Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆସନ୍ତା ୨୬ ତାରିଖରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି
ଭୁବନେଶ୍ବର: ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି। ଏଥିଲାଗି ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ। ଏନେଇ ସୂଚନା ଦେଇ ରାଜ୍ୟ!-->…
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
ଭୁବନେଶ୍ୱର: ଓଡ଼ିଶା ଆସିବେ ଜେ ପି ନଡ୍ଡା । ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଚଳିତମାସ ୨୮ କିମ୍ବା ୨୯ରେ ଜେ ପି ନଡ୍ଡା ଆସିବେ ବୋଲି ସୂଚନା ମିଳିଛି । ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।
ଜେପି ନଡ୍ଡା ଗତ ସେପ୍ଟେମ୍ବର ୨୯ ଓ ୩୦ ଦୁଇ!-->!-->!-->…
ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି, ଜାଣିଶୁଣି କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି: ସୁରେଶ ରାଉତରାୟ
ଭୁବନେଶ୍ୱର: ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି । ଜାଣିଶୁଣି ମତେ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ମୁଁ କେଉଁ ନେତାଙ୍କ ବିରୋଧରେ କିଛି କହିନାହିଁ । କାରଣ ଦର୍ଶାଅ ନୋଟିସର କାଲି ମୁଁ ଉତ୍ତର ରଖିବି । ଯଦି ମୋ ବିରୋଧରେ!-->…
କଂଗ୍ରେସରେ ମିଶିଲେ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ପମି ମିଶ୍ର
ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ଗାୟିକା ପମି ମିଶ୍ର । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ। ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ!-->…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି ସାଂସଦ ମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କୁ ପରାମର୍ଶ!-->…
ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନନେଇ ନବୀନ ନିବାସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ
ଯାଜପୁର: ଯାଜପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ମୋହନ ଜେନାଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ସେ କିଡନୀ,!-->…
ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା
ଭୁବନେଶ୍ବର: ଆଜି ଶପଥ ନେଲେ ବର୍ଷା ସିଂ ବରିହା। ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା। ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି। ଶାଶୁ ଶ୍ୱଶୁରଙ୍କଠାରୁ ଆଶୀର୍ବାଦ ନେଇ ବିଧାନସଭା ଯାଇଥିଲେ। ଶପଥ ଗ୍ରହଣ ସମାରୋହରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ!-->…
ପଦ୍ମପୁରରେ ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍: ଜୟନାରାୟଣ ମିଶ୍ର
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍ ହୋଇଥିଲା ବୋଲି ସେ କହିଛନ୍ତି। ବିଜେଡି ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସ ସହିତ ଡିଲ୍ କରିଥିଲା। ଭୁବନେଶ୍ବରରେ କଂଗ୍ରେସର!-->…
୨୦୨୪ରେ ବିଜେଡି ଜିତିବ ୧୨୫ ଆସନ : ସୁଶାନ୍ତ ସିଂହ
ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଜିତିବା ପରେ ଭଟଲି ବିଧାୟକ ସୁଶାନ୍ତ ସିଂହ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ରେ ବିଜେଡିର ମିଶନ ୧୨୫ ଆସନ। ୧୪୭ରୁ ୧୨୫ଟି ଆସନରେ ବିଜେଡି ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। କେବଳ ପଶ୍ଚିମ ଓଡ଼ିଶାର ୩୬!-->…