Browsing Category

ଦେଶ

ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ

ନୂଆଦିଲ୍ଲୀ: ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । LAC ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ କରିବାକୁ ଯାଉଛି । ଏହି ବୃହତ ରେଳ ପ୍ରକଳ୍ପର କାମ…

ପୁରୁଣା ଗାଡ଼ି ମାଲିକଙ୍କ ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ଗାଡ଼ି ମାଲିକଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପୁରୁଣା ଗାଡ଼ି ମାଲିକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ…

ସେପ୍ଟେମ୍ବର ୧ରୁ ଦିଲ୍ଲୀ-ୱାଶିଂଟନ ଉଡ଼ାଣ ବନ୍ଦ କରିବ, କାରଣ ଦର୍ଶାଇଲା ଏୟାର ଇଣ୍ଡିଆ କମ୍ପାନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ୱାଶିଂଟନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରୁ ୱାଶିଂଟନ ଡିସିକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧ ତାରିଖରୁ ଉଡ଼ାଣ ସେବା ବନ୍ଦ ହେବ । ଯାହାର କାରଣ ଦର୍ଶାଇ ଏୟାର ଇଣ୍ଡିଆ…

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ, ୩ ଦିନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ କରିଛି । ସୁରକ୍ଷାକୁ ଦୃଷ୍ଟିରେ…

ଧରାଳି ଭଗ୍ନାବଶେଷ ତଳୁ ବାହାରିଲା ୪୫ ଫୁଟର କୋଠା, ଉଦ୍ଧାର କାର୍ଯ୍ୟ ଜାରି

ଧରାଳି : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି । ବିପର୍ଯ୍ୟୟର ଛଅ ଦିନ ପରେ ଲଗାତାର ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଧ୍ବଂସକାରୀ…

ନଭି ମୁମ୍ବାଇର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ନଭି ମୁମ୍ବାଇର ନେରୁଲ ସ୍ଥିତ ଏକ ହସପିଟାଲରେ ନିଆଁ ଲାଗିଯାଇଛି । ହସପିଟାଲର ୩ୟ ମହଲାରେ ନିଆଁ ଲାଗିବା ଯୋଗୁଁ ଅନେକ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ଦମକଳ ଟିମ୍ ନିଆଁକୁ ଆୟତ୍ତ କରୁଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ଆମେରିକା ମାଟିରୁ ପାକିସ୍ତାନର ଧମକ; ଭାରତର ଦୃଢ଼ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି। ମୁନିରର ଧମକ ଉପରେ ବିଦେଶ ମନ୍ତ୍ରଣାଳୟ ବିବୃତି ଜାରି କରି…

ରାଫେଲ ଯୁଦ୍ଧବିମାନ ପାଇଁ ଜଣାଇଲା ଦାବି, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ସହିତ ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଛି। କାରଣ ଏହି ସମୟରେ ଭାରତୀୟ ବାୟୁସେନା ଏକ ବିଶେଷ ଆବେଦନ ରଖିଥିଲା। ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ…

ଚେନ୍ନାଇରେ ଜରୁରୀ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ଚେନ୍ନାଇ: ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସେହି ବିମାନରେ ୫ଜଣ…

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ…