Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର!-->…
ବିଜେପିରେ ସାମିଲ ହେଲେ ମୈଥିଲି ଠାକୁର
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ନୂଆ ଚେହେରା ସାମିଲ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଙ୍ଗଳବାର କଣ୍ଠଶିଳ୍ପୀ ତଥା ଲୋକଗାୟିକା ମୈଥିଲି ଠାକୁର ପଦ୍ମ ଧରିଛନ୍ତି। ଦଳରେ ଯୋଗଦେବା ପରେ ତାଙ୍କୁ ଦରଭଙ୍ଗାର ଅଲିନଗର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି।!-->…
ଜୈସଲମୈରରେ ବସରେ ଲାଗିଲା ନିଆଁ, ୧୦ରୁ ଅଧିକ ଯାତ୍ରୀ ମୃତ
ରାଜସ୍ଥାନ : ରାଜସ୍ଥାନ ଜୈସଲମୈରରେ ବଡ଼ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ୪୦ ଯାତ୍ରୀ ଆହତ ହୋଇଛନ୍ତି ।
ଖବର ମୁତାବକ, ବସଟି ଜୈସଲମୈରରୁ ଯୋଧପୁର ଯାଉଥିଲା ।!-->!-->!-->…
ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୭୧ ଜଣଙ୍କ ନାଁ ଘୋଷଣା କଲା ଦଳ
ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ!-->…
LOCରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ
ଜମ୍ମୁ-କାଶ୍ମୀର: LOCରେ ଫାୟାରିଂ । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଅନୁପ୍ରବେଶକୁ ରୋକିବକୁ ଜମ୍ମୁ ଏବଂ କାଶ୍ମୀରର କୁପୱାଡା ସେକ୍ଟରରେ ଗୁଳି ବିନିମୟ । ଗତକାଲି ସନ୍ଧ୍ୟା ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ ଗତିବିଧି ପରିଲକ୍ଷିତ ହୋଇଥିଲା । ମାଚିଲ ଏବଂ!-->…
କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା WHO । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ ଏଥିଲିନ୍ ଗ୍ଲାଇକୋଲ୍ ଅଧିକ ମାତ୍ରାରେ ବ୍ୟବହୃତ ନେଇ ସତର୍କ କରିଛି WHO । ଯାହା ମଣିଷ ଶରୀରରେ ଗୁରୁତର ପ୍ରଭାବ ପକାଇଥାଏ । ଏହିସବୁ ସିରପ!-->…
ମୋଦିଙ୍କୁ ଭଲ ବନ୍ଧୁ କହିବା ସହ ଭାରତକୁ ପ୍ରଂଶସା କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଭାରତକୁ ପ୍ରଂଶସା କଲେ ଟ୍ରମ୍ପ । ମୋଦିଙ୍କୁ ଭଲ ବନ୍ଧୁ କହିବା ସହ ଭାରତ ଏକ ମହାନ ଦେଶ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟରେ ଅନୁଷ୍ଠିତ ଶର୍ମ-ଏଲ ଶେଖ ସମ୍ମିଳନୀରେ ସମ୍ବୋଧନ କରି ଏହା କହିଛନ୍ତି ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ,!-->…
୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲା ମୋଷ୍ଟ ୱାଣ୍ଟେଡ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ
ନୂଆଦିଲ୍ଲୀ : ଭୁଶୁଡୁଛି ଲାଲଗଡ଼ । ମୋଷ୍ଟ ୱାଣ୍ଟେଡ୍ ଟପ୍ ମାଓନେତା ମାଲୋଜୁଲା ବେଣୁଗୋପାଳ ରାଓ ଓରଫ ସୋନୁର ଆତ୍ମସମର୍ପଣ। ମହାରାଷ୍ଟ୍ର ଗଡ଼ଚିରୋଲି ପୋଲିସ ନିକଟରେ ୬୦ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛି CPI ମାଓବାଦୀର ବରିଷ୍ଠ ପଲିଟବ୍ୟୁରୋ ସଦସ୍ୟ ସୋନୁ । ଗତ ସେପ୍ଟେମ୍ବରରେ ସୋନୁ!-->…
ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍କା: ଚାର୍ଜଫ୍ରେମ୍ ନେଇ କୋର୍ଟଙ୍କ ରାୟ
ବିହାର : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ!-->…
ଅର୍ଥନୀତିରେ ଜୋଏଲ ମୋକିର, ଫିଲିପ ଆଘିଅନ ଓ ପିଟର ହାଓ୍ବିଟ।ଙ୍କୁ ନୋବେଲ
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ!-->…