Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
୨୦୨୪ ଦଖଲ ପାଇଁ ପ୍ରଭାରୀ ବଂଶଲ ପ୍ରସ୍ତୁତ କଲେ ରଣନୀତି
ଭୁବନେଶ୍ୱର: ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନରେ ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଜେପି କିଭଳି ୨୦୨୪ ନିର୍ବାଚନରେ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି। ବୁଥ ସ୍ତରୀୟ ଅଭିଯାନ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର ୩୭!-->…
ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ; ରାଜ୍ୟବାସୀଙ୍କୁ ସମର୍ପିତ କଲେ ସମ୍ମାନ
ଭୁବନେଶ୍ଜର: ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହୋଇ ଦିଲ୍ଲୀରୁ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ନିର୍ବଚନା ମଣ୍ଡଳରୁ ହଜାର ହଜାର!-->…
‘ଭାରତ ଯୋଡ଼ୋ’ ଅଭିଯାନରେ ଓଡ଼ିଶା କଂଗ୍ରେସରୁ ୧୦୦ ପ୍ରତିନିଧି ସାମିଲ ହେବେ: ପିସିସି ସଭାପତି
ଭୁବନେଶ୍ୱର: ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ 'ଭାରତ ଯୋଡ଼ୋ' ଅଭିଯାନ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ।
ସେ କହିଛନ୍ତି, ଏହା ବଡ଼ ଜନସଂପର୍କ!-->!-->!-->…
ଆସନ୍ତାକାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ ୫୦ ହଜାର ଲୋକ
ଭୁବନେଶ୍ୱର : ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ!-->…
ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟୀତ୍ଵରେ ଥିଲେ ସୁନୀଲ ବଂଶଲ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟୀତ୍ଵ ତାଙ୍କ ଉପରେ ଥିଲା ।!-->…
ଆସନ୍ତାକାଲି ଠାଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ
ଭୁବନେଶ୍ୱର: ନୂଆ ମାଇଲ୍ ଷ୍ଟୋନ୍ ହାସଲ ପାଇଁ ହେବ ନୂଆ ରଣନୀତି। ୨୦୨୪ ନିର୍ବାଚନରେ ବିଜୟ ପାଇଁ ହିଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି!-->…
ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା
ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି । ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍ । ୨୩!-->…
ବିଜେପି ପ୍ରଶ୍ନର ଜବାବ ରଖିଲା ବିଜେଡି
ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ୨୨ ପ୍ରଶ୍ନ ମାଧ୍ୟମରେ ୨୨ ବର୍ଷର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ ଭିତ୍ତିହୀନ ଓ ଅନ୍ତଃସାରଶୂନ୍ୟ ।
!-->!-->!-->…
ମଣିପୁରରେ ବିଜେପିରେ ମିଶିଲେ ୫ ଜେଡିୟୁ ବିଧାୟକ
ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି । ମଣିପୁରରେ ଜେଡିୟୁର ୬ ମଧ୍ୟରୁ ୫ ବିଧାୟକ ଦଳ ସହ ବିଦ୍ରୋହ କରିଛନ୍ତି । ୫ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଛନ୍ତି ।
ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ!-->!-->!-->…
ବିଜେଡି ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି । ବିଜେଡ଼ି ନିଜକୁ ୧ ନମ୍ବର ସରକାର କହିବାର ମିଛ ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ପରେ ମଧ୍ୟ ଯୁବପିଢିଙ୍କ ଭବିଷ୍ୟତ ଆନ୍ଧାର ଆଡ଼କୁ ଯାଉଛି । ଓଡିଶାର ଅଭିବୃଦ୍ଧି!-->…