Browsing Category

ଦେଶ

KCRଙ୍କୁ ଝଟକା: କଂଗ୍ରେସରେ ମିଶିଲେ ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା। ସୋମବାର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ…

ହିଂସା ଦମନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମଣିପୁର ମୁଖ୍ୟମନ୍ତ୍ରୀ

ମଣିପୁର : ମଣିପୁରରେ ଲାଗି ରହିଥିବା ହିଂସା ଓ ଅଶାନ୍ତିକୁ ଦୂର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାଶ ଜୋରଦାର ହୋଇଛି। ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍ ସିଂହ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଶ୍ରୀ…

ବର୍ଷାପାଣିରୁ ବାହାରିବା ପାଇଁ ବିଦ୍ୟୁତ ଖମ୍ଭକୁ ଧରିବା ହେଲା କାଳ, ସାକ୍ଷୀଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଉକ୍ତ ମହିଳା ଜଣକ ଷ୍ଟେସନ ଯାଉଥିବା ବେଳେ ଷ୍ଟେସନ ରାସ୍ତାରେ ବର୍ଷା ପାଣି ଭରି ଯାଇଥିଲା। ପାଣିରୁ ବାହାରିବା ପାଇଁ ମହିଳା ଜଣକ…

ଓୱେସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ

ମୁମ୍ବାଇ : ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିବା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରର ବୁଲଧାନାରେ  ଓୱେସିଙ୍କ ଦଳ ପକ୍ଷରୁ ଆୟୋଜିତ ଏକ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ…

ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନିଃସର୍ତ୍ତ ଅଫିସ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଇଜିପ୍ଟର ରାଜଧାନୀ କାଇରାରେ ଥିବା ୧୧ଶହ ଶତାବ୍ଦିର ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କରିଥିଲେ। ଭାରତର ଦାଉଦୀ ବୋହରା ସମ୍ପ୍ରଦାୟଙ୍କ ସହାୟତାରେ ଏହି ଅଲ-ହାକିମ୍ ମସ୍‌ଜିଦ୍‌ର ଉନ୍ନତିକରଣ କରାଯାଇଛି। ଏହି ନବୀକରଣ କାମ…

ଚାଷ ଜମିରେ ପ୍ରଶିକ୍ଷଣ ବିମାନର ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁ ଏକ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର କାଲାବୁରାଗିସ୍ଥିତ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନରେ ଦୁଇଜଣ ମହିଳା ପାଇଲଟ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ…

ଆମେରିକାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନର ଦର ନେଇ ସହମତି ହୋଇନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଓ ସେ ଏବେ ଇଜିପ୍ଟ ଗସ୍ତରେ ଅଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ଆମେରିକା ଗସ୍ତ ସମୟରେ ହିଁ  ପ୍ରିଡେଟର ଡ୍ରୋନ କ୍ରୟ କଥା ଚର୍ଚ୍ଚାରେ ଥିଲା । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଭାରତ ମହଙ୍ଗା ଦରରେ…

ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମେହବୁବା ମୁଫତି

ନୂଆଦିଲ୍ଲୀ :ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାପ ପିଡିପି ମୁଖ୍ୟ ମେହବୁବା ମୁଫତି ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୫୦ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ପୁଲୱାମାରେ ଥିବା ଗୋଟିଏ ମସିଜିଦରେ ପ୍ରବେଶ କରିଥିଲେ। ଏହାପରେ ସେଠାରେ ଥିବା ମୁସଲିମମାନଙ୍କୁ…

୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଛି ଶ୍ରୀ ସିମେଣ୍ଟ

ଜୟପୁର : ରାଜସ୍ଥାନର ଶ୍ରୀ ସିମେଣ୍ଟ ଲିଃର ଗୁମର ଖୋଲିଛି। ଆୟକର ବିଭାଗ କମ୍ପାନୀର ଏକାଧିକ ସ୍ଥାନରେ ରେଡ୍‌ କରୁଥିବା ବେଳେ ଏବେ ଚମକାଇ ଦେବା ଭଳି ସତ ସାମ୍ନାକୁ ଆସିଛି। ଏହି କମ୍ପାନୀ ୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଥିବା ଆୟକର ବିଭାଗ ଜାଣିବାକୁ ପାଇଛି। ଦେଶ ଇତିହାସରେ ଏହା ଅନ୍ୟତମ…

ବିଜେପି ସହ ବଢ଼ୁଛି କେସିଆରଙ୍କ ନିବିଡ଼ତା..!

ତେଲେଙ୍ଗାନା : ତେଲେଙ୍ଗାନାର କ୍ଷମତାସୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ୍‌) ଏବେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକଦା ବିଜେପି ବିରୋଧରେ ମେଳି କରୁଥିବା ବିଆରଏସ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଏବେ ନିଜ ଆଭିମୁଖ୍ୟ ବଦଳାଇଥିବାର ସଙ୍କେତ…