Browsing Category

ଦେଶ

ଅଶ୍ଳୀଳ ଭିଡିଓ ମାମଲା: ଦେଶ ଛାଡ଼ି ପଳାଇଲେ ଦେବଗୌଡାଙ୍କ ନାତି!

ଦେଶ ଛାଡ଼ି ପଳାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ୱଳ ରେଭାନ୍ନା। ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନିର୍ଦ୍ଦେଶ ଦେବାର ଦିନକ ପରେ ସେ ଦେଶ ଛାଡି

ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ୍ ଲଗାଇଲେ ECI 

ନିର୍ବାଚନ ଆୟୋଗ (ECI) ଆମ୍ ଆଦମୀ ପାର୍ଟିର ପ୍ରଚାର ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦଳ ପକ୍ଷରୁ ରିଲିଜ୍ ହୋଇଥିବା 'ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ' ଗୀତ ଉପରେ କଟକଣା ଲଗାଯାଇଥିବା ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। ଏକ

ଭିଭିପିଏଟି ଆବେଦନ ଖାରଜ ନେଇ ମୋଦୀଙ୍କ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଳୀ: ଗତକାଲି ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ

ବିହାରରୁ ଉତ୍ତରପ୍ରଦେଶକୁ ଶିଶୁ ଚାଲାଣ, ୯୫ ଜଣଙ୍କୁ ଉଦ୍ଧାର କଲା ଶିଶୁ ଆୟୋଗ

ଲକ୍ଷ୍ନୌ : ବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି।ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, କିଛି ପିଲାଙ୍କୁ ବେଆଇନ ଭାବେ ଚାଲାଣ

ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଗଲେ ଦିଦି

କୋଲକାତା: ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୂରା ଦେଶ ଚାହୁଁଛି ‌ମୁଁ ରାଜନୀତିରେ ଯୋଗ ଦିଏ: ରୋବର୍ଟ ଭଦ୍ରା

ଋଷିକେଶ: ଆମେଥୀ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୂରା ଦେଶ ସେ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ଚାହୁଁଛି।

ଆପ୍‌ର ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ ସୁନୀତା

ନୂଆଦିଲ୍ଲୀ : ପ୍ରଚାର ମୈଦାନକୁ ଓହ୍ଲାଇବେ ସୁନୀତା କେଜ୍ରିଓ୍ୱାଲ। ଆମ୍‌ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଏଥିପାଇଁ ଆପ୍‌ ପକ୍ଷରୁ ତାଙ୍କୁ ମିଳିଛି ବଡ଼ ଦାୟିତ୍ୱ।ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ

ସୀମାନ୍ତ ରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୋଗା ପୋଡ଼ିଆମୀଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀମାଓାଦୀମାନେ ଆରାନପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର

ଶେଷ ହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ, ଅପରାହ୍ଣ ୫ଟା ସୁଦ୍ଧା ୬୧% ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ବୁଥରେ ଲୋକେ ଏବେ ବି ଧାଡ଼ିରେ ଛିଡ଼ା ହୋଇଥିବାରୁ ସେଠାରେ ଭୋଟଗ୍ରହଣ ଜାରି ରହିଛି । ଫଳରେ ଚୂଡ଼ାନ୍ତ ଭୋଟ ପ୍ରତିଶତରେ ପରିବର୍ତ୍ତନ ହୋଇପାରେ

ସନ୍ଦେଶଖାଲିରେ କମାଣ୍ଡୋ, ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟରେ ବେଙ୍ଗଲ ସରକାର

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଜି ସିବିଆଇ ଟିମ ଏନଏସଜି କମାଣ୍ଡୋମାନଙ୍କୁ ନେଇ ସର୍ଚ୍ଚ ଅପରେସନ କରିଛି। ଏହି ସମୟରେ ସନ୍ଦେଶଖାଲିରୁ ବିଦେଶୀ ବନ୍ଧୁକ ଓ ଗୁଳିଗୋଳା ମିଳିଛି। ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଜାନୁଆରୀ ୫ ତାରିଖ ଇଡି ଅଧିକାରୀଙ୍କ ଉପରେ ଏଠାରେ ଆକ୍ରମଣ