Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା…
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି।ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା ନାହିଁ । ଗତଶନିବାର ଓ…
ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ
ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି।
ହମାସ୍ ଓ ଇରାନ୍ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍ବୋଲ୍ଲାର…
ଇସ୍ରୋ ଜାରି କଲା ‘ଗଗନଯାନ’ର ଫଟୋ…
ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା ୩ ମହାକାଶଚାରୀ ଯାତ୍ରା କରିବା ସହ…
ଭିଆଇପି ଦର୍ଶନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ହଙ୍ଗାମା…
ନୂଆଦିଲ୍ଲୀ: ଭିଆଇପି ଦର୍ଶନକୁ ମନ୍ଦିରରେ ହଙ୍ଗାମା କଲେ କେନ୍ଦ୍ର ମନ୍ତ୍ରୀ | ଶନିବାର ଅପରାହ୍ନରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବି.ଏଲ୍ ବର୍ମା ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପହଞ୍ଚିଥିଲେ। ଯେତେବେଳେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ…
ଭାରତ-କାନାଡ଼ା ବିବାଦ, ଟ୍ରୁଡୁଙ୍କ ସହ କଥା ହେଲେ ସନକ…
ଲଣ୍ଡନ: ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା ତୀବ୍ର କୂଟନୈତିକ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସନକ। ସେ ତାଙ୍କ କାନାଡ଼ା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୁଙ୍କୁ ଫୋନ୍ କରି ଏ ସମ୍ପର୍କରେ ଆେଲାଚନା କରିଥିବା ଜଣାପଡ଼ିଛି।…
ଅଳ୍ପକେ ବର୍ତ୍ତିଗଲେ ନୁସ୍ରତ୍…
ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍ ଗାଜାରୁ ଇସ୍ରାଏଲ୍ ଆଡ଼କୁ ମାତ୍ର ୨୦ ମିନିଟ୍ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା। ବିଭିନ୍ନ ପଥ ଓ ପାରାସୁଟ୍ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍ରେ ଅନୁପ୍ରବେଶ କରିବାରେ…
ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି…
ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ…
ଆଉ ୨୦/୨୫ ବର୍ଷ ମଧ୍ୟରେ ଭାରତ ନିଜର ‘ସ୍ପେସ୍ ଷ୍ଟେସନ୍’ ନିର୍ମାଣ କରିବ: ‘ଇସ୍ରୋ’ ମୁଖ୍ୟ ଏସ୍. ସୋମନାଥ…
ନୂଆଦିଲ୍ଲୀ: ଆଉ ୨୦/୨୫ ବର୍ଷ ଭିତରେ ଭାରତ ନିଜର ‘ମହାକାଶ କେନ୍ଦ୍ର’ ବା ‘ସ୍ପେସ୍ ଷ୍ଟେସନ୍’ ନିର୍ମାଣ ପାଇଁ ଯୋଜନା କରୁଛି ବୋଲି ଶୁକ୍ରବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ର (ଇସ୍ରୋ) ମୁଖ୍ୟ ଏସ୍. ସୋମନାଥ କହିଛନ୍ତି।
‘ଚାଇନା ଗ୍ଲୋବାଲ୍…
ପ୍ରଧାନମନ୍ତ୍ରୀ ମୋଦୀ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍କୁ ବୋମା ମାରି ଉଡ଼ାଇ ଦେବୁ: ‘ଇମେଲ୍’ରେ ପୁଲିସକୁ ଧମକ
ମୁମ୍ବାଇ: ଭାରତ ସରକାର ୫୦୦ କୋଟି ଟଙ୍କା ଦେବା ସହିତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ୍ ବିଷ୍ଣୋଇଙ୍କୁ ମୁକ୍ତ ନ କଲେ ‘ଆଇସିସି ମେନ୍ସ୍ କ୍ରିକେଟ୍ ୱାର୍ଲଡ୍ କପ୍’ ମ୍ୟାଚ୍ ଚାଲିଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମା ମାରି ଉଡ଼ାଇ ଦେବୁ…
ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ, ୧୫ ମୃତ…
ହେରାତ: ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୮…