Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି
ପଦ୍ମପୁର: ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି । ଏଥିପାଇଁ ଆସନ୍ତା!-->!-->!-->…
ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ
ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି। ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଆସିଛି।
ଲୋକେ!-->!-->!-->…
ସୀମା ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୦୪/୧୧: ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
!-->!-->!-->…
ସରିଲା ଧାମନଗର ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ଭାଗ୍ୟ, ୬୬.୬୩ ପ୍ରତିଶତ ମତଦାନ
ଭୁବନେଶ୍ବର/ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ!-->…
ଧାମନଗର ଉପନିର୍ବାଚନ : ଭୋଟିଂ ଏଜେଣ୍ଟଙ୍କୁ ମାଡ଼, ଥାନାରେ ଏତଲା
ଭଦ୍ରକ ୦୩।୧୧: ଭୋଟିଂକୁ ନେଇ ଏଜେଣ୍ଟଙ୍କୁ ମାଡ଼ । ଭାଇ ଓ ଭାଉଜଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ ନେଇ ଧାମନଗର ଥାନାରେ ଏତଲା । ରାମେଶ୍ୱରପୁର ୧୭୦ ନମ୍ବର ବୁଥ୍ରେ ଏପରି ଘଟଣା ଘଟିଛି । ଏଜେଣ୍ଟ ଜଗବନ୍ଧୁ ନାୟକ ଧାମନଗର ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ,!-->!-->!-->…
ସବୁ ପ୍ରସ୍ତୁତି ଶେଷ, ରାତି ପାହିଲେ ଧାମନଗର ଉପନିର୍ବାଚନ
ଭଦ୍ରକ ୦୨।୧୧ : ରାତିପାହିଲେ ଧାମନଗର ଉପନିର୍ବାଚନ । ନିଜ ବିଧାୟକ ବାଛିବେ ଧାମନଗର ବାସୀ । ମଙ୍ଗଳବାର ଠାରୁ ପ୍ରଚାର ସରିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ।
ତେବେ ସମୁଦାୟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହେବ । ୧୨୬!-->!-->!-->…
ଉପନିର୍ବାଚନ ପାଇଁ ସରିଲା ପ୍ରଚାର, କମ୍ପିଲା ଧାମନଗର, ଗୁରୁବାର ଭୋଟ୍
ଭଦ୍ରକ ୦୧/୧୧: ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ଶେଷ ଦିନରେ କମ୍ପିଲା ଧାମନଗର। ନଭେମ୍ବର୩ରେ ମତଦାନ କରିବେ ଭୋଟର । ମଙ୍ଗଳବାର ଶେଷ ଦିନରେ ସମସ୍ତ ଦଳ ନିଜ କଳବଳ ଓ କୌଶଳ ମୈଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କ ପାଇଁ କଂଗ୍ରେସ!-->…
ଧାମନଗର ନିର୍ବାଚନ ପାଇଁ ପ୍ରଚାର କଲେ ଅଭିନେତ୍ରୀ ବର୍ଷା
କଟକ : ବହୁଚର୍ଚ୍ଚିତ ସୁପରଷ୍ଟାର ଅନୁଭଵ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ଗତକାଲି ଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବା ବେଳେ ଆଜି ଜେରା ହୋଇ ନାହିଁ। ବର୍ଷା ପ୍ରିୟଦର୍ଶିନୀ ଆଜି କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ!-->…
ଏସ୍ଏଚ୍ଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି: ପ୍ରଣବ ବଳବନ୍ତରାୟ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି। ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚ୍ଜି!-->…
ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି ଟିମ୍
ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍ ଆୟୋଗଙ୍କୁ ସାକ୍ଷାତ କରିଛି। ଧାମନଗର ଉପନିର୍ବାଚନରେ ଅନିୟମିତତା ହେଉଥିବା ବିଜେପି ଟିମ୍ ଇଲେକ୍ସନ କମିଶନରଙ୍କ!-->…