Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନୂଆ ଠକେଇ: ମହିଳାଙ୍କୁ ‘ଡିଜିଟାଲ ଗିରଫ’ କରି ନେଇଗଲେ ଲକ୍ଷାଧିକ ଟଙ୍କା
ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ ଉପାୟରେ ଗିରଫ କରି ତାଙ୍କ ଠାରୁ ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କା। ନୋଏଡାରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ଏନେଇ ଶନିବାର ପୁଲିସ୍ ସୂଚନା ଦେଇଛି।ପ୍ରଥମଥର ପାଇଁ!-->…
ତିହାର ଜେଲରେ ନକଲି କର୍ମଚାରୀ..! ବରଖାସ୍ତ ହେଲେ ୫୦
ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ ତଥ୍ୟ ସହ ମେଳ ଖାଇ ନଥିଲା। ଏଥିପାଇଁ!-->…
ମହାରାଷ୍ଟ୍ର କୃଷକଙ୍କ ଅଜବ ଦାବି, ଗଞ୍ଜେଇ ଚାଷକୁ ଦିଅନ୍ତୁ ଅନୁମତି…
ନୂଆଦିଲ୍ଲୀ : କପାଚାଷ କ୍ଷେତ୍ରରେ ମହାରାଷ୍ଟ୍ରରର ୟବତମାଳ ବେଶ୍ ଜଣାଶୁଣା। ଏହି ଅଞ୍ଚଳ କୃଷି ଆତ୍ମହତ୍ୟାକୁ ନେଇ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ବର୍ତ୍ତମାନ ୟବତମାଳର ଚାଷୀମାନେ ପ୍ରଶାସନ ନିକଟରେ ଏକ ଅଜବ ଦାବି ଉପସ୍ଥାପନ କରିଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହି ଅଞ୍ଚଳର!-->…
୬୪,୦୦୦ ଡେଇଁଲା ସୁନା ଦର…
ନୂଆଦିଲ୍ଲୀ : ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ୧୦ ଗ୍ରାମ ପିଛା ସୁନା ଦାର ୬୪,୦୦୦ ଡେଇଁ ଥିବା ରେକର୍ଡ କରାଯାଇଛି।ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୬୪, ୫୩୦ ଥିବା!-->…
ଆସିଲା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ…
ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ!-->…
ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ; ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ କନଷ୍ଟେବଳ
ପାଟନା: ଆମେ ସରକାରଙ୍କ ଚାକର, ଆପଣଙ୍କର ନୁହଁ । ମାଜିଷ୍ଟ୍ରେଟ ପାଣି ମାଗିବାରୁ ଏଭଳି କହିଲେ ମହିଳା କନଷ୍ଟେବଳ । ବିହାର ପୁଲିସର ଜଣେ ମହିଳା କନଷ୍ଟେବଳ ଏଭଳି କହୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ମହିଳା କନଷ୍ଟେବଳ ପାଣି ମାଗିବାକୁ ନେଇ!-->…
ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ…
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଶନିବାର କହିଛନ୍ତି ଯେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି, କିନ୍ତୁ ବିରୋଧୀ ମାନେ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଗୃହରେ ଆଲୋଚନାରେ ପାଇଁ ଭଲ ବାତାବରଣ ସୃଷ୍ଟି ହେବ ଓ କୌଣସି ବାଧା ସୃଷ୍ଟି କରିବେ ନାହିଁ!-->…
ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇପାରେ…
ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଜଣେ ଆମେରିକୀୟ ସାମ୍ବାଦିକ ସେମୋର ହର୍ଶ ଏକ ବଡ଼ ଦାବି କରିଛନ୍ତି । ଏକ ରିପୋର୍ଟରେ ସେ କହିଛନ୍ତି ଯେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଶାନ୍ତି ଆଲୋଚନା ଜାରି ରହିଛି। ୟୁକ୍ରେନର ଜେନେରାଲ ଭାଲେରୀ!-->…
୨୦ ଲକ୍ଷ ଟଙ୍କା ‘ଲାଞ୍ଚ’ ନେଉଥିବା ବେଳେ ଧରାପଡ଼ିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ…
ଚେନ୍ନାଇ/ ନୂଆଦିଲ୍ଲୀ: ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାଜ୍ୟ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ବିଭାଗ ଗିରଫ!-->…
ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍ ଦାଖଲ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବିଭିନ୍ନ ଧାରା!-->…