Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଓଡିଶା ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ
ଦେଶରେ ବିଜେପିର ବିକଳ୍ପ ଭାବେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ପରେ ଏବେ ପଞ୍ଜାବ ଦଖଲ କରି ନିଜର ସ୍ଥିତି ଜାହିର କରିଛି ଆପ୍ । ବିଜେପି ଓ କଂଗ୍ରେସ ପରେ ଆପ ହେଉଛି ଏକମାତ୍ର ଦଳ ଯାହାର କି ଦୁଇଟି ରାଜ୍ୟରେ ଶାସନ ରହିଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି!-->…
ବିଜୁ ଯୁବ ଜନତା ଦଳ ପୁନର୍ଗଠିତ
ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ!-->…
ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ
ଭୁବନେଶ୍ୱର – ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭା ସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା!-->…
ବାଲି ଚୋରା ଚାଲାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ଜୟଦେବ ବିଧାନସଭା କ୍ଷେତ୍ରର ବାଲିଅନ୍ତାରେ ରହିଛି!-->…
୩୦ ଜିଲ୍ଲା ପାଇଁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ!-->…
କଟକ ନଗର କଂଗ୍ରେସର ସଭାପତି ହେଲେ ସୁରେଶ ମହାପାତ୍ର
ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ଙ୍କ ପକ୍ଷଛେଦନ କରିଛି କଂଗ୍ରେସ। ମୋକିମଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ତଥା ତାଙ୍କର ଏକାନ୍ତ ଅନୁଗତ ଗିରିବାଳା ବେହେରାଙ୍କୁ ଅନ୍ତର କରି ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କୁ ନଗର କଂଗ୍ରେସ ସଭାପତି ଭାବେ ନିଯୁକ୍ତ!-->…
ଅକ୍ଟୋବର ୭ରେ ଭଦ୍ରକ ବନ୍ଦ ଡାକରା ଦେଲା କଂଗ୍ରେସ
ଭଦ୍ରକ : ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦାବିରେ ଅକ୍ଟୋବର ୭ରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଏହି ସୂଚନା!-->…
ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡିଲେ ୫୦ରୁ ଅଧିକ ନେତା
ଭୁବନେଶ୍ବର: କଂଗ୍ରେସ ଦଳ ମଧ୍ୟରେ କନ୍ଦଳ । କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ୫୦ରୁ ଅଧିକ ନେତା ଦଳ ଛାଡିଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରେ ୧୦ ଜଣ!-->…
୭୯ ବର୍ଷରେ ପାଦ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟ
ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ। ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା!-->…
କଂଗ୍ରେସ ଛାଡିଲେ ୩୦ ରୁ ଅଧିକ କର୍ମୀଙ୍କ ସହ ଦୁଇ ରାଜ୍ୟସ୍ତରୀୟ ନେତା
କଟକ: ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅଙ୍କୁ ଭୋଟ ଦେଇ ଚର୍ଚ୍ଚା ଓ ଵିଵାଦରେ ଥିଵା ବାରବାଟି- କଟକର କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମଙ୍କର ଏକାନ୍ତ ଅନୁଗତ ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ସହ ୩୦ ରୁ ଅଧିକ କଂଗ୍ରେସ କର୍ମୀ ଆଜି ଦଳରୁ ଇସ୍ତଫା ଦେବାକୁ ନେଇ କଟକରେ ଦଳ ତଳକୁ ଯାଉଥିବା!-->…