Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଳ୍ପକେ ବର୍ତ୍ତିଗଲା କଂଗ୍ରେସ ସରକାର! ମହୀଶୂର ଯିବା ଯୋଜନାରେ ଥିଲେ ୨୦ ବିଧାୟକ
ନୂଆଦିଲ୍ଲୀ :କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାରରେ ସମ୍ଭାବ୍ୟ ବିଦ୍ରୋହ ଅଳ୍ପକେ ଟଳି ଯାଇଛି। ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ସତୀଶ ଜାରକିହୋଲି ସୋମବାର କଂଗ୍ରେସର ପ୍ରାୟ ୨୦ ଜଣ ବିଧାୟକଙ୍କୁ ସାଙ୍ଗ ଧରି ମହୀଶୂର ଯିବାକୁ ଯୋଜନା କରିଥିଲେ।
ଏଥିପାଇଁ ବସ୍…
ବିଜେପି ସାଂସଦଙ୍କୁ ନୋଟିସ ପଠାଇ କ୍ଷମା ମାଗିବାକୁ କହିଲେ ମହୁଆ
ନୂଆଦିଲ୍ଲୀ : ଟିଏମସି ସାଂସଦ ମହୁଆ ମୋଇତ୍ରା ଆଜି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରେଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଦୁବେଶ ଓ ଦେହାଦ୍ରେ ଅଭିଯୋଗ କରିଥିଲେ ଯେ ମହୁଆ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଲୋକସଭାରେ…
ମିଳିଲା ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଓ ୩୦ ଦାମୀ ଘଣ୍ଟା…
ଆୟକର ବିଭାଗ କରିଥିବା ରେଡ୍ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ମିଳିଛି। ରେଡ ବେଳେ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର ଓ ୩୦ଟି ବିଦେଶୀ କମ୍ପାନୀର ଦାମୀ ଘଣ୍ଟା ଆୟକର ବିଭାଗ ଜବତ କରିଛି।
କର୍ଣ୍ଣାଟକା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ୧୨…
ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନ୍ରେ ଲାଗିଗଲା ନିଆଁ…
ମହାରାଷ୍ଟ୍ରରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ଟି ଅହମଦନଗରରୁ ଆଷ୍ଟୀ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ନାରାୟଣଦୋହୋ ଓ ଅହମଦନଗର ସେକ୍ସନ ମଝିରେ ଟ୍ରେନ୍ଟିରେ ନିଆଁ ଲାଗିଥିଲା।
ଏହି ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍ର…
‘ଟ୍ରିଗର୍ ଉପରେ ଆଙ୍ଗୁଠି’ ଇସ୍ରାଏଲକୁ ଇରାନ୍ର କଡ଼ା ଚେତାବନୀ…
ଟ୍ରିଗର୍ ଉପରେ ଅଛି ଆଙ୍ଗୁଠି। ଖୁବଶୀଘ୍ର ଇହୁଦିମାନେ ଆକ୍ରମଣ ବନ୍ଦ କରନ୍ତୁ। ଯଦି ଆକ୍ରମଣ ବନ୍ଦ ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ।' ଇସ୍ରାଏଲକୁ ଏଭଳି କିଛି କଡା ଚେତାବନୀ ଦେଇଛି ଇରାନ୍।
ହମାସ ଆକ୍ରମଣ ପରେ ରାଗି ଯାଇଛି ଇସ୍ରାଏଲ। ଗାଜା ଉପରେ ଆଖିବୁଜା ରକେଟ୍ ମାଡ କରୁଛି।…
ଯୁଦ୍ଧ ଯୋଗୁ ବଢ଼ୁଛି ସୁନା ଦର, ସପ୍ତାହରେ ୩୫ ପ୍ରତିଶତ ବୃଦ୍ଧି
ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା ବଢ଼ି ସାରିଲାଣି। କେବଳ ସୁନା ନୁହେଁ ରୁପା…
ଆମେରିକାରେ ହେଟ୍ କ୍ରାଇମ୍; ୬ ବର୍ଷର ଶିଶୁକୁ ୨୬ ଥର ଛୁରା ମାଡ଼…
ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇର ପ୍ରଭାବ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ଏଥିଯୋଗୁ ଆମେରିକାରେ ହେଟ୍ କ୍ରାଇମ ଦେଖିବାକୁ ମିଳିଥିବା ବେଳେ ଏହାର ଶିକାର ହୋଇଛନ୍ତି ଏକ ୬ ବର୍ଷୀୟ ନିଷ୍ପାପ ଶିଶୁ ଓ ତାଙ୍କ ମା’ । ଘର ମାଲିକଙ୍କ ଅଚାନକ…
ବଦଳିଲା ବାଇଡେନଙ୍କ ଆଭିମୁଖ୍ୟ, ‘ଗାଜା ଉପରେ କବଜା ଇସ୍ରାଏଲର ବଡ ଭୁଲ୍ ହେବ’…
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଦଳିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଭିମୁଖ୍ୟ। ହମାସ ବିପକ୍ଷରେ ଏହି ଲଢେଇରେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରୁଥିଲେ ବି ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ବାଇଡେନ। ଇସ୍ରାଏଲ ଗାଜାକୁ ପୁଣି ଥରେ କବଜା କରିବା ଏକ ବଡ…
ପୁଣି ଥରିଲା ଆଫଗାନିସ୍ତାନ, ତୀବ୍ରତା ୬.୫ ରେକର୍ଡ
ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ସକାଳୁ ଆଫଗାନିସ୍ତାନର ପଶ୍ଚିମ ଅଞ୍ଚଳରେ ତୀବ୍ର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି। ଇଏମ୍ଏସ୍ସି ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳର ୧୦ କିଲୋମିଟର ଗଭୀରତାରେ…
‘ମେମୋରୀ ଲସ୍’ ପାଇଁ ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଦିଆଯାଉଛି ଔଷଧ..!
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କର ମେମୋରୀ ଲସ୍ ତଥା ସ୍ଣରଣ ଶକ୍ତି ହ୍ରାସ କରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ନୀତୀଶ କୁମାରଙ୍କୁ ଖାଦ୍ୟରେ ମିଶାଇ ଔଷଧ ଦିଆଯାଉଛି। ଏଭଳି କିଛି ବଡ଼ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା ନୀତୀଶ କୁମାରଙ୍କ ପୁରୁଣା ସାଥୀ…