Browsing Category

ରାଜନୀତି

ଖୁବଶୀଘ୍ର ନୂଆ ପିସିସି ସଭାପତି ଚୟନ: ଚେଲ୍ଲା କୁମାର

ଭୁବନେଶ୍ବର: କିଏ ଧରିବେ ପ୍ରଦେଶ କଂଗ୍ରେସ କମିଟି ମଙ୍ଗ? ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ତଳକୁ ଯାଉଥିବା ବେଳେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଚେଲ୍ଲା କୁମାର କହିଛନ୍ତି, 'ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା…

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଆଜି ହେଉଛି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ଏହି ଅବସରରେ ମା ଙ୍କ ଦର୍ଶନ କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ମା'ଙ୍କ ଉଭାସ୍ଥଳୀ ସମେତ ମୁଖ୍ୟ ମନ୍ଦିରକୁ ଯାଇ…

ଚିଲିକା ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି

ଚିଲିକା: ଚିଲିକାରେ ବୁଲୁଛନ୍ତି ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି । ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାନସଭାର ୧୨୪ଜଣ ବିଧାୟକ ବଡକୁଳ ପାନ୍ଥ ନିବାସରେ ୪ଟି ବସ୍ ଯୋଗେ ପହଞ୍ଚିଛନ୍ତି । ଖୋର୍ଦ୍ଧ ଜିଲ୍ଲାପାଳ, ପୋଲିସ୍ କର୍ମଚାରୀ ଓ ନାଭାଲର କମାଣ୍ଡିଂ ଅଫିସର୍…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହେଲେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ…

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସ୍ଥିତି ପରଖିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ୨୦ ତାରିଖ ମଧ୍ୟରେ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହୋଇଛି । ଆକାଂକ୍ଷୀ ଜିଲ୍ଳାରେ କେନ୍ଦ୍ରୀୟ ଅନୁଦାନର…

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ପାକିସ୍ତାନରେ ଶେଷ ହେଲା ଇମ୍ରାନ୍ ଖାନ୍‌ଙ୍କ ଯୁଗ ଆରମ୍ଭ ହେଲା ଶେହବାଜ୍ ସରିଫ୍‌ଙ୍କ ଯୁଗ । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ପିଏଏମ୍‌ଏଲ୍‌-ଏନ୍ ପାର୍ଟି ସଭାପତି ଶେହବାଜ୍ ସରିଫ୍ । ପାକିସ୍ତାନ ସଂସଦରେ ଆଜି ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରି ଶେହବାଜ୍…

ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ବାସଭବନରେ ବୋମା ମାଡ଼: ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଏପ୍ରିଲ ୧୧: ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ବାସଭବନରେ ବୋମା ମାଡ଼ ହୋଇଛି । ଦୁର୍ବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି । ତେବେ ଏହି ଘଟଣା ପରେ ଏହାର ତୁରନ୍ତ ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ…

ବିଏମ୍‌ସି ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ମଞ୍ଜୁଲତା କହଁର

ଭୁବନେଶ୍ବର : ପୁଣି ମହିଳାଙ୍କୁ ଉପରେ ଆଶା ପ୍ରକଟ କଲେ ସୁପ୍ରିମୋ।ବିଏମ୍‌ସି କର୍ପୋରେସନ ଇତିହାସରେ ଚତୁର୍ଥ ଥର ପାଇଁ ଜଣେ ମହିଳା ଡେପୁଟି ମେୟର ଭା​‌ବେ ଦାୟିତ୍ବ ସମ୍ଭାଳିବେ । ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଡେପୁଟି ମେୟର ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି…

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଗଣତନ୍ତ୍ରରେ ସାଧାରଣ ନାଗରିକଟିଏ ପ୍ରକୃତ ମାଲିକ। ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଅନାୟସରେ ଯୋଗାଇ ଦେବା ତୃଣମୂଳ ପ୍ରତିନିଧିମାନଙ୍କ ପ୍ରାଥମିକ ଦାୟିତ୍ୱ। ପ୍ରକୃତ ହିତାଧିକାରୀଙ୍କ ପାଇଁ ଯୋଜନା ସୁନିଶ୍ଚିତ କରିବା ସହ ଦୁର୍ନୀତିକୁ ରୋକିବା, ଗ୍ରାମାଞ୍ଚଳ ବିକାଶରେ '୫-ଟି…

ମଞ୍ଜୁଲତା କହଁରଙ୍କୁ BMC ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କଲା BJD

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପାଇଁ ଡେପୁଟି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି । ବିଏମସିର ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତା କହଁରଙ୍କୁ ବିଜେଡି ସୁଯୋଗ ଦେଇଛି । ସୂଚନା ଅନୁସାରେ, ମଞ୍ଜୁଲତା କହଁର ହେଉଛନ୍ତି ୨୨ ନମ୍ବର ୱାର୍ଡର କର୍ପୋରେଟର ।…