Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କୋର୍ଟରେ ହାଜର ହେବା ପରେ ଜେଲ ଗଲେ ଦେବଗଡ଼ ବିଧାୟକ, ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା
ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର!-->…
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କଲେ ତାରା ବାହିନୀପତି
ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ବିଧାୟକ ତାରା ବାହିନୀପତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ନିଜେ ତାରାବାହିନୀ ପତି ଏହା କହିଛନ୍ତି। ତାରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛି। ପିସିସି ସଭାପତି ପଦ ସମ୍ପର୍କରେ!-->…
ଗିରଫ ପରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ
ଦେବଗଡ: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅସୁସ୍ଥ। ଭୁବନେଶ୍ଵରରୁ ପୋଲିସ ଗିରଫ କରି ଦେବଗଡ ଆଣୁଥିବା ବାଟରେ ଅସୁସ୍ଥ ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ସାଲାଇନ ଲଗାଯିବା ସହ ଚିକିତ୍ସା ଜାରି ରହିଛି। ତିଳେଇବଣି ବିଡିଓଙ୍କୁ ମାଡ଼!-->…
ବିଡ଼ିଓ ଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦେବଗଡ଼ ବିଧାୟକ ଗିରଫ
ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ଦେବଗଡ ଆଦର୍ଶ ଥାନା ପୋଲିସ ଭୁବନେଶ୍ବରରୁ ଗିରଫ କରିଛି। ଗିରଫ କରିବା ପରେ ପୋଲିସ ବିଧାୟକଙ୍କୁ ଦେବଗଡ ନେଉଛି ।ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ!-->…
ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ
ଭୁବନେଶ୍ବର: ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୁର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ । ବିଧାୟକଙ୍କ ନାଁରେ ୨୦୦୬ରୁ ରହିଛି ଦୁର୍ନୀତି ମାମଲା । ନନ୍ଦାହାଣ୍ଡି ବ୍ଳକ ସିନିଅର କ୍ଲର୍କ ତଥା ଷ୍ଟୋର ଇନଚାର୍ଜ ଥିବା ବେଳେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି କରିଥିଲେ ରାନ୍ଧାରୀ ।!-->…
ରଘୁନନ୍ଦନ ସାମ୍ବାଦିକଙ୍କୁ କହିଲେ ଛତିଶଗଡ଼ ବ୍ୟାରେଜ୍ କାମ ନିଜେ ଯାଇ ବନ୍ଦ କର
ଭୁବନେଶ୍ୱର: ଛତିଶଗଡ଼ ସରକାର ମହାନଦୀ ଉପରେ ପୁଣିଥରେ ଆଉ ଏକ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବାରମ୍ବାର ଟ୍ରିବ୍ୟୁନାଲ୍ରେ ଅଭିଯୋଗ ସତ୍ତ୍ୱେ ଛତିଶଗଡ଼ର ଦାଦାଗିରିକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଉଛି । ତେବେ ଏ ସମ୍ପର୍କରେ ଆଜି!-->…
ନିଜର advertisement କରୁଛନ୍ତି ଅପରାଜିତା : ପ୍ରମିଳା ମଲ୍ଲିକ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି । ସାଂସଦ ଅପରାଜିତା ତାଙ୍କର advertisement ପାଇଁ ଯାଉଛନ୍ତି । ତାଙ୍କୁ ତାଙ୍କ ଦଳ ମଧ୍ୟ ବିରୋଧ କରୁଛି । ପ୍ରଶାସନ ମନା କରିବା ସତ୍ତ୍ୱେ ସିଏ!-->…
ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ
ଭୁବନେଶ୍ୱର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ!-->…
ଜେଲ୍ରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା!-->…
ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ
ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନାହିଁ ତାହେଲେ ଆଇନ ଶୃଙ୍ଖଳା ପରିସ୍ଥିିିତି ଥାଇପାରେ । ଜବରଦସ୍ତି କିଛି!-->…