Browsing Category

ଦେଶ

ଆୟକର ବିଲ-୨୦୨୫କୁ ଫେରାଇନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ୍ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ୍ ଆଣିବେ। ଫେବୃଆରୀ ୨୦୨୫ ରେ ଲୋକସଭାରେ ଏହା ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ ଗ୍ରହଣ କରିବା ପରେ,

କେନ୍ଦ୍ର କ୍ୟାବିନେଟ ବୈଠକରେ ୫ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ୧୦ କୋଟି

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାହିଁକି କଲ ନାହିଁ ଅନ୍ତିମ ସଂସ୍କାର? ସଂସଦରେ ପ୍ରଶ୍ନ ଉଠାଇଲେ ହୁଡ୍ଡା

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଅନ୍ତିମ ସଂସ୍କାର ଅଗଷ୍ଟ ୬ ରେ କରାଯାଇଥିଲା। ତେବେ ଏହି ସମୟରେ, ତାଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ନ ଦିଆଯିବା ନେଇ ଏବେ ରାଜନୀତି ଜୋର ଧରିଛି | ରୋହତକର କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା ସଂସଦରେ ଏହି ପ୍ରସଙ୍ଗ

ଭୋଟର ତାଲିକା ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ନାହୁଁ : ପଶ୍ଚିମବଙ୍ଗ

କୋଲକାତା : ବିହାରରେ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ସମୟରେ, ପଶ୍ଚିମବଙ୍ଗରେ ମଧ୍ୟ ଏସଆଇଆର ସମ୍ପର୍କରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଲଗାତାର କଳ୍ପନାଜଳ୍ପନା କରାଯାଉଥିଲା। ତଥାପି, ପଶ୍ଚିମବଙ୍ଗରେ ଏସଆଇଆର ସମ୍ଭବ ମନେ

ବିହାରରେ ନିର୍ମାଣ ହେବ ମାତା ସୀତାଙ୍କ ମନ୍ଦିର, ଭୂମି ପୂଜା କଲେ ଶାହ

ପାଟନା: ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ମାତା ସୀତାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିବେ କେନ୍ଦ୍ର ସରକାର। ଏଥିପାଇଁ ମୂଳଦୁଆ ପଡ଼ିସାରିଛି। ଶୁକ୍ରବାର ବିହାରର ସୀତାମଢ଼ିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନକୀ ମନ୍ଦିର ପାଇଁ

ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନର ନୋଟିସ। ଭୋଟର ତାଲିକାରେ ହେରଫେରକୁ ନେଇ ଲଗାଇଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ନୋଟିସ ହୋଇଛି। କର୍ଣ୍ଣାଟକର ଲୋକସଭା ନିର୍ବାଚନ ସମୟରେ ଭୋଟର ତାଲିକାରେ ହେରଫେର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ

ଟ୍ରମ୍ପ ଜଣେ ବଦମାସ : ଭାରତକୁ ସମର୍ଥନ କରି କହିଲେ ଚୀନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ଗଭୀର ହେବାରେ ଲାଗିଛି। ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ରାଜନୈତିକ ଏବଂ କୂଟନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏହି

ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍‌ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ ଏହୋର ସଦ୍ୟ ରିପୋର୍ଟ ଜାରି କରିଛି

ଜଷ୍ଟିସ ବର୍ମାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି

ମାଥେରାନରେ ହାତ ଟଣା ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

ମୁମ୍ବାଇ : ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ମାଥେରାନରେ ୬ ମାସ ମଧ୍ୟରେ ହାତ ରିକ୍ସା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ମଣିଷ ମଣିଷକୁ ଭିଡିବା ଅତି ଅମାନବୀୟ । ଭାରତ ଭଳି ଏକ ବିକାଶଶୀଳ ଦେଶରେ ଏଭଳି ଅମାନବୀୟ