Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବାଲିମେଳା ଏନ ଏ ସି ରେ ବଦଳିବକି ରାଜନୈତିକ ସମୀକରଣ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଧକ୍ଷଙ୍କ ବିରୋଧରେ ଆସିପାରେ ଅନାସ୍ତା ପ୍ରସ୍ତାବ । ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଥିବା ଅଧକ୍ଷଙ୍କ ବିରୋଧରେ ଆସିବାକୁ ଯାଉଛି ଅନାସ୍ତା ପ୍ରସ୍ତାବ, ଏନେଇ!-->…
ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ମନ୍ତ୍ରୀ ପଦ ପାଇଁ ଅଣ୍ଟା ଭିଡ଼ିଲେଣି : ଆଟେଜ ଧରୀ ଲମ୍ବା ଧାଡି..!!
ବ୍ରହ୍ମପୁର: ସାରା ରାଜ୍ୟରେ ପରିବର୍ତ୍ତନ ର ହାୱା ସହ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟି ଚାଳନା ରେ ହାରିବା ବିଧାୟକ ପ୍ରାର୍ଥୀ ବିଜେଡ଼ି ଦଳ ବିରୋଧି କାର୍ଯ୍ୟ ଯୋଗୁଁ ବିଜୟୀ ହୋଇଗଲେ। ଗଞ୍ଜାମ ଜିଲ୍ଲାର କିଛି ଭାଜପା ର ନିର୍ବାଚିତ ବିଧାୟକ ଭବିଷ୍ୟତରେ ଆଉ କେବେବି ବିଧାୟକ ହୋଇପାରିବେ ନାହିଁ!-->…
ବିଜୟୀ ଓ ପରାଜିତ ଆସିକା ସାଂସଦ ଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ….!
ଲୋକେ ନିଜ ସମସ୍ୟା କୁ ନେଇ ଭେଟିବେ କେଉଁଠି….??
ଗଞ୍ଜାମ ବିଜେପି ରେ ବଢୁଛି ଗୋଷ୍ଟି କନ୍ଦଳ : ସାଂସଦ ବିଧାୟକ ଙ୍କ କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି…..!
ବ୍ରହ୍ମପୁର: ୬-୯ ଗଞ୍ଜାମ ଜିଲ୍ଲାରେ ଏବେ ସାଂସଦ ଓ ବିଧାୟକ ଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।ସାଧାରଣ ନିର୍ବାଚନ ପରେ ଏବେ ଜିଲ୍ଲାର କିଛି ବିଧାୟକ ଓ ସାଂସଦ ମାନଙ୍କ ମଧ୍ୟରେ କ୍ଷମତା କୁ ନେଇ ଗ୍ୟାଙ୍ଗ ୱାର ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବିଭିନ୍ନ!-->…
ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର: ଜଗା ଓହରିଲେ, ମମତା ରହିଲେ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ଜଗନ୍ନାଥ ପ୍ରଧାନ । ଗତ ୨୧ ତାରିଖରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପି ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ଜଗନ୍ନାଥ ମଧ୍ୟ ନାମାଙ୍କନ ଦାଖଲ!-->…
ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ: ‘ତଦନ୍ତ ଚାଲିଛି, ସବୁ ସ୍ପଷ୍ଟ ହେବ’
ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ ପାଣ୍ଠିରୁ!-->…
କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର: କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ହେଉଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ହେଲେ ତାଙ୍କୁ କୁଆଡ଼େ କଂଗ୍ରେସ ଭିତରେ ବିରୋଧ କରାଯାଉଛି। ବିଜେପି ଓ ବିଜେଡିଙ୍କ ପରି କଂଗ୍ରେସରେ ତାଙ୍କୁ ବିରୋଧ କରାଯାଉଛି। ସେଥିପାଇଁ ସେ ନିଜକୁ ନିଜ ନିର୍ବାଚନମଣ୍ଡଳୀ ଭିତରେ!-->…
ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ: ପୂର୍ତ୍ତ ଓ ଆଇନ ମନ୍ତ୍ରୀ
ଭୁବନେଶ୍ବର:୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଏନେଇ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ!-->…
ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ
ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ!-->…
ଆସିକା ବିଜେଡ଼ି ରେ ରାଜନୈତକ ମାହୋଲ ସରଗରମ…..!
କେଉଁ ଡ଼ଙ୍ଗାରେ ପାଦ ଥାପିବେ ନିର୍ବାଚିତ ପ୍ରତିନିଧି ବିଜେଡ଼ି କାର୍ଯ୍ୟାଳୟରେ ବୈଠକ….
ବ୍ରହ୍ମପୁର:୬-୮ଗତ ସାଧାରଣ ନିର୍ବାଚନ ପରେ ଆସିକା ବିଜେଡ଼ି ଦଳରେ ନୈରାଶ୍ୟ ଦେଖା ଦେଇଥିଲା। ପୁଣି ନୂତନ ସରକାର ଗଠନ ପରେ ବିଜେଡ଼ି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ନିର୍ବାଚନ ପରେ ଏବେ!-->!-->!-->…