Browsing Category

ଦେଶ

ଭୂସ୍ଖଳନ ଯୋଗୁଁ ବନ୍ଦ ଥିବା ମାତା ବୈଷ୍ଣୋଦେବୀ ଯାତ୍ରା ପୁଣି ଆରମ୍ଭ ହେଲା, ୩ ସପ୍ତାହ ହେଲାଣି ଥିଲା ବନ୍ଦ

ଜମ୍ମୁ କଶ୍ମୀର : ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା । ୩ ସପ୍ତାହ ହେଲାଣି ବନ୍ଦ ଥିବା ମାତାଙ୍କ ଦରବାର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି । ଲଗାତାର ୨୨ ଦିନ ହେଲାଣି ବନ୍ଦ ଥିବା ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଯାହାକୁ ଖରାପ ପାଣିପାଗ ଯୋଗୁଁ ତତ୍କାଳ ବନ୍ଦ କରାଯାଇଥିଲା…

ମହାରାଷ୍ଟ୍ର ଗଢଚିରୋଲୀରେ ସୁରକ୍ଷାବଳକୁ ବଡ଼ ସଫଳତା: ୨ ମହିଳା ନକ୍ସଲ ନିହତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

ଇଟାଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ନର୍ଦ୍ଦମା ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୩ ଜଣ…

ଦିଲ୍ଲୀ : ଦିଲ୍ଲୀର ଅଶୋକ ବିହାରରେ ନାଳ ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ରହିଛନ୍ତି । ଏପରି ଘଟଣା ବିଳମ୍ବିତ ରାତି ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପାଦ ଥାପିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି ।…

ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବାଦଲ ଫଟା ବର୍ଷା : ୧୫ ଜଣ ମୃତ, ୧୬ ଜଣ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଲଗାତାର ବାଦଲ ଫଟା ବର୍ଷା ତାଣ୍ଡବ କରୁଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ରହିଛି । କିନ୍ତୁ ଡେରାଡୁନରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୧୬ ଜଣ ନିଖୋଜ ରହିଛନ୍ତି ।…

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ପାଟନା ହାଇକୋର୍ଟର ନିର୍ଦ୍ଦେଶ

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି…

ରାହୁଲଙ୍କୁ ଆଫ୍ରିଦିଙ୍କ ପ୍ରଶଂସା : ବିଜେପିର ପ୍ରତିକ୍ରିୟା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମ୍ପର୍କିତ ଏକ ଟେଲିଭିଜନ୍ ବିତର୍କରେ ଭାଗ ନେଇ ଆଫ୍ରିଦି କହିଥିଲେ ଯେ ରାହୁଲ ଜଣେ ସକାରାତ୍ମକ…

ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି। ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ…

ବଢିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ : ଆୟକର ବିଭାଗ ଆଇଟିଆର୍ ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ଆଣିଛନ୍ତି। ଆଇଟିଆର୍ ଦାଖଲ କରିବାର ତାରିଖକୁ ଆଉ ଏକ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ। ଏବେ ଆର୍ଥିକ…