Browsing Category

ରାଜନୀତି

ବିଜେପିକୁ ଏତେ ଭୟ କାହିଁକି କରୁଛି ବିଜେଡି ? : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ

ଓଡ଼ିଶାରେ ଚାଲିଛି କୁଶାସନ: ଜେପି ନଡ୍ଡା

ଭୁବନେଶ୍ୱର: ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଛନ୍ତି । ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ

ବରମୁଣ୍ଡା ପଡ଼ିଆରେ ବିଜେଡିର ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ

ଭୁବନେଶ୍ୱର: ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର

ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ନଭେମ୍ବର ୨ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ମିଶ୍ର, ଅରୁଣ

ରାଜସ୍ଥାନରେ ଏବେ ବଦଳିବନି ନେତୃତ୍ବ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉତ୍ତରାଧିକାରୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାରରେ ଦେଖାଯାଇଥିବା ଅଚଳାବସ୍ଥାକୁ ଟାଳିବା ଲାଗି କଂଗ୍ରେସ ପଦକ୍ଷେପ ନେଇଛି। ପଦକ୍ଷେପ ଅନୁଯାୟୀ ବର୍ତ୍ତମାନ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବ ନାହିଁ। କଂଗ୍ରେସ ଅଧ୍ୟକ୍ଷ

୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୭।୦୯: ବୁଧବାର ଆଇ.ଟି. ହବ୍ ବେଙ୍ଗାଲୁରୁରେ ହେବ ନିବେଶକ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଗୋଟାଏ ୪୫ରେ ୩ ଦିନିଆ ଗସ୍ତରେ ବେଙ୍ଗାଲୁରୁ ଯିବେ। ତେବେ

ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ଏକମାସ ବ୍ୟାପୀ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବ। ଏହି ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ୯ତାରିଖରେ ଗୋପବନ୍ଧୁ ଜୟନ୍ତୀ, ୧୧ତାରିଖରେ

ରାଜସ୍ଥାନରେ ୮୦ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ହଟଚମଟ। ପ୍ରାୟ ୮୦ ଜଣ କଂଗ୍ରେସ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଆଇସିସି ସଭାପତି ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ଦଳୀୟ ପାଣିପାଗ ହଲଚଲ ହୋଇଛି। ଏହି ବିଧାୟକମାନେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଭେଟି

ଗୋଟିଏ ମଞ୍ଚରେ ଶରଦ ପାୱାର, ନୀତୀଶ କୁମାର, ଫାରୁକ ଅବଦୁଲ୍ଲା ଓ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ଦେଖାଦେଲେ ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଆଲନଏଲଡି ମୁଖ୍ୟ ଓମ ପ୍ରକାଶ ଚୌତାଲା ଓ ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ । ହରିୟାଣାରେ ଆଇଏନଏଲଡି ପକ୍ଷରୁ ଆୟୋଜିତ ସମ୍ମାନ

ଗୁଜରାଟରେ ଆପ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ଦିଆଯିବ: କେଜ୍ରିୱାଲ

ନୂଆଦିଲ୍ଲୀ: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା