୩୨ ମୃତ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୩୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଯାଇଛି । ବାଦଲଫଟା ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା!-->…