Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଅପରାଧିକ ମାମଲା ରୁଜ୍ଜୁ କଲା ସିବିଆଇ
ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ରବିବାର (ଜୁନ୍ ୨୩) ଏକ ଫୌଜଦାରୀ ମାମଲା ରୁଜୁ କରିଛି। ସିବିଆଇ ଆଇପିସି ଧାରା ୪୨୦ (ଠକେଇ) ଏବଂ ୧୨୦ ବି (ଷଡ଼ଯନ୍ତ୍ର) ଅନୁଯାୟୀ ଏଫଆଇଆର ରୁଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ,!-->…
ସୁପ୍ରିମକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ ନିବେଦନ କରିଛନ୍ତି। ହାଇକୋର୍ଟ ଜାମିନ!-->…
ଏନ୍କାଉଣ୍ଟର୍ରେ ୨ ଆତଙ୍କବାଦୀ ସଫା, LOC ନିକଟରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ : ଏନ୍କାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ କଶ୍ମୀର ବାରାମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷା ବାହିନୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ଘଣ୍ଟାର ଗୁଳିବିନିମୟ ପରେ ଦୁଇ ଜଣ ଆତଙ୍କବାଦୀ ନିହାତ!-->…
NEET ପେପର୍ ଲିକ୍ ମାମଲା: ଦୁଇ ଶିକ୍ଷକ ଅଟକ
NEET ପରୀକ୍ଷାକୁ ନେଇ ଚାରିଆଡେ ବିବାଦ ଜାରି ରହିଛି। ଏହି ପେପର୍ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ପେପର୍ ଲିକ୍ ମାମଲରେ ବିହାର ପରେ ଏବେ ମହାରାଷ୍ଟ୍ରର ଲିଙ୍କ ସାମ୍ନାକୁ ଆସିଛି। ଧରାପଡିଛନ୍ତି ଦୁଇ ଜଣ ଶିକ୍ଷକ।
ମହାରାଷ୍ଟ୍ରର ଲାତୁରରୁ ଦୁଇଜଣ ଶିକ୍ଷକଙ୍କୁ ନନ୍ଦେଡ ଏଟିଏସ୍ ଅଟକ!-->!-->!-->…
ବିଚ୍ ରାସ୍ତାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା…
ମଧ୍ୟପ୍ରଦେଶ : ବିଚ୍ ରାସ୍ତାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତା ମୋନୁ କଲ୍ୟାଣଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଛନ୍ତି ବିଜେପି ନେତା। ମୋନୁ କଲ୍ୟାଣ କ୍ୟାବିନେଟ୍!-->…
ଯୌନ ନିର୍ଯାତନା ମାମଲା, ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ
କର୍ଣ୍ଣାଟକ ସେକ୍ସ ସ୍କାଣ୍ଡଲରେ ଫସିଥିଲା ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ମଧ୍ୟ ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
!-->!-->!-->…
ମାଓକ୍ୟାମ୍ପରୁ ନକଲି ଟଙ୍କା ଛପା ମେସିନ ଓ ନକଲି ଟଙ୍କା ଜବତ…
ମାଲକାନଗିରି : ସୀମାନ୍ତ ଛତିଶଗଡ଼ରେ ମାଓ ଶିବିରରେ ଛପା ହେଉଛି ନକଲି ନୋଟ୍ । ଅସ୍ତ୍ର ଶସ୍ତ୍ର ବଦଳରେ ଲାଲ୍ ବାହିନି ଏବେ ତିଆରି କରୁଛନ୍ତି ନକଲି ଟଙ୍କା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରେଧି ଅପରେସନ ପରେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ!-->!-->!-->…
ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି
କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୁଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ୧୪୦ ଜଣଙ୍କ ଅବସ୍ଥା ଏବେ ବି ସ୍ଥିର ଥିବା ବେଳେ ମୃତ୍ୟୁ ସଂଖ୍ୟା!-->…
ଭିଡ଼ ହିଂସା ପାଇଁ ଆଇନ ଆଣ :ମୌଲାନା ମଦନି
ନୂଆଦିଲ୍ଲୀ: ଛତିଶଗଡ଼ ଓ ଆଲିଗଡ଼ରେ ଘଟିଥିବା ମବ୍ ଲିଞ୍ଚିଂ (ଭିଡ଼ ହିଂସା) ଘଟଣାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅରଶଦ ମଦନି ଗଭୀର ଦୁଃଖ ଓ ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଦେଶର ଅଧିକାଂଶ ଲୋକ ସାମ୍ପ୍ରଦାୟିକତା ଓ ଘୃଣାର ରାଜନୀତିକୁ!-->…
ପଦୋନ୍ନତି ଚାହୁଁନୁ, ଆମର ୱାର୍କ ଫ୍ରମ୍ ହୋମ୍ ଆବଶ୍ୟକ
ୱାଶିଂଟନ: କରୋନା ସମୟରେ, ଯେତେବେଳେ ଲକ୍ ଡାଉନ୍ ହୋଇଥିଲା ସେତେବେଳେ ଦୁନିଆର ପ୍ରାୟ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର(ୱାର୍କ ଫ୍ରମ୍ ହୋମ୍) ସୁବିଧା ଦେଇଥିଲେ। କରୋନା ଅବଧି ପରେ ଘରୁ କାମର ସୁବିଧା ସମାପ୍ତ ହୋଇଥିଲା। କିନ୍ତୁ ସେତେବେଳକୁ କର୍ମଚାରୀମାନେ ୱାର୍କ!-->…